Browsing Category

ପୁରୀ

ଶ୍ରୀରାମ ନବମୀ ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ ।

ପୁରୀ : ଆଗେଇ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ର ପ୍ରସ୍ତୁତି । ଶୁକ୍ରବାର ଶ୍ରୀରାମ ନବମୀ ଅବସରରେ ରଥ କାଠ ଚିରଟ ଅନୁକୂଳ ହେବ । କଟକ ଖପୁରିଆସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଶୁଭାରମ୍ଭ ହେବ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ ହେବ। ଏଥିପାଇଁ ମଧ୍ୟାହ୍ନ ଭୋଗ ନୀତି ଉଠିବା ପରଠାରୁ ଶ୍ରୀରାମ ଜନ୍ମ ନୀତି ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ…

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ : ହେବ ଗଣତିମଣତି

ଭୁବନେଶ୍ବର : ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଏ ନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜି ଚୈତ୍ର ଶୁକ୍ଳ ସପ୍ତମୀ ତିଥି ହୋଇଥିବାରୁ ଏହି ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ କରଯିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ଏହି ଶୁଭ କାର୍ଯ୍ୟ…

ପୁରୀ ବସଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ୍ ।

ପୁରୀ : ବସଷ୍ଟାଣ୍ଡରେ ହୁତ୍‌ ହୁତ୍‌ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବସଷ୍ଟାଣ୍ଡରେ । ସୂଚନା ମିଳିବା ପରେ ତୁରନ୍ତ ପୁରୀ ଅଗ୍ନିଶମ ଓ ଶ୍ରୀଜଗନ୍ନାଥ ଅଗ୍ନିଶମ କେନ୍ଦ୍ରର ୪ ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ।

ପୁରୀ : ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭାର ନବ ନିର୍ବାର୍ଚିତ ସାଂସଦ ଦିଲୀପ ରାୟ। ମହାପ୍ରଭୁଙ୍କ ଆର୍ଶୀବାଦ ଓଡିଶାବାସୀଙ୍କ ପାଇଁ ଆଗକୁ ଭଲ କାମ କରିବା ପାଇଁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି…

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍

ପୁରୀ : ଶ୍ରୀମନ୍ଦିରରେ ପ୍ରବଳ ଭିଡ଼। ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍। ରବିବାର ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ଭକ୍ତ। ବଲ୍ଲଭ ନୀତି ପାଇଁ ଏକ ଘଣ୍ଟା ବନ୍ଦ ରହିଥିଲା ଦର୍ଶନ। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ ଶ୍ରଦ୍ଧାଳୁ। ଭିଡକୁ ଦୃଷ୍ଟିରେ ରଖି…

ସୁଭଦ୍ରା ହିତାଧିକାରୀ ପାଇଲେ ଚତୁର୍ଥ କିସ୍ତି

ପୁରୀ : ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ଏହି ଟଙ୍କା ପଠାଇଛନ୍ତି । ରାଜ୍ୟର ୧ କୋଟି ୨…

ୟୁପିଏସସି ତାଲିକାରେ ପୁରୀର ଅମ୍ରିତ

ପୁରୀ : ୟୁପିଏସସି ପକ୍ଷରୁ ଶୁକ୍ରବାର ପ୍ରକାଶିତ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାର ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ପୁରୀର ଅମ୍ରିତ ମହାପାତ୍ର ରହିଛନ୍ତି। ତାଲିକାର ୧୨୧ ସ୍ଥାନରେ ତାଙ୍କ ନାମ ରହିଛି। ପୁରୀ ସହରର ମାଟିମଣ୍ଡପସାହି ଦ୍ବାରିକାନାଥ ଦାସ ଲେନରେ ତାଙ୍କ ଘର। ତାଙ୍କ ପିତା…

ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଗୁରୁତର

ପୁରୀ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ନିକଟ ଦାଣ୍ଡମୁକୁନ୍ଦପୁରରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ଅନୁସାରେ ଏକ ବାଇକରେ ୩ଜଣ ଯୁବକ ଯାଉଥିବା ବେଳେ ଏକ ଅଜଣା ଗାଡି…

ବ୍ୟାରିକେଟ ଭାଙ୍ଗି ପୋଲ ତଳକୁ ଖସିଲା କାର

ପୁରୀ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ର ନିର୍ମଳା ଗ୍ରାମ୍ୟଛକ ନିକଟରେ ଶୁକ୍ରବାର ସକାଳେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଓଡି-୧୯-ପି-୭୫୧୧ ନମ୍ବର ବିଶିଷ୍ଟ କାରଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ଲୁହା ବାରିକେଟ କୁ ଧକ୍କା…