୨୦୦ କୋଟି ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫଣ୍ଡାଣ୍ଡିଜ୍‌ଙ୍କୁ ଆଜି ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯାଇଛି। ୫୦, ୦୦୦ ଟଙ୍କାର ମୁଚାଲିକା (ବଣ୍ଡ୍‌)…

ବିବାଦରେ ବାଲିଯାତ୍ରା ତଳପଡ଼ିଆ ଟେଣ୍ଡର୍‌: ୩୪ ଏକର ପାଇଁ ଅନୁମତି, ଶହେ ଏକର ପାଇଁ ଡକାଯାଇଛି ଟେଣ୍ଡର୍‌

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ…

ବାଜ ଓ କପୋତ ଉପାଖ୍ୟାନ

ବହୁଦିନ ତଳର କଥା,କାଶୀରେ ବୃଷଧର୍ଭ ବୋଲି ଜଣେ ରାଜା ରାଜ ପଣ କରୁଥିଲେ l ସେ ଶିବି ଓ ଉଶୀନର ନାମରେ ମଧ୍ୟ ପରିଚିତ ଥିଲେ l ରାଜା ଶିବି ଥିଲେ ଖୁବ ଧର୍ମ ପରାୟଣ ଓ ପ୍ରଜା ବତ୍ସଳ l ତାଙ୍କ ସୁଶାସନରେ ପ୍ରଜାମାନେ ଆନନ୍ଦରେ କାଳ କଟାଉ ଥିଲେ l ସେ ମଧ୍ୟ ଖୁବ ଦାନଶୀଳ ଥିଲେ l ଦିନେ ରାଜା ଶିବି…

ସଜ ହୋଇଲେଣି ମାଆ

ଆବାହନୀ ଗାଏ ଆନନ୍ଦେ ଧରଣୀ ବହେ ପାରବଣ ବାଆ l ଓହ୍ଲାଇ ଆସିବେ ମରତ ଧାମକୁ ସଜ ହୋଇଲେଣି ମାଆ ll ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ ଢୋଲ, ଟମକ, ମହୁରୀ l ମାଆ ବିଜେ ହେବେ ମଣ୍ଡପ ଗଢନ୍ତି ଶିଳ୍ପୀଏ ଯତନ କରି ll ଅସିଣ ଆକାଶେ ଅଗସ୍ତି ନକ୍ଷତ୍ର କାଶତଣ୍ଡି ଫୁଲ ହସି l ଶ୍ୱେତଚାମରର…

ମାଗୁଣୀ ମୋହର ଏତିକି

ଜୟ ଜୟ ଜଗନ୍ନାଥ ହେ ଜୟ ଦାରୁ ମୂରତି l ସୁପ୍ରଭାତ ଶୁଭପ୍ରଭାତେ ଘେନ ଦୀନ ପ୍ରଣତି ll କି କହିବି ମହାପ୍ରଭୁ ହେ ତୁମ୍ଭ କରୁଣା ସୀମା l କ୍ଷମାମୟ ଅପରାଧ ମୋ କେତେ କରିଛ କ୍ଷମା ll ମାଗିବା ପୂର୍ବରୁ ପ୍ରଭୁ ହେ ସବୁ ଦେଇଛ ଯାଚି l ମନ ବଳୁ ନାହିଁ ଆଉ ହେ ପ୍ରଭୁ ମାଗିବି କିଛି ll…

ଶୁଭ ମହାଳୟା

ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ କୁହାଯାଏ l ପିତୃପକ୍ଷ ର ଅନ୍ତିମ ଦିନ, ଅର୍ଥାତ ଅମାବାସ୍ୟାକୁ ମହାଳୟା କୁହାଯାଏ l ଏହାକୁ ପିତୃ ଅମାବାସ୍ୟା ତଥା ଦେବ ଅମାବାସ୍ୟା ନାମରେ ମଧ୍ୟ ଅଭିହିତ କରା ଯାଏ l ଆମ ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଏହି ଦିନଟି…

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ତିନିମୁହାଣୀ ସ୍ଥିତ ଶ୍ରୀ ରାମମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଆଇନୀଜୀବୀ କୁଳମଣି ଦାସଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ସାରା ଜିଲ୍ଲାରେ ଜାତିଭିତ୍ତିକ ଜନଗଣନା ଚାଲୁ…

ନିଜ ମାଆଙ୍କୁ ହତ୍ୟା କରିଥିଲେ ଅଭିନେତା; ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ନିଜ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହଲିଉଡ଼ ଅଭିନେତା ରିଆନ୍‌ ଗ୍ରନ୍ଥମ୍‌ଙ୍କୁ ଅଦାଲତ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ନେଟଫ୍ଲିକ୍ସର ଲୋକପ୍ରିୟ ଶୋ’ ରିଭରଡେଲରେ ଅଭିନୟ କରିଥିବା ୨୪ ବର୍ଷୀୟ ରିଆନ୍ ଗ୍ରନ୍ଥମ୍‌ ତାଙ୍କ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛଅ…

‘ହାର୍ଟ ଅଫ୍ ଷ୍ଟୋନ୍‌’: ସାମ୍ନାକୁ ଆସିଲା ଆଲିଆଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଝଲକ୍‌, ଆକ୍ସନ ଅବତାରରେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ‘ହାର୍ଟ ଅଫ୍ ଷ୍ଟୋନ୍‌’ ମାଧ୍ୟମରେ ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମରୁ ଆଲିଆଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍‌ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ…

ମାନସିକ ଶାନ୍ତି ସହ ଅନେକ ସମସ୍ୟା ଦୂର କରେ ଏହି ୩ଟି ଜିନିଷ

କେଶର ଏକ ମହଙ୍ଗା ମସଲା। କେଶରର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ସେବନ କରିବାର ସର୍ବୋତ୍ତମ ଉପାୟ ହେଉଛି ସାମାନ୍ୟ କେଶର ଏବଂ ମହୁ ମିଶ୍ରିତ ଉଷୁମ କ୍ଷୀର । ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ। କେଶରରେ ୧୫୦ ରୁ ଅଧିକ ଔଷଧୀୟ ଗୁଣ ରହିଛି।…