କଟକ ବଡ଼ ମେଡିକାଲରୁ ୧୪ ଶିଶୁ ନିଖୋଜ ଘଟଣା: ତଦନ୍ତ କରୁଛି ଓଏସସିପିସିଆର
କଟକ : ଏସସିବିରୁ ଶିଶୁ ଗାୟବ ଘଟଣାର ଜୋରଦାର ହେଲା ତଦନ୍ତ ପ୍ରକ୍ରିୟା । ଗତକାଲି ଆରଡିସିଙ୍କ ଚିଠି ଆଉ ଆଜି (ମଙ୍ଗଳବାର) ଓଏସସିପିସିଆର ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କରିଛି ତନାଘନା । ୨୦୧୦ରୁ କେତେ ଅସହାୟ ଓ ମାନସିକ ବିକାରଗସ୍ତ ମହିଳା ଏସସିବିରେ ପ୍ରସବ କରିଛନ୍ତି…