ବୀଣାପାଣି ଚୌଧୁରୀଙ୍କ ସ୍ବରଚିତ ଦୁଇଟି କବିତା ସଂକଳନ ଉନ୍ମୋଚିତ

ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଜୀଙ୍କ କର କମଳରେ ବୀଣାପାଣି ଚୌଧୁରୀଙ୍କ ସ୍ବରଚିତ କବିତା ସଂକଳନ " ବଲ୍ଲକୀ" ରାଜଭବନ ପରିସରରେ ଶୁଭ ଉନ୍ମୋଚିତ ହୋଇଯାଇଛିି । ମହାମହିମ ରାଜ୍ଯପାଳଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଫକୀର ଚରଣ…

ମାଆ ମୋ ଯାଇଛି ଚାଲି

ନିସ୍ତବ୍ଧ ହୋଇଛି ଗହଳ ଚହଳ ମାଆ ମୋ ଯାଇଛି ଚାଲି l ଶୂନ୍ୟଲାଗେ ଆଜି ଏ ସାରା ଅବନୀ ଆସ୍ଥାନ ପଡ଼ିଛି ଖାଲି ll ଡ଼ଙ୍ଗା ବାହନରେ ଭଙ୍ଗା କାତମାରି ଆସିଥିଲେ ପରା ମାଆ l ଅଧମ ସନ୍ତାନେ କଲ୍ୟାଣ କରିବେ ମାଆ ଛଡ଼ା କିଏ ସାହା ll ଦୁଲୁ ଦୁଲୁ ବାଜି ଢକ୍କା ଡ଼ାକବାଜି ବିପ୍ର ମନ୍ତ୍ର…

ଅପରାଜିତା ପୂଜନ

ଅପୂର୍ବ ପୁଷ୍ପଟିଏ ନାମ ତା'ର, ଅପରାଜିତା l ଏହି ପୁଷ୍ପର ନାମ ଯେମିତି କାମ ମଧ୍ୟ ସେମିତି,ଏହାର ନାମରେହିଁ ରହିଛି ଜୟ ଓ ସାର୍ଥକତା l ଏଣୁ ନାମ ତାହାର ହୋଇଛି ଅପରାଜିତା,ଏହାର ଅନ୍ୟନାମ ନୀଳ କଣ୍ଠ, ଶଙ୍ଖ ପୁଷ୍ପ ଓ ଗୋକର୍ଣ୍ଣ l ଦେବ ଦେବ ମହାଦେବଙ୍କର ମଧ୍ୟ ଅନ୍ୟନାମ ନୀଳକଣ୍ଠ l ଏହି ଫୁଲର…

ଆପ୍ ଗୁଜରାଟରେ ୯୪-୯୫ ଆସନ ଜିତି, ଡିସେମ୍ବର ୧ରେ ଆମେ ସରକାର ଗଢ଼ିବୁ: କେଜ୍ରିୱାଲ

ନୂଆଦିଲ୍ଲୀ: ଶନିବାର ଦିନ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁଜରାଟରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ଏଠାରେ ସେ ମିଳିତ ଭାବେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଜୋଧପୁରରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ମୃତ

ଜୋଧପୁର: ରାଜସ୍ଥାନର ଜୋଧପୁରରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ମୃତ। ଏହି ଘଟଣାରେ ୧୬ଜଣ ଆହତ ହୋଇଥିବା ଜଣାପଡ଼ିିଛି। ଘଟଣା ପରେ ଏବେ ଆହତଙ୍କୁ ଚିକିତ୍ସା ପାଇଁ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଯୋଧପୁରର ମାଗ୍ରା ପଞ୍ଜଲା ଅଞ୍ଚଳର ଏକ…

ସାମାନ୍ୟ ଦୁଷ୍ଟାମି ପାଇଁ ମାଆଛେଉଣ୍ଡ ୯ବର୍ଷର ପୁତୁରାକୁ ଦାଦା-ଖୁଡ଼ିଙ୍କ ତତଲା ଚେଙ୍କ

ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି…

ବେଲଗାଁ ଠାରେ ପିସିସି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସଇଁନ୍ତଲା: ନିଜ ଭିଟାମାଟି ବଲାଙ୍ଗିର ଜିଲ୍ଲା ସଇଁନ୍ତଲାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଜୁନାଗଡ଼ରେ କାର୍ଯ୍ୟକ୍ରମ ସାରିକି ଫେରୁଥିବା ବେଳେ ବେଳଗାଁ ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଦୀପକ ଅଗ୍ରୱାଲଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,…

ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ ।

ଭୁବନେଶ୍ୱର : ପ୍ରକୃତ ଶିବସେନା କିଏ ତାହାକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ପହଞ୍ଚିଛି। ତେବେ ଦଳର ନିର୍ବାଚନୀ ଚିହ୍ନ କାହାକୁ ମିଳିବ ସେନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଇସି। ଶିବସେନାର…

ମଧୁଛନ୍ଦା ତରଫରୁ ପାର୍ବଣ ଋତୁ ଅନଲାଇନ୍ କବିତା ଆସର,ନାରୀ ତୁହି ନାରାୟଣୀ ମାତୃ ସ୍ବରୂପିଣୀ

ବେଲଗୁଣ୍ଠା, 07/10, ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦ୍ୱାରା ଗଠିତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଅନୁଷ୍ଠାନର ମଧୁଛନ୍ଦା ସାରସ୍ୱତ ଗ୍ରୁପ୍ ର ଶାରଦୀୟ ପାର୍ବଣ ଉପଲକ୍ଷେ 'ନାରୀ ତୁହି ନାରାୟଣୀ, ଶକ୍ତି ସ୍ୱରୂପିଣୀ' ଶୀର୍ଷକରେ ଏକ ଅନଲାଇନ୍ କବିତା ଆସର ଅନୁଷ୍ଠିତ…

ଖାଲି ଆଲିଶାନ୍ ଘର ନୁହେଁ, ବର୍ଷକରେ ୨ଟି କମ୍ପାନୀ କରିଛନ୍ତି ଅର୍ଚ୍ଚନା

ଭୁବନେଶ୍ୱର: ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ…