ଇସ୍ତଫା ଦେଲେ ଖଡ଼ଗେ: କିଏ ହେବ ରାଜ୍ୟସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଗତକାଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ଶ୍ରୀ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ…

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ହାଉସିଂବୋର୍ଡ ସ୍ଥିତ ବରିଷ୍ଠ ନାଗରିକ କ୍ଲବ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । କ୍ଲବର ସଭାପତି ଶିଶିର କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର ପୌର ପରିଷଦର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଅତିଥି ଭାବେ ଯୋଗଦେଇ ବରିଷ୍ଠ…

ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଶ୍ରେଷ୍ଠ ଭୁବନେଶ୍ୱର ମହାନଗର ନିଗମ, ରାଜଧାନୀବାସୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମସି)କୁ ମିଳିଛି ସବୁଠୁ ବଡ଼ ସଫଳତା। ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ବିଏମସି। ସିଟିଜେନ ଫିଡ଼ବେକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଭୁବନେଶ୍ବର ମହାନଗର ନିଗମ। ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ…

ଉତ୍କଳ ଚାମ୍ବର ଅଫ କର୍ମସ ଆଣ୍ଡ୍ ଇଣ୍ଡଷ୍ଟ୍ରୀର ୫୮ତମ AGM ଅନୁଷ୍ଠିତ, ବିଭିନ୍ନ ପଦବୀ ପାଇଁ ସରିଲା ନିର୍ବଚନ

ଭୁବନେଶ୍ବର :  ୦୧/୧୦: ଉତ୍କଳ ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରୀର ୫୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ମଲ ଟ୍ରେଡ ଆଣ୍ଡ ସର୍ଭିସେସ୍‌ କାଟୋଗୋରୀର ନିର୍ଦେଶକ ତଥା  ପରାମର୍ଶ କମିଟି ସଦସ୍ୟ ନିର୍ବାଚନ ଶୁକ୍ରବାର ଏହାର ପରିସରରେ ଅନୁଷ୍ଠିତ ହୋଇଛି ।…

ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା…

ଭୁବନେଶ୍ୱର: ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଏହି…

ନାବାଳକଙ୍କୁ ଅପହରଣ ଘଟଣାରେ ଦୁଇ ଗିରଫ

କୋରାପୁଟ: ନାବାଳକଙ୍କୁ ଅପହରଣ ଓ ଟଙ୍କା ମାଗିବା ଘଟଣାରେ ଦୁଇଜଣଙ୍କୁ କୋରାପୁଟ ଟାଉନ ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ଏକ ମୋଟର ସାଇକେଲ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଅର୍ପିତ ନାୟକ(୧୯) ଓ ସୁମିତ କୁମାର ସୁନା(୧୮)। ଏଦୁହେଁ କୋରାପୁଟ…

ଓଡ଼ିଶାର ପ୍ରଥମ ଭାବେ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ପାହାଡ଼ପୁର ଗ୍ରାମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି…

ରାଇରଙ୍ଗପୁର : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଥିବା ଦୁର୍ଗମ ଗ୍ରାମ ପାହାଡ଼ପୁରର ଏସଏଲ୍‌ଏସ୍ ମେମୋରିଆଲ ରେସିଡେନ୍ସିଆଲ୍ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ତେବାସୀମାନଙ୍କ ପାଇଁ ଆଜି ଥିଲା ବାସ୍ତବରେ ଏକ ସ୍ମରଣୀୟ ମୁହୂର୍ତ ଏବଂ ଏକ ଜୀବନବ୍ୟାପୀ ଅନନ୍ୟ…

ଓୟୁଜେର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଲକ୍ଷ୍ମୀପୁର: ୩୦।୯ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସେମିଳିଗୁଡା କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଜାଇଛି।କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାନ୍ନିତ ଅତିଥି ଭାବେ ଶ୍ରିତମ କଲେଜର ଅଧକ୍ଷ କୃଷ୍ଣ…

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବୃହତ୍ତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଦେବଗଡ଼: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ଆଜି ଏକ ବୃହତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ…

ନକଲି

ଯୁଗେ ଯୁଗେ ନକଲିର ଅଛି ଇତିହାସ ନକଲି ସୀତାଙ୍କୁ ନେଇ ରାମ ବନବାସ l ସୀତାଙ୍କୁ ହରିବା ପାଇଁ ରାବଣ ଚିନ୍ତିଲା ନକଲି ହରିଣ ସାଜି ମାରିଚ ବୁଲିଲା l ବିଂଶବାହୁ ଗଲା ବନି ନକଲି ବାବାଜୀ କୁଟୀରରୁ ଝାମ୍ପି ନେଲା ସାଧୁ ବେଶ ସାଜି l ନକଲି ସ୍ୱାମୀ ରୂପରେ ଇନ୍ଦ୍ର ପହଁଚିଲେ ମିଥ୍ୟା…