ଶିକ୍ଷକଙ୍କ ବଦଳି ଆବେଦନ ଜାଲିଆତି ପର୍ଦ୍ଦାଫାଶ କରିବ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଟର୍ମିନାଲ ଇଲନେସ ବା ଦୂରାରୋଗ୍ୟ ଅସୁସ୍ଥତା ଆଳରେ ବଦଳି ଆବେଦନ କରିଥାନ୍ତି । ରୋଗ ସହଜରେ ଆରୋଗ୍ୟ ହେଉ ନାହିଁ, ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା…