ନଳକୂପ ଖୋଳି ଭୁଲିଗଲେ ପ୍ଲାଟଫର୍ମ କରିବାକୁ : ଗ୍ରାମ ବାସୀଙ୍କ ଭାଗ୍ୟରେ ପ୍ରଦୂଷିତ ପାଣି
ବଲେଶ୍ୱର,୨୪/୦୪(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜମ୍ବେଶ୍ୱରପୁର ଗ୍ରାମର ପୂର୍ବପଟ ଜନ ଉପଜାତି ବସ୍ତିରେ ଏକ ବର୍ଷରୁ ଅଧିକ ସମୟ ପୂର୍ବେ ସରକାରଙ୍କ ଜନହିତ ଯୋଜନାରେ ସୁଧାକର ସେଠୀଙ୍କ ଘର ପାଖରେ ଖୋଳା ଯାଇଥିବା ନଳକୂପର ପକ୍କା ପ୍ଲାଟଫର୍ମ ନିର୍ମାଣ…