ମାଲକାନଗିରି କେସିସି ବ୍ୟାଙ୍କରେ କୋଟିଏ ଟଙ୍କାର ଘୋଟାଲା
ଲ୍ୟାମ୍ପସ ଇନଚାର୍ଜଙ୍କୁ ଫେକ୍ ରସିଦ ଦେଇ ଟଙ୍କା ଆତ୍ମସାତ ଅଭିଯୋଗ।
ମାଲକାନଗିରି : ମାଲକାନଗିରି କେସିସି ବ୍ୟାଙ୍କରେ କୋଟିଏରୁ ଅଧିକ ଟଙ୍କାର ଘୋଟାଲା। ଥାନାରେ ଏତଲା ସହ ବ୍ୟାଙ୍କ ମ୍ୟାନଜରକୁ ନିଲମ୍ବନ କଲା ବିଭାଗ। ମାଲକାନଗିରି ଜିଲ୍ଲାର କେସିସି ବ୍ୟାଙ୍କର ଘୋଟାଲାର ପର୍ଦାଫାସ ହୋଇଛି। ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ୧ କୋଟି ୭ ଲକ୍ଷ ଟାଙ୍କର ଘୋଟାଲା କରିଥିବା ଜଣାପଡିଛି।
Comments are closed.