ସ୍ଥିତି ବିଗାଡ଼ିଦେଲା ସୁବର୍ଣ୍ଣରେଖା ବନ୍ୟା, ସୁରକ୍ଷା ପ୍ରକଳ୍ପ ପାଇଁ ଦରକାର ୨ ଶହ କୋଟି

ଜଳେଶ୍ୱର: ଚଳିତ ବର୍ଷ  ଅଗଷ୍ଟ ମାସରେ ସୁବର୍ଣ୍ଣରେଖା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲିଆପାଳର ୧୪ଟି ନଦୀତଟ ଅଞ୍ଚଳ। ଏହିସବୁ ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗର ନିଦ ହଜିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ୧୪ଟି ସ୍ଥାନର ସୁରକ୍ଷା…

ଭାପୁର ବ୍ଲକ୍‌ରେ ୮୦ କୋଟି ମନରେଗା ଘୋଟାଲା: ପୁଣି ୭ ଅଧିକାରୀ ଫେରାଇବେ ୪୪ ଲକ୍ଷ ଟଙ୍କା

ଭାପୁର : ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ, ରାସ୍ତା ଏବଂ କୂଅ ଖୋଳା କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବଡ଼ ଦୁର୍ନୀତି ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ବର୍ତ୍ତମାନ ଘୋଟାଲା କରିଥିବା ସରକାରୀ ବାବୁମାନେ ଟଙ୍କା…

କଣିହାଁରେ ହେବ ବୃହତ ଉଠା ଜଳସେଚନ ପ୍ରକଳ୍ପ: ୬ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି

ଅନୁଗୁଳ: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ୩୬ ମାସ ଭିତରେ ଏହି ୩ ପ୍ରକଳ୍ପ ଶେଷ କରାଯାଇ ୬୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ୩ ପ୍ରକଳ୍ପକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହା…

ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ : କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନ ଜିତିବେ ତେବେ ସେ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବି ନିୟମ ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ। ଏହାପରେ ଦଳୀୟ ନେତୃବୃନ୍ଦ…

ଚାରି ଗାଈଙ୍କ ଜୀବନ ନେଲା ଗାଡ଼ିଚାଳକ

ଭୁବନେଶ୍ୱର: ଦ୍ରୁତ ଗତିରେ ଆସି ରାସ୍ତାରେ ଶୋଇଥିବା ଗାଈଙ୍କ ଜୀବନ ନେଇଛି ଜଣେ ଗାଡ଼ି ଚାଳକ। ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ରାସ୍ତାରେ ଗାଈମାନେ ଶୋଇଥିବା ଵେଳେ ମଦ ପିଇ ଦ୍ରୁତ ଗତିରେ…

ନକଲି ଔଷଧ ଯୋଗାଉଥିବା ବିହାରର ୨ ବ୍ୟବସାୟୀ ଚିହ୍ନଟ: ତଦନ୍ତ ଜାରି

କଟକ: ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା। ଚିହ୍ନଟ ହେଲେ ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ। ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିସନରେଟ ପୁଲିସ। ଡିସିପି…

କସ୍‌ମେଟିକ୍‌ ନୁହେଁ, ବାସ୍ତବ ସୌନ୍ଦର୍ଯ୍ୟ ମିଳେ ଘରୋଇ ଉପାୟରେ; ଏମିତି କରନ୍ତୁ ଲୁଣରେ ର୍ସ୍କବ୍‌

ଆମେ ନିଜ ମୁହଁକୁ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାରର କସ୍‌ମେଟିକ୍‌ ବ୍ୟବହାର କରିଥାନ୍ତି। ମାତ୍ର ବାସ୍ତବରେ କ’ଣ ମୁହଁ ସୁନ୍ଦର ଦିଶିଥାଏ? କସ୍‌ମଟେିକ୍‌ ପ୍ରଭାବରେ କେବେ ମୁହଁର ଔଜଲ୍ୟତା ବୃଦ୍ଧି ପାଇବାର ଦେଖିଛନ୍ତି? ସେଥିପାଇଁ ତ ବୁଦ୍ଧିମାନ ଲୋକ ନିଜ ଶରୀର ଓ ତ୍ବଚ‌ାର ଯତ୍ନ ଘରୋଇ…

ବାବୁସାନଙ୍କୁ ହସ୍ପିଟାଲରେ ଭେଟିଲେ ଧର୍ମପତ୍ନୀ ତୃପ୍ତି: ଡିସଚାର୍ଜ ହେଲେ ସୁପରଷ୍ଟାର

ଭୁବନେଶ୍ବର: ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତି। ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କୁ ଭେଟିବା ଲାଗି ଆଜି ତାଙ୍କ ଧର୍ମପତ୍ନୀ ତୃପ୍ତି ଶତପଥୀ ସମ୍ ହସ୍ପିଟାଲରେ ପହଞ୍ଚିଛନ୍ତି। ତୃପ୍ତି ବାବୁସାନ୍ ମହାନ୍ତିଙ୍କ ପାରିବାରିକ…

ଏଣିକି ହ୍ବାଟ୍‌ସଆପ୍‌ ବ୍ୟବହାର ଲାଗି ଦେବାକୁ ପଡ଼ିପାରେ ଟଙ୍କା

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଥିବାର ସୂଚନା ରହିଛି। କେବଳ ଭାରତରେ ଏହାର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ରହିଛି ୪୦ କୋଟିରୁ ଅଧିକ। ଯଦି ଆପଣଙ୍କୁ ହ୍ବ‌ାଟ୍‌ସଆପ୍‌ ବ୍ୟବହାର କରିବାକୁ ଟଙ୍କା ଦେବାକୁ ପଡ଼େ ତ? ସରକାର ଏବେ…

‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ଜୀବନର ହିରୋଇନ୍‌ଙ୍କ ବିଷୟରେ କହିଲେ ଦୂତୀ ଚାନ୍ଦ୍

ମୁମ୍ବାଇ: ‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ବାନ୍ଧବୀଙ୍କ ସଂପର୍କରେ ଖୋଲାଖୋଲି ଭାବେ କହିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ୍‌। ସବୁ ଝିଅଙ୍କ ଜୀବନରେ ଜଣେ ହିରୋ ଥାଆନ୍ତି ବୋଲି ସୋ’ର ଆଙ୍କର୍‌ କହୁଥିବା ବେଳେ ‘ମୋ ଜୀବନରେ ହିରୋ ନୁହେଁ, ହିରୋଇନ୍‌ ଅଛି’ ବୋଲି ଖୋଲାଖୋଲି ଭାବେ…