ଘରେ ମେଡିସିନ୍ ପହଞ୍ଚାଇବ ଡ୍ରୋନ୍ !

ଭୁବନେଶ୍ବର : ଗୁରୁବାରଠୁ ଏମ୍ସ ଭୁବନେଶ୍ବର ଡ୍ରୋନ୍ ସ୍ବାସ୍ଥ୍ୟ ସେବା ଆରମ୍ଭ କରିବ । ଜରୁରୀ ସ୍ଥିତିରେ ଲୋକଙ୍କ ପାଖରେ ଓୗଷଧ, ଟେଷ୍ଟିଂ କିଟ୍ ଓ ସ୍ବାସ୍ଥ୍ୟ ଉପକରଣ ପହଞ୍ଚାଇବ । ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ ରନ୍ ସରିଥିବା ବେଳେ ଗୁରୁବାରଠୁ ଆନୁଷ୍ଠାନିକ ଭାବରେ ଏହି…

महर्षि दयानन्‍द योग अकादमी द्वारा नेट/जेआरएफ में सफल हुए सभी विद्यार्थियों हेतु आर्शीचन समारोह l

07-01-2024 को यूजीसी नेट/जेआरएफ का परीक्षा परिणाम घोषित किया गया जिसमें राष्ट्रीय एवं अंतर्राष्ट्रीय स्तर पर अपनी एक अलग ही पहचान बनाती जा रही महर्षि दयानंद योग अकादमी में नामांकित लगभग 250 प्रतिभागियों में से 5 ने जेआरएफ तथा 28 ने नेट…

पुस्तक मेला में बहुभाषी कवि सम्मिलन

कोलकाता, 25 जनवरी 2024 साहित्य अकादेमी द्वारा 47वें कोलकाता अंतरराष्ट्रीय पुस्तक मेला के एसबीआई सभागार में बहुभाषी कवि सम्मिलन का आयोजन किया गया, जिसकी अध्यक्षता प्रतिष्ठित बांग्ला कवि प्रसून बंद्योपाध्याय ने की। कार्यक्रम के आरंभ में…

ଫେବ୍ରୁଆରି ୩ରେ ସମ୍ବଲପୁର ଆସିବେ ମୋଦୀ, ଆଇଆଇଏମ୍‌ର ନୂଆ ପରିସର କରିବେ ଉଦ୍‌ଘାଟନ

ଭୁ‌ବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ର୍ରୁଆରି ୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଗସ୍ତରେ ଆସି ସେ ସମ୍ବଲପୁରସ୍ଥିତ ଆଇଆଇଏମ ଦ୍ବାରା ଆୟୋଜିତ ସମାରୋହରେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।…

ବନ କର୍ମଚାରୀଙ୍କ ହାତରେ ଏକେ-୪୭: ଜଗିବେ ଶିମିଳିପାଳ

ବାରିପଦା: ଶିମିଳିପାଳ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଗତବର୍ଷ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀ ଟଳି ପଡ଼ିବା ପରେ ଶିମିଳିପାଳ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା, ଯାହା ଏଯାଏ ବଳବତ୍ତର ରହିଛି। ତେବେ ଅଭୟାରଣ୍ୟ ଜଗିବା ଓ…

ସମଲେଇ ପ୍ରକଳ୍ପର ଲୋକାର୍ପଣ: ୨୭ରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।  ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ…

ବେଦାନ୍ତ ଆଲୁମିନିୟମ ଦ୍ୱାରା ଝାରସୁଗୁଡାରେ ମହିଳା, ଶିଶୁଙ୍କ କଲ୍ୟାଣ ପାଇଁ ୧୩୦ଟି ନନ୍ଦଘର ଉଦଘାଟିତ

ଝାରସୁଗୁଡ଼ା,: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ସମାରୋହରେ ୧୩୦ଟି ନନ୍ଦଘରକୁ ଉଦଘାଟନ କରିଛି  । ନନ୍ଦଘର ହେଉଛି ଆଧୁନିକ ଅଙ୍ଗନବାଡିର ଏକ ନେଟୱର୍କ ଯାହା ବେଦାନ୍ତ ଦ୍ୱାରା ସମର୍ôଥତ ମହିଳା ଓ ଶିଶୁ କଲ୍ୟାଣ ଉଦ୍ଦେଶ୍ୟରେ କାର୍ଯ୍ୟ କରିଥାଏ  । ଏହି…

ଉଦ୍ୟାନ କୃଷି ବିଭାଗର କୃଷକ ଦକ୍ଷତା ତାଲିମ ଶିବିର

କଟକ: ଆଠଗଡ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୃଷକମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଖୁଣ୍ଟକଟାଠାରେ ବୁଧବାର ଆୟୋଜିତ ହୋଇଯାଇଛି । ଏଥିରେ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ…

ନୋଟ୍‍ ଗଣି ଥକିପଡିଲେ ଅଧିକାରୀ: ୧୦୦କୋଟିର ସମ୍ପତ୍ତି ଠାବ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ସରକାରୀ ବାବୁଙ୍କ ଘରୁ ମିଳିଛି ୧୦୦ କୋଟିର ସମ୍ପତ୍ତି । ପୁଳାପୁଳା ଟଙ୍କା ଏବଂ ସୁନା ଜବତ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଅଧିକାରୀ ନୁହଁନ୍ତି ବରଂ କଳା ଟଙ୍କାର ‘କୁବେର’ ବୋଲି କୁହାଯାଉଛି । ତେଲେଙ୍ଗାନାରେ ଜଣେ ଅଧିକାରୀଙ୍କ ଘରୁ ଏତେ ପରିମାଣରେ…

ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ଟ୍ରଲର, ଦୁଇ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ବଜାରରେ ଭାରସାମ୍ୟ ହରାଇ ଏକ ଟ୍ରଲର ଜଳଖିଆ ଦୋକାନ ମଧ୍ୟକୁ ପଶିଯାଇଛି। ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ୧୦୮…