‘ହାର୍ଟ ଅଫ୍ ଷ୍ଟୋନ୍‌’: ସାମ୍ନାକୁ ଆସିଲା ଆଲିଆଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଝଲକ୍‌, ଆକ୍ସନ ଅବତାରରେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ‘ହାର୍ଟ ଅଫ୍ ଷ୍ଟୋନ୍‌’ ମାଧ୍ୟମରେ ହଲିଉଡ଼ରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମରୁ ଆଲିଆଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ସେ ଗାଲ୍ ଗାଡୋଟ୍‌ଙ୍କ ସହ ନଜର ଆସିବେ। ଫିଲ୍ମର ପ୍ରଥମ ଲୁକ୍ ଦେଖିବା ପରେ ଦର୍ଶକମାନେ ମଧ୍ୟ ଆଲିଆ ଭଟ୍ଟଙ୍କ ଆକ୍ସନ୍ ଅବତାର ଦେଖିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି। ‘ଟୁଡୁମ୍: ଏ ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ ଇଭେଣ୍ଟ’ ଅବସରରେ ପ୍ରଥମ ଲୁକ୍ ରିଲିଜ୍‌ କରାଯାଇଛି।

Comments are closed.