ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ
ଭୁବନେଶ୍ୱର : ଆସନ୍ତା ଜୁନ୍ ୨୮, ରବିବାର। ଦିନ ଗୋଟିଏ, ପରୀକ୍ଷା ଦୁଇଟି। ଆଉ ଉଭୟ ପରୀକ୍ଷା ପାଇଁ ଅଧିକାଂଶ ହେଉଛନ୍ତି ସମାନ ଆବେଦନକାରୀ। ଯେଉଁଥିପାଇଁ ଆଶାୟୀଙ୍କ ଟେନ୍ସନ୍ ବଢିଯାଇଛି। ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି, OSSSC ବା ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ…