ପୁସ୍ତକ ଦିବସର ଅନୁଚିନ୍ତା ଗାନ୍ଧିଜୀଙ୍କ ଜୀବନରେ ଏକ ପୁସ୍ତକ
ପୁସ୍ତକ ଦିବସର ଅନୁଚିନ୍ତା
ଗାନ୍ଧିଜୀଙ୍କ ଜୀବନରେ ଏକ ପୁସ୍ତକ
=================
ଦକ୍ଷିଣଆଫ୍ରିକାର ଜୋହନସବର୍ଗ ରେଳଷ୍ଟେସନ l 1904 ମସିହାର ଜୁନ ମାସର ଉଷୁମ ସକାଳ l ମହାତ୍ମା ଗାନ୍ଧୀ ଟ୍ରେନରେ ଡର୍ବାନ ଯାତ୍ରା କରିବା ପାଇଁ ସେଠାରେ ପହଞ୍ଚିଲେ l ବିଦାୟ ଦେବାପାଇଁ ଆସିଥାନ୍ତି ଘନିଷ୍ଠ…