Sign in
Sign in
Recover your password.
A password will be e-mailed to you.
Author
BB News Network 3006 posts 0 comments
ବିଜନ ବେଳାର ସାଥି
ତୁମେ କିଏ ମୋର ପଚାରେ ଯଦି କେ
କି ଦେବି ତାକୁ ମୁଁ ଉତ୍ତର
ବିଜନ ବେଳାର ସାଥିଟିଏ ହୋଇ
ଆସିଲ ଜୀବନେ ମୋହର।
ଖସଡ଼ା ପଥରେ ବାଟ ଚାଲୁ ଚାଲୁ
ଧରିନେଲ ହାତ ମୋହର
ଅଙ୍କାବଙ୍କା ନଈ ବହିଯାଏ ମୁହିଁ
ସାଜିଲ ଯେ ତୁଠ ପଥର
ଚାଲିବାକୁ ମୋତେ ଦେଖାଇଲ ପଥ
ହେଉ ବା ଯେତେ ବନ୍ଧୁର ।
ବିଜନ…
ଚୁପ ରହିବା ଭଲ !
ସାବଧାନ
ସାଧୁ ସାବଧାନ !
ମୁହଁ ଖୋଲିଲେ ବିପଦ
ଘନେଇ ଆସିବ ସାମ୍ନାକୁ
ରାଜନୀତିର ପଶାପାଲିରେ
ଛନ୍ଦି ହୋଇଯିବ ଜୀବନ l
ସମୟର ଚକ୍ରବ୍ୟୁହ ରେ
ସାବଧାନତା ନରହିଲେ
ନିଜର ହୋଇବେ ପର
ମାନସିକ ଚାପରେ ବ୍ୟସ୍ତ
ପାଦ ତଳୁ ମାଟି ଖସିବାର !
ତୁମେ ଯେତେ ସାଉଁଟି ଥାଅ
ମାନ ସମ୍ମାନ ପ୍ରଶଂସା…
୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମୋହର; ଓସିଏସ୍ ପରକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର: ଓସିଏସ୍ ପରକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ୟୁପିଏସ୍ସି ଭଳି ଓସିଏସ୍ରେ ମଧ୍ୟ ଗୋଟିଏ ଅପସନାଲ। ଓଡ଼ିଶା ସିଭିଲ ସର୍ଭିସେସ୍ ଏକଜାମ୍ ସଂଶୋଧନ ପ୍ରସ୍ତାବକୁ ମିଳିଛି ମଂଜୁରୀ। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ…
୨ଟି ସନ୍ତାନ ନୀତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମାଜରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଆବଶ୍ୟକ, କିନ୍ତୁ ସବୁ ସମସ୍ୟାର ସମାଧାନ କୋର୍ଟରେ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ସଂପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି ।
ଦେଶରେ ଜନସଂଖ୍ୟା…
ଏଣିକି ଓସିଏସରେ ଗୋଟିଏ ଅପସନାଲ
ଭୁବନେଶ୍ୱର : ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ଓଡିଶା ସିଭିଲ ସର୍ଭିସେସ ଏକଜାମ୍ ସଂଶୋଧନ ପ୍ରସ୍ତାବ କୁ ମଂଜୁରୀ । ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ । ଏଣିକି ଇଣ୍ଡରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ ।ୟୁପିଏସସି…
ୟୁକ୍ରେନର ୪ ଅଞ୍ଚଳକୁ ନିଜ ସହ ମିଶାଇନେଲା ଋଷିଆ, ସନ୍ଧିପତ୍ରରେ ସ୍ୱାକ୍ଷର କଲେ ପୁଟିନ
ମସ୍କୋ : ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଶୁକ୍ରବାର ଋଷିଆ ଅଧିକୃତ ୟୁକ୍ରେନର ୪ ଅଞ୍ଚଳକୁ ନିଜ ଦେଶରେ ସାମିଲ ଲାଗି ଅଧିକାରୀକ କାଗଜାତରେ ସ୍ୱାକ୍ଷର କରିଛନ୍ତି। ଡକ୍ୟୁମେଣ୍ଟରେ ଦସ୍ତଖତ କରି ପୁଟିନ ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। କହିଛନ୍ତି ଯେ…
ବିଜେପିରେ ଯୋଗ ଦେଲେ ତେଜେଶ୍ୱର , ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ।
ବିଜେଡ଼ି ନେତା ତଥା ଖଦୀ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡା ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ଯୋଗଦାନ ସମୟରେ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଗତକାଲି ସେ…
ରାଜନୀତିରେ ପାଦ ଥାପିବେ କଙ୍ଗନା! ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରିବେ ସାକ୍ଷାତ
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣାୱାତ ଖୁବଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, କଙ୍ଗନା ରାଣାୱତ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ଯଦି ରିପୋର୍ଟ ଆଧାରରେ କୁହାଯାଏ, ତେବେ…
କାକଟପୁରର ମାଆ ମଙ୍ଗଳା
ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁର l ଏଠାରେ ପୁଣ୍ୟତୋୟା ପୁରାଣ ବର୍ଣ୍ଣିତ ପ୍ରାଚୀନଦୀ ତଟରେ ବିରାଜମାନ କରିଛନ୍ତି ସର୍ବ ମଙ୍ଗଳକାରିଣୀ ମାଆ ମଙ୍ଗଳା l ଏହା ଓଡ଼ିଶାର ପ୍ରାଚୀନ ଓ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ l ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଏଠାକୁ ବର୍ଷ…