କାଳୀଭସାଣି: ଗତକାଲି ୨ଟି, ରାତି ୧୨ସୁଦ୍ଧା ୨୫ ମେଢ଼ ବିସର୍ଜିତ

କଟକ: ଆଜି ପ୍ରଥମେ ପାଣିକୁ ଗଲେ ବଙ୍ଗ‌ାଳୀସାହି ମଠ,  ୨୪ତାରିଖ, ସୋମବାରଠାରୁ ମଣ୍ଡପରେ ପୂଜା ପାଉଥିବା ମା’ କାଳୀଙ୍କୁ ଆଜି ବିଦାୟ ଦିଆଯାଇଛି। ଆଜି ପ୍ରଥମ ମେଢ଼ ଭାବେ ବଙ୍ଗାଳୀସାହି ମଠ ମେଢ଼ ପୁରୀଘାଟ ଦେବୀଗଡ଼ା ଗଡ଼ିଥିବା ବେଳେ ପଛକୁ ପଛ ଷ୍ଟେସନବଜାର ମେଢ଼ ଓ ବାଦାମବାଡ଼ିସ୍ଥିତ ଓଏସ୍‌ଆର୍‌ଟିସି…

ବିବାହିତାଙ୍କୁ ହତ୍ୟା ଘଟଣା: ବାଲିଅନ୍ତା ଥାନା ଆଗରେ ପ୍ରତିବାଦ କରିଲେ ଶତାଧିକ ଲୋକ

ବାଲିଅନ୍ତା: ଜଣେ ବିବାହିତା ମହିଳାଙ୍କୁ ହତ୍ୟା ଘଟଣାରେ ପୁଲିସ ନ୍ୟାୟ ଦେଉ ନ ଥିବା ଅଭିଯୋଗରେ ଆଜି ଥାନାରେ ଆଗରେ ପ୍ରତିବାଦ ଦେଖିବାକୁ ମିଳିଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଆଗରେ ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁର ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବାର…

ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ ଘଟଣା: ଏତଲାକାରୀ ମହିଳାଙ୍କୁ ହତ୍ୟା

କବିସୂର୍ଯ୍ୟନଗର: ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ମାରି ଦିଆଯାଇଥିବାର ଖବର ମିଳିଛି। ଏବେ ବି ମହିଳାଙ୍କ ମୃତଦେହ ଘରେ ପଡ଼ିରହିଛି। ସେ ଥାନାରେ ଏତଲା ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି…

ପକ୍ଷୀ ସଙ୍ଗେ ଧକ୍କା ଖାଇବାରୁ ଦିଲ୍ଲୀ ଆସୁଥିବା ‘ଆକାଶ’ ବିମାନର ‘ରେଡମ୍‌’ ନଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ଆସୁଥିବା ‘ଆକାଶ ଏୟାର୍‌’ର ଗୋଟାଏ ବିମାନ ଆଜି ସକାଳେ ଉଡ଼ାଣ ଆରମ୍ଭ କରି ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିବା ବେଳେ ଗୋଟାଏ ପକ୍ଷୀ ସଙ୍ଗେ ଧକ୍କା ଖାଇଥିବା କଥା ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ କହିଛି। ବୋଇଙ୍ଗ୍‌ ୭୩୭…

ନୋରାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ପ୍ରସଂଗରେ ଏପ‌ରି କ‌ହିଲେ କୋରିଓଗ୍ରାଫର୍‌ ଟେରେନ୍ସ

ମୁମ୍ବାଇ:  ସତରେ କ’ଣ କୋରିଓଗ୍ରାଫର୍‌ ଟେରେନ୍ସ ଲୁଇସ୍‌ ନୋରା ଫତେହିଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ? କିଛି ବର୍ଷ ତଳେ ଏହି କଥାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ରିୟଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ୍‌ ଡ୍ୟାନ୍ସ’ର ମଞ୍ଚ ଉପରେ ନୋରା ଓ ଟେରେନ୍ସଙ୍କର ଏକ ଭିଡିଓ ଭାଇରାଲ୍‌…

ଆଜି ପୁଣି ଦେଶରେ ୧୦୦୦ ଉପରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ; ଜଣେ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୧ ହଜାର ତଳେ ଥିବାବେଳେ ଆଜି ପୁଣି ବୃଦ୍ଧି ପାଇ ୧୦୦୦ ଟପି ଯାଇଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୧୧୨…

ଆଜି ଭାରତ-ନେଦରଲାଣ୍ଡ୍ସ ମୁହାଁମୁହିଁ

ସିଡ୍‌ନି: ପାକିସ୍ତାନ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଭାରତୀୟ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୁରୁବାର ନେଦରଲାଣ୍ଡ୍‌ସକୁ ଭେଟିବ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍‌ସ ବିପକ୍ଷରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି ରୋହିତ ସେନା।…

ଭାରତ-ଚୀନ୍ କାରବାର ୧୦,୦୦୦ କୋଟି ଡଲାର ଟପିଲା

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ନଅ ମାସରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ କାରବାର ୧୦,୦୦୦ କୋଟି ଡଲାରରୁ ଅଧିକ ହୋଇଛି। ଭାରତକୁ ଚୀନ୍‌ର ରପ୍ତାନି ୩୧ ପ୍ରତିଶତ ବୃଦ୍ଧି ପାଇ ୮୯୬୬ କୋଟି ଡଲାର ହୋଇଥିବା ବେଳେ ଚୀନ୍‌କୁ ଭାରତର ରପ୍ତାନି ୩୬ ପ୍ରତିଶତ ହ୍ରାସ ପାଇ ମାତ୍ର ୧୩୯୭…

ରୁପା କଢ଼ାଯାଇ ସମ୍ପୂର୍ଣ୍ଣ ସୁନା ଛାଉଣି ହେଲା କେଦାରନାଥ ମନ୍ଦିରର ଗର୍ଭଗୃହ

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା…

ପ୍ରେମିକା ବନାଇବାକୁ ରାସ୍ତା କଡ଼ରେ ବଡ଼ ଫଟୋ ଲଗାଇ ‘ଡେଟ୍‌ ମି’ ବୋଲି ଲେଖି ଚର୍ଚ୍ଚାରେ ଯୁବକ

ମୁମ୍ବାଇ: ଆଜିକାଲି ପିଲା ସ୍କୁଲ୍‌ ସମୟରୁ ହିଁ ଡେଟିଂ ଆରମ୍ଭ କରି ଦେଉଛନ୍ତି। ମାତ୍ର ଯେ‌ତେବେଳେ ୨୩ ବର୍ଷ ହେବା ପରେ ବି ଜଣେ ଯୁବକ ଡେଟିଂରେ ଯାଇପାରିନାହାନ୍ତି ତ ସେ ଏକ ନିଆରା ଉପାୟ ଆପଣେଛନ୍ତି। ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ଏକ ବିଜ୍ଞାପନ ଦେଇଛନ୍ତି। ଯୁବକ ଜଣକ ଏକ ବିଲ୍‌ ବୋର୍ଡ…