ପୁଷ୍କରିଣୀର ନାମ ଦେବୀପାଦ ହରା

ଆମ ଐତିହ୍ୟ ମଣ୍ଡିତ ଏକାମ୍ର କାନନ, ଲିଙ୍ଗରାଜ କ୍ଷେତ୍ରରେ ରହିଛି କ୍ରମେ ଜନ ମାନସରୁ ଅପସରି ଯାଇଥିବା, ଏକ ଐତିହାସିକ ପୁଷ୍କରିଣୀ l ଅଧୁନା ସରକାରଙ୍କ ତରଫରୁ କରାଯାଉଥିବା ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଅଭିଯାନରେ ଏହାର ପୁନରୁଦ୍ଧାର କରାଯାଇ, ଲୋକ ଲୋଚନକୁ ଅଣା ଯାଇଛି l…

ମାୟାମୃଗ

ଦଣ୍ଡକାରଣ୍ୟରେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ଚତୁର ଇଙ୍ଗିତରେ ଲକ୍ଷ୍ମଣ ଶୁର୍ପଣଖାର ନାକ,କାନ କାଟି କୁରୂପ କରି ଛାଡ଼ି ଦେଲେ l ଶୁର୍ପଣଖା ତତ୍କ୍ଷଣାତ ଧାଇଁ ଯାଇ ତାହାର ଭାଇ ଖରକୁ ତାର ଦୁର୍ଗତିର କାହାଣୀ କହିଲା,ତହୁଁ ଖର,ଦୂଷଣ ଏବଂ ତ୍ରିଶିରା ଆଦି ଭୀଷଣ କାୟ ରାକ୍ଷସମାନେ ଯାଇ ରାମଙ୍କ…

ପଦ୍ମପୁର ଜିଲ୍ଲା ଗଠନ ଘୋଷଣା ପରେ ରାଇରଙ୍ଗପୁର ଜିଲ୍ଲା ପାଇଁ ଜୋର ଧରୁଛି ଦାବି

ରାଇରଙ୍ଗପୁର: ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁରକୁ ଜିଲ୍ଲା ଘୋଷଣା ପାଇଁ ବହୁବର୍ଷ ପୂର୍ବରୁ ଦାବି ହୋଇ ଆସୁଥିଲେ ମଧ୍ୟ ରାଇରଙ୍ଗପୁର ଜିଲ୍ଲା…

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେଇଛନ୍ତି ଜଗନ୍ ମୋହନ ରେଡ୍ଡୀ,

ନୂଆଦିଲ୍ଲୀ: ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେଇଛନ୍ତି। ଏହି ସମୟରେ ଜଗନ୍ ମୋହନ ରେଡ୍ଡୀ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।…

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ନବ ଦାସ ହତ୍ୟା ମାମଲା ସଂକ୍ରାନ୍ତୀୟ ବିବୃତି ଉପସ୍ଥାପନ କରିଛନ୍ତି । ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ…

ପରୁବାଇ କନ୍ୟାଶ୍ରମରେ ବ୍ୟାପିବାରେ ଲାଗିଲାନି ଜାପାନିଜ ଏନସେଫାଲାଇଟିସ,ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ…

ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଅଜ୍ଞାତ ମସ୍ତିଷ୍କ ରୋଗ ଏବେ ତାର କାୟା ମେଲାଇଲାଣି । ଧୀରେ ଧୀରେ କରି ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାରଲାଗିଲେଣି । ସୋରର ପରୁବାଇ କନ୍ୟାଶ୍ରମର ମଧ୍ୟ ବାଳିକା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କନ୍ୟାଶ୍ରମରେ ଆହୁରି ସାତ ଜଣ ବାଳିକା ଆକ୍ରାନ୍ତ…

ଜୟଶଙ୍କର କ’ଣ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ?: କଂଗ୍ରେସ

ନୂଆଦିଲ୍ଲୀ: ‘‌ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି, ବୋଲି କହି ଆଜି କଂଗ୍ରେସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଆକ୍ରମଣକାରୀ ବା ଅପହରଣକାରୀଙ୍କ ପ୍ରତି ଅପହୃତଙ୍କର ଆସ୍ଥା ବା ଶ୍ରଦ୍ଧା ଜାଗ୍ରତ ହେବାକୁ…

୩ ଥର ବିଫଳ ପ୍ରଚେଷ୍ଟା ପରେ ଦିଲ୍ଲୀ ମେୟର୍‌ ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ: ୩ ଥର ବିଫଳପ୍ରଯତ୍ନ ହେବା ପରେ ଆଜି ୪ର୍ଥ ଉଦ୍ୟମରେ ‘ମୁନିସ୍‌ପାଲ୍‌ କର୍ପୋରେସନ୍‌ ଅଫ୍‌ ଦିଲ୍ଲୀ’ର ମେୟର୍‌ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ମେୟର୍‌ ଭୋଟ୍‌ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭା ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ..

ଭୁବନେଶ୍ୱର:ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ବିଧାନସଭା ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏହା ସହିତ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଛନ୍ତି  । ବିବୃତିରେ ମୁଖ୍ୟମନ୍ତ୍ରୀ ୧୧…

ବିବାହ ଭୋଜି ପୂର୍ବରୁ ମୃତାବସ୍ଥାରେ ଉଦ୍ଧାର ହେଲେ ନବବିବାହିତ ଦମ୍ପତି

ରାୟପୁର: ବିବାହ ଭୋଜି ପୂର୍ବରୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଗୋଟାଏ ଘର ପ୍ରକୋଷ୍ଠରୁ ନବବିବାହିତ ଦମ୍ପତିଙ୍କର ଛୁରାଘାତରେ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଥିବା କଥା ଆଜି ପୁଲିସ କହିଛି। ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ…