Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ବଲପୁର
ଡ଼େବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ କେନ୍ଦ୍ରର ସବୁଜ ସଙ୍କେତ
ବୁର୍ଲା : ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଡ଼େବ୍ରିଗଡ଼ ଅଭୟାରଣ୍ୟକୁ କେନ୍ଦ୍ର ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସ୍ୱାଧିକରଣ ପକ୍ଷରୁ ସ୍ୱିକୃତି ମିଳିଥିବା ଜଣାପଡ଼ିଛି। ୨୦୧୮ରେ ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ପ୍ରାଧିକରଣର ଅନୁମୋଦନ ପରେ ରାଜ୍ୟ ସରକାର…
ପୁଲିସ୍ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି।
ସମ୍ବଲପୁର: ପୁଲିସ୍ ସହିତ ବିବାଦ ନେଇ ଜୟ ନାରାୟଣ ମିଶ୍ରଙ୍କ ପୁରୁଣା ଇତିହାସ ରହିଛି। ବୁଧବାର ଘଟଣା ପୂର୍ବରୁ ବି ଜୟ ନାରାୟଣ ଅନେକଥର ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଖଣ୍ଡା ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଧରି ବାହାରିବାର ଏକ…
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଅଫିସ୍ ଅଦାଲତ ଅଚଳ, ଫେରିଗଲେ ଜଜ୍
ସମ୍ବଲପୁର: ମା’ ମାଟିର ହକ୍ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ…
ଗୋଶାଳା- ମୁଣ୍ଡୋଘାଟ ରାସ୍ତାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ଯା ସନ୍ଦେହ
ବୁର୍ଲା: ସମ୍ବଲପୁର ଜିଲ୍ଲା ଗୋଶାଳା- ମୁଣ୍ଡୋଘାଟ ରାସ୍ତା ମାଏଁ ଫୁଡ୍ ଡାଏରୀ ପାଖରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ଯକ୍ତିଜଣକ ସନ୍ତୋଷ ଖମାରୀ ବୋଲି ଜଣାପଡ଼ିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ଯା ସନ୍ଦେହ କରୁଛି ପୁଲିସ। ସେ ପଡ଼ିଥିବା ସ୍ଥାନରେ ମୁଁହରୁ କିଛି ରକ୍ତ ବାହାରିଥିବା…
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ବଢ଼ୁଛି ସମର୍ଥନ
ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଧୀରେ ଧୀରେ ଜନ ସମର୍ଥନ ବଢ଼ୁଥିବା ପରିଲକ୍ଷିତ ହୋଇଛି। ଗୁରୁବାର ଦିନ ସମ୍ବଲପୁର ସହରର ଅନେକ ସଂଗଠନ ସ୍ବତଃସ୍ଫୁର୍ତ୍ତ ଭାବେ ସାମିଲ ହୋଇଛନ୍ତି।…
ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ
ସମ୍ବଲପୁର ତା.୧୬/୧୦ - ଆଜିର ଏକତା ସମାବେଶ ରେ ପଶ୍ଚିମାଞ୍ଚଳର ଦଶ ଟି ଜିଲ୍ଲାରୁ ଶତାଧୀକ ସଂଗ୍ରାମୀ ମାନେ ସାମିଲ ହୋଇ ପଶ୍ଚିମାଞ୍ଚଳ ର ବିକାଶ ପାଇଁ ଜିଲ୍ଲା ମାନଂକ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ପୋଷଣ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ…
ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସମ୍ମାନୀୟ ସାଂସଦମାନଙ୍କ ବୈଠକ
● Covid19 ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ପ୍ରଶଂସା କରିଥିଲେ |
● ସମ୍ବଲପୁର ଷ୍ଟେସନର ବିକାଶକୁ ମଧ୍ୟ ପ୍ରଶଂସା କରାଯାଇଥିଲା |
● ମାନ୍ୟବର ସାଂସଦଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ରେଳ ବିକାଶ ପ୍ରସଙ୍ଗରେ ଅନେକ ଗଠନମୂଳକ…
ଉପଭୋକ୍ତା ଓ ଗଣମାଧ୍ୟମକୁ ଭକୁଆ କଲା ଟାଟା ପାୱାର
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ସୀମା ପାର କରି ସାରିଛି। ବର୍ଷ ତମାମ ବିଭିନ୍ନ ଆଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ଚାଲିଥିବା ବେଳେ ବିଜୁଳି ଗ୍ରିଡ ଓ ସବ ଷ୍ଟେସନ ଆଦିର ମାସିକ ଓ ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ…
ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି:ନାଗରିକ କ୍ରିୟାନୁଷ୍ଠାନ କମିଟିର ଧାରଣା
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁରର କଚେରୀ ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ପ୍ରବଳ ବିରୋଧ ପରେ କଚେରି ଛକରୁ ବିଚାରପତିମାନେ କୋର୍ଟକୁ ନ ଯାଇ ଫେରିଯାଇଥିବାର ଖବର ମିଳିଛି। ସାଧାରଣ ନାଗରିକମାନେ…
ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ: ପ୍ରତିବାଦରେ ରାସ୍ତାରୋକ
ସମ୍ବଲପୁର: ଫାଟକ ଷ୍ଟେସନର ସୁରକ୍ଷା ଦାବିରେ କିଛି ଦିନ ତଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ସକାଳେ ଜନ ପ୍ରତିବାଦ ସତ୍ତ୍ୱେ ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ ହୋଇଥିବା ଜଣାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ,…