୮୮.୪୪ ମିଟର୍ ଦୂରକୁ ଜାଭ୍ଲିନ୍ ଥ୍ରୋ’ କରି ପ୍ରଥମ ଭାରତୀୟ ଭାବେ ‘ଡାଇମଣ୍ଡ୍ ଟ୍ରଫି’ ଜିଣିଲେ ନୀରଜ ଚୋପ୍ରା
ଜ୍ୟୁରିକ୍: ସ୍ବିଜର୍ଲାଣ୍ଡ୍ର ଜ୍ୟୁରିକ୍ରେ ଆୟୋଜିତ ‘ଡାଇମଣ୍ଡ୍ ଲିଗ୍ ସିରିଜ୍’ର ପୁରୁଷ ଜାଭ୍ଲିନ୍ ଥ୍ରୋ’ରେ ଗୁରୁବାର ରାତିରେ ୮୮.୪୪ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ପ୍ରଥମ ଭାରତୀୟ ଭାବେ ନୀରଜ ଚୋପ୍ରା ସମ୍ମାନଜନକ ‘ଡାଇମଣ୍ଡ୍ ଟ୍ରଫି’ ବିଜୟୀ ହୋଇଛନ୍ତି।
ଚେକ୍…