ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ, କହିଲେ-ପ୍ରଲୋଭନ ଦେଖାଇ କରୁଥିଲେ ଯୌନ…

ଭୁବନେଶ୍ଵର: କାଷ୍ଟିଂ କାଉଚରେ ଫସିଲେ ବିଶିଷ୍ଟ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ତାଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ। ଫିଲ୍ମରେ କାମ ଦେବା ନାଁରେ ଦେଢ ବର୍ଷ ଧରି ଯୌନ ଶୋଷଣ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ଯୁବତୀ। ଯୁବତୀ ଜଣକ ଭୁବନେଶ୍ଵର ଅଞ୍ଚଳର। ଏମିତି ଅଭିଯୋଗ ପରେ…

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ବେଲ୍

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡର ଆଦେଶ ମିଳିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଏହି ମାମଲାରେ ମୋକିମଙ୍କ ଜାମିନ ମଞ୍ଜୁର କରିଛନ୍ତି ଏସଡିଜେଏମ କୋର୍ଟ । ଏହା ସହ ଭିଜିଲାନ୍ସ କୋର୍ଟଙ୍କ ରାୟ ନେଇ ମହମ୍ମଦ…

ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର | ଆଜି ନଡ୍ଡା କହିଛନ୍ତି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶା ‌ଦଖଲ କରିବ ସେନେଇ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଆଜି ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିଛନ୍ତି | ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍‌…

ମାଗଣାରେ ରାସନ ଦେବାର କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ କ୍ୟାପିଟାଲ୍‌ମାଇଣ୍ଡର ସିଇଓ

ନୂଆଦିଲ୍ଲୀ: ମହାମାରୀ କରୋନାର ଦୁର୍ଦ୍ଦିନ ସ୍ଥିତିରେ ଜନତାଙ୍କ ସମସ୍ୟାର କିଛିଟା ଲାଘବ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ। ସମୟ କ୍ରମେ ଏହାର ଅବଧି ବଢିଚାଲିଥିଲା। ସଂପ୍ରତି କରୋନା ପ୍ରକୋପ ହ୍ରାସ ପାଇଛି। କରୋନା ପ୍ରତି ଲୋକଙ୍କ ଭୟ ବି କମି ସାରିଛି। ଏହି କ୍ରମରେ…

ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ

କଟକ: ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ କଟକର ଦୋଳମୁଣ୍ଡାଇସ୍ଥିତ ଶ୍ରୀଜଗନ୍ନାଥ ହୋଟେଲରେ ଅନୁଷ୍ଠିତ ଏକ ଉତ୍ସବରେ ପାଞ୍ଚ ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସୁଲୋଚନା ଦାଶ, ଅଖିଳ କୁମାର ସ୍ବାଇଁ, ରଜନୀ କାନ୍ତ ପତି, ରୀମା ବେହେରା ଓ…

ପହିଲାରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା : କେଉଁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା,

ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ଅକ୍ଟୋବର ୧ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢିବ । ୨ତାରିଖରେ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ପ୍ରଭାବ ପଡିବ । ୩ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା…

ଆଦର୍ଶ ପ୍ରଧାନଶିକ୍ଷକ ଚକ୍ରଧର ସ୍ବାଇଁଙ୍କ ସପ୍ତମ ବାର୍ଷିକ ସ୍ମୃତି ସମାରୋହରେ ଶିକ୍ଷା ଆଲୋଚନା ଚକ୍ର

ବୋଲଗଡ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ବର୍ଗତ ଚକ୍ରଧର ସ୍ବାଇଁଙ୍କ ପ୍ରତିଷ୍ଠିତ ତାଙ୍କ ଜନ୍ମସ୍ଥାନ ନରେନ୍ଦ୍ରପୁରସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠରେ ସପ୍ତମ ବାର୍ଷିକ ସ୍ମୃତି ସମାରୋହ ବିଶିଷ୍ଟ ଶିକ୍ଷକ ନେତା ସୁମନ୍ତ ଛୋଟରାୟଙ୍କ ସଭାପତିତ୍ବରେ…

ନମସ୍ତେ କୁଷ୍ମାଣ୍ଡା ମାତା

ନମସ୍ତେ କୁଷ୍ମାଣ୍ଡା ମାତା ତ୍ରିତାପ ହରିଣୀ l ଅଷ୍ଟଭୁଜେ ମହାମାୟୀ ଜଗତ ପାଳିନୀ ll ସଂସାରର ସର୍ବ କୁଷ୍ମା ବହି ମା ଉଦରେ l କୁଷ୍ମାଣ୍ଡା ନାମ ବହିଲୁ ମାଆ ଜଗତରେ ll ସପ୍ତହସ୍ତେ ଶୋଭା ମାତ ନାନା ଅସ୍ତ୍ରାବଳୀ l ଦକ୍ଷିଣ ହସ୍ତେ ଧରିଛୁ ଦୃଢ଼େ ଜପାମାଳୀ ll କେଶରୀ ବାହନେ କରୁ ବିଶ୍ୱ…

ଶ୍ରୀକ୍ଷେତ୍ରେ ବିମଳା

ପ୍ରାଚୀନ କାଳରୁ ଭାରତରେ ଶକ୍ତି ଉପାସନା ଓ ପୂଜାର ଉଦ୍ଭବ ହୋଇଛି l ବିଭିନ୍ନ ସମୟରେ ଓ ପରିସ୍ଥିତିରେ ଦେବୀଙ୍କ ବିଭିନ୍ନ ରୂପର ଆରାଧନା ହୋଇ ଆସୁଛି l ସମସ୍ତ ଜୀବନ୍ତ ଓ କ୍ଳୀବ ପିଣ୍ଡ ବା ବସ୍ତୁରେ ସେହି ମହାମାୟା ଶକ୍ତି ହିଁ ଅନ୍ତର୍ନିହିତ ଭାବେ ବିଦ୍ୟମାନ l ତେଣୁ କୁହାଯାଇଛି :- "ଯା ଦେବୀ…

ଓଆରଏଚ୍‌ଡିସି ଦୁର୍ନୀତି ମାମଲା :IAS ବିନୋଦ କୁମାର ଓ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ବର : ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ଗୁରୁବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି…