ଦୁଗ୍ଧଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା
ଭୁବନେଶ୍ଵର : ଦୁଗ୍ଧଚାଷୀଙ୍କ ପାଇଁ ବଡ ଖୁସି ଖବର। ଓମ୍ପେଡ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ବଡ ନିଷ୍ପତ୍ତ ନେଇଛି ଓମ୍ପେଡ୍। ଓମ୍ପେଡ୍ ଦୁଗ୍ଧଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା। ଓମ୍ପେଡ୍ ଦୁଗ୍ଧଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ଟଙ୍କା ୫ପଇସା ପାଉଥିଲେ। ଏଣିକି ଲିଟର ପିଛା ୩୯ଟଙ୍କା…