ୱାର୍ଡେନ୍‌ଙ୍କ ନାଁରେ ନୋଟ୍‌ ଲେଖି ଛାତ୍ର ନିଖୋଜ, ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପର୍ଜଙ୍ଗ : ସରାଙ୍ଗ ଇଞ୍ଜିନିୟରିଂ କଲେଜ ୱାର୍ଡେନ୍‌ଙ୍କ ନାମରେ ନୋଟ୍ ଲେଖି ଜଣେ ବି-ଟିକ୍‌ ଶେଷ ବର୍ଷ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇଜିଆଇଟି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି…

କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ

ପଟ୍ଟାମୁଣ୍ଡାଇ: କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ। ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଶାସନ ପଞ୍ଚାୟତର ଅରାଜି ବାବୁରୁ ଗାଁର ବାହାନା ଭୂୟାଁ ନଦୀକୂଳରେ ଶୌଚ ହେବା ସମୟରେ ଏକ କୁମ୍ଭୀର…

କୋଲକାତା ଚାଲାଣ ବେଳେ ବଜ୍ରକାପ୍ତା ଉଦ୍ଧାର: ୮ ଗିରଫ

କାଲିମେଳା: କୋଲକାତା ଚାଲାଣ ହେଉଥିବା ବେଳେ କଂକୁରୁକୋଣ୍ଡା ନାଳ ନିକଟରେ ମାଡ଼ି ବସିଲା ବନ ବିଭାଗ। ୧୨ କେଜି ଓଜନର ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। କୋଲକାତା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ସମେତ ୮ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ବନ ବିଭାଗ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ…

ବାଘ ମୃତ୍ୟୁ ଘଟଣା, ମଠାଧୀଶଙ୍କ ସମେତ ୬ ଗିିରଫ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଚନ୍ଦଲି ଜଙ୍ଗଲରୁ ଗତ ମଙ୍ଗଳବାର ଉଲୁଣ୍ଡା ବନ ବିଭାଗ ଏକ କଲରାପତରିଆ ବାଘର ଗଳିତ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଘପାଲି ମଠର ମଠାଧୀଶ ଦାନବିହାରୀ ଶରଣ ଓରଫ…

ନିଦ୍ରାହୀନତା ଦୂରକରିବ ଚେରି ଜୁସ୍‌

ନିଦ୍ରାହୀନତା ଆଜିକାଲି ଏକ ସାଧାରଣ ସମସ୍ୟା। କାମ ଚାପ ପାଇଁ ହେଉ କିମ୍ବା ମୋବାଇଲ୍‌‌ ଫୋନ୍‌ର ବହୁଳ ବ୍ୟବହାର ପାଇଁ ହେଉ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଖିକୁ ନିଦ ନଆସିବା ଅଧିକାଂଶ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ମାତ୍ର ସୁସ୍ଥକର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଦ୍ବାରା ଏହି…

ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’କୁ ନେଇ ହୋଇଥିବା ବୟକଟ୍‌ ‌ଟ୍ରେଣ୍ଡ୍‌ ଉପରେ ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ ଆୟାନ

ମୁମ୍ବାଇ: ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ବ୍ରହ୍ମ‌ାସ୍ତ୍ର’ ଟ୍ରେଣ୍ଡ୍‌ ଚାଲିଥିବା ବେଳେ ଶେଷରେ ଏହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ। ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରଟିକୁ ନେଇ ଖୁବ୍‌…

ବିଶ୍ବକୁ ପୁଣି ମାନ୍ଦାବସ୍ଥା ଭୟ

ନୂଆଦିଲ୍ଲୀ : ଦରଦାମ ନିୟନ୍ତ୍ରଣକୁ ଆସୁନଥିବାରୁ ବିଶ୍ବର ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଉଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଯେଉଁଭଳି ଗତି କରୁଛି ଯଦି ସେହି ଧାରା ଜାରି ରହିବ ତେବେ ଆସନ୍ତା ବର୍ଷ ବିଶ୍ବ ଅର୍ଥନୀତି ମାନ୍ଦାବସ୍ଥା କବଳରେ…

ହାର୍ଦିକଙ୍କ ବିକଳ୍ପ ରାଜ ବାୱା ଭାରତ-ଏ ଦଳରେ ସାମିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ-ଏ ବିପକ୍ଷ ୩ ମ୍ୟାଚ୍‌ ବିଶି‌ଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବରେ ଭାରତୀୟ ‘ଏ’ ଦଳ ଘୋଷିତ ହୋଇଛି। ଏହି ଦଳରେ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଉଭା ହେଉଥିବା ଯୁବ ଅଲ୍‌ରାଉଣ୍ଡର ରାଜ ଅଙ୍ଗଦ ବାୱାଙ୍କୁ ସ୍ଥାନ ମିଳିଛି। ଶୃଙ୍ଖଳାର…

ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ଦେଖିବାକୁ ଧାଡ଼ିବାନ୍ଧି ୧୩ ଘଣ୍ଟା ଅପେକ୍ଷା କଲେ ଇଂଲଣ୍ଡର୍‌ର ପୂର୍ବତନ କ୍ୟାପ୍‌ଟେନ୍‌…

ଲଣ୍ଡନ୍‌: ଶୁକ୍ରବାର ଦିନ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଶେଷ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କ ଗହଣରେ ଇଂଲଣ୍ଡ୍‌ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଡେଭିଡ୍‌ ବେକ୍‌ହାମ୍‌ ୧୩ଘଣ୍ଟାରୁ ଊର୍ଦ୍ଧ୍ବକାଳ ଅପେକ୍ଷା କରିଥିଲେ। ରାତି ୨.୧୫ରେ ଧାଡ଼ି ବାନ୍ଧିଥିବା କଥା…

ମର୍ତ୍ତ୍ୟ ବୈକୁଣ୍ଠ

କାହିଁ ଯାଉ କାଶୀ କାହିଁ ଯାଉ ବୃନ୍ଦାବନ l ନୀଳାଚଳ ଧାମେ ବିଜେ ବ୍ରହ୍ମ ସନାତନ ll ନାନାଦେଶ ତୀର୍ଥେଯିବା କିବା ପ୍ରୟୋଜନ l ଏ ମର୍ତ୍ତ୍ୟବୈକୁଣ୍ଠେ ବିଜେ ସ୍ୱୟଂ ନିରଞ୍ଜନ ll ଯଶୋଦା ନନ୍ଦନ ଦଇତାରୀ ଦୀନବନ୍ଧୁ l ଦର୍ଶନ ମାତ୍ରକେ ପ୍ରାଣୀ ତରେ ଭବସିନ୍ଧୁ ll କେଶବ ମାଧବ ଜୟ ମଙ୍ଗଳ…