Sign in
Sign in
Recover your password.
A password will be e-mailed to you.
Browsing Category
ପୁରୀ
ଖୋଲିଲା ପରିକ୍ରମା ମାର୍ଗ: ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ।
ପୁରୀ: ମନେ ରହିବ ଏ ମୁହୂର୍ତ୍ତ। ଅମଳିନ ରହିବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ। ଦୀର୍ଘ ପ୍ରତୀକ୍ଷା, ତମାମ ଆଲୋଚନା-ପର୍ଯ୍ୟାଲୋଚନା, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ କାରିଗରଙ୍କ ଅହରହ ଶ୍ରମର ଫଳଶ୍ରୁତି ସ୍ବରୂପ ପୂର୍ଣ୍ଣାଙ୍ଗ ରୂପ ନେଇଛି ୩୩୦ କୋଟିର…
ବିଶ୍ୱକୁ ନୂଆ ବାର୍ତ୍ତା ଦେବ ପରିକ୍ରମା ମାର୍ଗ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀବୃଦ୍ଧି କରିବ ପରିକ୍ରମା ମାର୍ଗ। ସମଗ୍ର ବିଶ୍ବ ଦେଖିବ ଉତ୍କଳର ବିରଳ ସୁକ୍ଷ୍ମ କାରୁକାର୍ଯ୍ୟ। ଶ୍ରୀଜଗନ୍ନାଥ ଧାମ ପୁରୀର ଆଧ୍ୟାତ୍ମିକ ପରିବେଶ ବହୁ ଗୁଣରେ ବୃଦ୍ଧି ପାଇବ। ଏଣିକି ଅବାଧରେ ମନ୍ଦିର ବେଢ଼ା ବୁଲିପାରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।…
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା
ପୁରୀ: ‘ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦିଆଯିବା ପରେ ଏହି ପ୍ରକ୍ରିୟା ଆଗକୁ ବଢ଼ିଛି। ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହୋଇଥିବା…
ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ତିନି ଠାକୁର ପରିଧାନ କରିବେ ଶ୍ବେତ ବସ୍ତ୍ର
ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ଦେବ ଦୀପାବଳି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳୀ ନୀତି ଆରମ୍ଭ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ତେବେ…
ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ଜନ ସଚେତନତା
ସାକ୍ଷୀଗୋପାଳ: ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରମାନଙ୍କ ସହ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ବିଭାଗ ଛାତ୍ରମାନେ ଏନ୍ସିସି ଅଫିସର ସୁଚିତ୍ର ଖଟେଇ ଓ ସ୍କାଉଟ୍ ଟିଚର ଚିନ୍ମୟ ଜେନାଙ୍କ ତତ୍ବାବଧାନରେ ଏକ ଶୋଭାଯାତ୍ରାରେ ଯାଇ ପଞ୍ଚସଖା ଖେଳ ପଡିଆ…
ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ…
ପୁରୀ: ଆସନ୍ତା ଜାନୁଆରି ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଆୟୋଜନ ହେବ। ସେଥିପାଇଁ ଜାନୁଆରି ୧୨ ତାରିଖ ଠାରୁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୫ ତାରିଖ ସକାଳ ସାଢ଼େ ୭ଟାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। କେଉଁ ଜାଗାରେ ଯଜ୍ଞ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ଫାଇଭ୍-ଟି ଅଧ୍ୟକ୍ଷ
ପୁରୀ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଶନିବାର ସକାଳୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା ସହିତ ମଠ…
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ
ସତ୍ୟବାଦୀ: ପୁରୀ ମଣ୍ଡଳ ଶ୍ରମ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସତ୍ୟବାଦୀ ବ୍ଲକ ଛକ ନିକଟସ୍ଥ ଏକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ଯୋଜନାରେ…
ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍
ପୁରୀ : ଡିସେମ୍ବର ୧୫ ତାରିଖରୁ କୋଣାର୍କ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସେଠାରେ ପର୍ଯ୍ୟଟକମାନେ ଆରାମଦାୟକ ରାତ୍ରିଯାପନ କରିବାର ସୁଯୋଗ ପାଇବେ। ସମୁଦ୍ର ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମେତ ବିଦେଶୀ ମଦ ବିକ୍ରୟ କେନ୍ଦ୍ର…
କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ ୫ଟି ସଚିବ, ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ
ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଅନୁଶୋଚନା ଓ ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ରହିଛି। ଆଜି ସକାଳେ…