ଆସୁଛନ୍ତି ବାକ୍ୟଦେବୀ
ଆସୁଛନ୍ତି ବାକ୍ୟଦେବୀ
==============
ମରତରେ ଶୁଭିଲାଣି ଦିବ୍ୟ ବୀଣାଧ୍ଵନୀ l
ଆସୁଛନ୍ତି ବାକ୍ୟଦେବୀ ତୁଷାରବରନୀ ll
ବିଦ୍ୟା ଅଧିଷ୍ଠାତ୍ରୀ ମାଆ ମରାଳବାହନୀ l
ବୀଣାପୁସ୍ତକ ଧାରିଣୀ ବିଦ୍ୟାପ୍ରଦାୟିନୀ ll
ଶାରଦେ ବରଦେ ମାଆ କବିଙ୍କ ଜନନୀ l
କାବ୍ୟକଳା ଠାକୁରାଣୀ ଶୁଭ୍ରପଦ୍ମାସନୀ…