ମୋଦିଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେ ବର୍ଷିଲେ ତାମିଲନାଡୁର ଅର୍ଥମନ୍ତ୍ରୀ ଡଃ ପଲାନିବେଲ୍ ରାଜନ
ଫ୍ରିବି ପ୍ରସଙ୍ଗ , ମୋଦିଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେ ବର୍ଷିଲେ ତାମିଲନାଡୁର ଅର୍ଥମନ୍ତ୍ରୀ ଡଃ ପଲାନିବେଲ୍ ରାଜନ ।ଫ୍ରିବି କୁ ନେଇ ଏକ ଘରୋଇ ନିଉଜ ଚାନେଲରେ ଚାଲିଥିବା ଏକ ବିତର୍କରେ ଭାଗନେଇ ତାମିଲନାଡୁ ଅର୍ଥମନ୍ତ୍ରୀ ଡ଼ଃ ପଲାନିଭେଲ୍ ତ୍ୟାଗରାଜନ କେନ୍ଦ୍ରସରକାର ଓ…