Browsing Category

ସମ୍ବଲପୁର

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସମ୍ମାନୀୟ ସାଂସଦମାନଙ୍କ ବୈଠକ

● Covid19 ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ପ୍ରଶଂସା କରିଥିଲେ | ● ସମ୍ବଲପୁର ଷ୍ଟେସନର ବିକାଶକୁ ମଧ୍ୟ ପ୍ରଶଂସା କରାଯାଇଥିଲା | ● ମାନ୍ୟବର ସାଂସଦଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ରେଳ ବିକାଶ ପ୍ରସଙ୍ଗରେ ଅନେକ ଗଠନମୂଳକ…

ଉପଭୋକ୍ତା ଓ ଗଣମାଧ୍ୟମକୁ ଭକୁଆ କଲା ଟାଟା ପାୱାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟ ସୀମା ପାର କରି ସାରିଛି। ବର୍ଷ ତମାମ ବିଭିନ୍ନ ଆଳରେ ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ଚାଲିଥିବା ବେଳେ ବିଜୁଳି ଗ୍ରିଡ ଓ ସବ ଷ୍ଟେସନ ଆଦିର ମାସିକ ଓ ବାର୍ଷିକ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ…

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି:ନାଗରିକ କ୍ରିୟାନୁଷ୍ଠାନ କମିଟିର ଧାରଣା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ସମ୍ବଲପୁରର କଚେରୀ ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ପ୍ରବଳ ବିରୋଧ ପରେ କଚେରି ଛକରୁ ବିଚାରପତିମାନେ କୋର୍ଟକୁ ନ ଯାଇ ଫେରିଯାଇଥିବାର ଖବର ମିଳିଛି। ସାଧାରଣ ନାଗରିକମାନେ…

ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ: ପ୍ରତିବାଦରେ ରାସ୍ତାରୋକ

ସମ୍ବଲପୁର: ଫାଟକ ଷ୍ଟେସନର ସୁରକ୍ଷା ଦାବିରେ କିଛି ଦିନ ତଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ସକାଳେ ଜନ ପ୍ରତିବାଦ ସତ୍ତ୍ୱେ ସମ୍ବଲପୁର ରୋଡ ଫାଟକ ରେଳ ଷ୍ଟେସନର ଭଙ୍ଗା ଆରମ୍ଭ ହୋଇଥିବା ଜଣାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନାଯୋଗ୍ୟ,…

ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ମନ୍ଦିରରେ ଭିଡ଼

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଆଜି ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ କହାଯାଇଥାଏl  ଏହି ବେଶରେ ମାଁ’ଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ତେଣୁ, ଆଜି ସକାଳ ୫ଟାରୁ ଦର୍ଶନ ପାଇ…

ଧବଳମୁଖୀରେ ଧଳା ବସ୍ତ୍ର ପିନ୍ଧିବେ ମା’ ସମଲେଶ୍ବରୀଙ୍କ ପୂଜକ

ସମ୍ବଲପୁର: ଗତ ଦୁଇ ବର୍ଷ ଭଳି ଏଥର ବି ମହାଳୟା ଦିନ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅବସରରେ ମନ୍ଦିରର ପୂଜକ ଗଣ ଶ୍ବେତ ବସ୍ତ୍ର ପରିଧାନ କରିବେ। ଉକ୍ତ ଦିନ ମା’ ସମଲେଶ୍ବରୀ ନିଜେ ଶ୍ବେତ ଶୁଭ୍ର ରୂପ ଧାରଣ କରୁଥିବାରୁ ତାଙ୍କୁ ଧଳା ବସ୍ତ୍ର ଓ ଫୁଲରେ ସଜାଉଥିବା ଓ ପୂଜା କରୁଥିବା ସେବକମାନେ…

ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜିର 5T ରେ ହେବ ରୂପାନ୍ତରିକରଣ. ମାଷ୍ଟରପ୍ଲାନ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । 2026ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ…

୩ ସପ୍ତାହ ହେଲା ସ୍ବାମୀ ଫେରାର୍, ଅସହାୟ ଅବସ୍ଥାରେ ପତ୍ନୀ ଓ ୭ ମାସର ଶିଶୁ

ସମ୍ବଲପୁର : ପତ୍ନୀ ଓ ୭ ମାସର ଶିଶୁ କନ୍ୟାକୁ ଅଜଣା ସହରରେ ଏକୁଟିଆ ଛାଡ଼ି ସ୍ବାମୀ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଛନ୍ତି ମହିଳା। ଥାନାରେ ଏତଲା ଦେବାର ୧୫ ଦିନରୁ ଅଧିକ ବିତି ଯାଇଥିଲେ ବି ପୁଲିସ୍ ନା’ ସ୍ବାମୀକୁ ଖୋଜି ଆଣିଛି ନା’ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁନି…

ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଇସ୍ତଫା ।

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଯୁଗ ଶେଷ ହୋଇଛି। ବହୁ ବାଦବିବାଦରେ ଛନ୍ଦିହୋଇ ପ୍ରଫେସର ମିତ୍ତଲ ଶେଷରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। କୁଳାଧିପତି ତଥା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କର ଇସ୍ତଫାପତ୍ରକୁ ମଧ୍ୟ…

ନୁଆଁଖାଇରେ ୨ ଦିନ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳନେତା ।

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯିବାକୁ ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଶୁକ୍ରବାର ଚିଠି ଲେଖି ଜଣାଇଛନ୍ତି ଯେ…