ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ବନ୍ୟାର ଦୁର୍ଗମ ଓ୍ଵାର୍ଡ ତଳଵାଲିପଡା ! ପାଣିଘେରରୁ ଦୁଇ କନ୍ୟାଙ୍କୁ ଉଦ୍ଧାର କଲେ ଆଇଆଇସି…
ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ପୈାରପରିଷଦର ବନ୍ୟାର ଦୁର୍ଗମ ଓ୍ଵାର୍ଡ ଭାବେ ପରିଚିତ ତଳଵାଲିପଡା ।ଏହା ଅତ୍ୟନ୍ତ ଖାଲୁଆ ଅଂଚଳ ହୋଇଥିବାରୁ ବ୍ରାହ୍ମଣୀ ନଦୀରେ
ବନ୍ୟାଜଳ ପଡିଵା ମାତ୍ରେ ଏହି ଗ୍ରାମକୁ ବନ୍ୟା ଗ୍ରାସ କରିଥାଏ । ବିଶେଷ କରି କଟକ- ଚାନ୍ଦବାଲି ରାସ୍ତା ଗ୍ରାମ ଠାରୁ…