କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି…

ଧାମନଗର ଉପନିର୍ବାଚନ

ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି।…

ବାଟବଣା ହେଉଛି କୃଷି ଯୋଜନା

ଭୁବନେଶ୍ବର : କେବଳ ରାଜ୍ୟ ନୁହେଁ କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି। ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ବ୍ୟୟ ବରାଦ କରାଯାଉଛି, ହେଲେ ଏ ଅର୍ଥ ଠିକ୍ ସମୟରେ ଆସୁନାହିଁ। ଏଣୁ ଅର୍ଥ ଖର୍ଚ୍ଚରେ ସମସ୍ୟା ସୃଷ୍ଟି ହେଉଛି। ଜଣାପଡ଼ିଛି ଯେ ତିନି ବର୍ଷ ମଧ୍ୟରେ…

ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି

 ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…

ହିମାଚଳ ପ୍ରଦେଶ ନିର୍ବାଚନ

ଶିମ୍‌ଲା: ଆଗାମୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହିତ ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି। ଶିମ୍‌ଲାରେ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଉନ୍ମୋଚନ କରି…

ଟି-୨୦ ବିଶ୍ବକପ୍ : ବାଂଲାଦେଶ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ପୁଣି ବିରାଟ କୋହଲି ନିଜ ବ୍ୟାଟିଂ ଚମକ ଦେଖାଇଛନ୍ତି । ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

ଟୁଇଟର୍‌ କର୍ମଚାରୀଙ୍କ ପାଇଁ ଏଲନ୍‌ ମସ୍କ୍‌ଙ୍କ ନୂଆ ନିୟମ: ସପ୍ତାହକ ୭ଦିନ ୧୨ ଘଣ୍ଟା ଲେଖାଁଏ କାମ କର ନଚେତ୍‌ ବିଦା…

ନୂଆଦିଲ୍ଲୀ: ‘ଟୁଇଟର୍‌’‌ ସଂସ୍ଥାନରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଏଲନ୍‌ ମସ୍କ୍‌ ନିର୍ଦ୍ଦିଷ୍ଟ ସମୟ ଉପରେ ଗୁରତ୍ବାରୋପ କରିଥିବାରୁ କର୍ମଚାରୀମାନଙ୍କୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେଠାକାର ପରିଚାଳକମାନେ କହିଥିବା କଥା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।…

ଧର୍ମେନ୍ଦ୍ରଙ୍କ ନାଗଫାଶ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ଓ କଂଗ୍ରେସ, ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଗଫାଶ ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ଉପ‌ରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଗଣମାଧ୍ୟମରେ ବୟାନ ଦେଇ…

ଆସନ୍ତାକାଲି ଧାମନଗରରେ ଭୋଟ୍: ମତଦାନ ଲାଗି ସମସ୍ତ ପ୍ରସ୍ତୁତି ‌ଶେଷ, ସମ୍ବେନଶୀଳ ବୁଥ ଉପରେ କଡ଼ା ନଜର

ଭୁବନେଶ୍ବର:  ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ…

ପୁଅ ମାଡ଼ ମାରୁଥିବାରୁ ଅତିଷ୍ଠ ହୋଇ ହତ୍ୟା କଲେ ବାପା-ମା’

ହାଇଦ୍ରାବାଦ: ବୟସ ବଢ଼ିବା ପରେ ସାହାରା ବନିବା ପରିବର୍ତ୍ତେ ମାରପିଟ କରୁଥିଲା ପୁଅ। ସୁପାରୀ ଦେଇ ହତ୍ୟା କଲେ ବାପା-ମା’। ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା ସତ। ଏଭଳି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି ତେଲେଙ୍ଗାନାରେ। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ବାପା-ମା’ ନିଜ ପୁଅକୁ…