ନିରାକାରପୁର : ନିରାକାରପୁର ରେଳ ଷ୍ଟେସନରେ ଚାଞ୍ଚଲ୍ୟ। ପ୍ଲାଟଫର୍ମରୁ ୪ ମାସର ଶିଶୁ ପୁତ୍ରକୁ ଅପହରଣ ଅଭିଯୋଗ। ବାପା-ମାଆ ନିଘୋଡ଼ ନିଦରେ ଶୋଇଥିବା ବେଳେ, କେହି ଦୁର୍ବୃତ୍ତ ଶିଶୁଟିକୁ ଟେକି ନେଇଥିବା କୁହାଯାଉଛି। ୩ ନମ୍ବର ପ୍ଲାଟଫର୍ମରୁ ଏହି ଅପହରଣ ପରେ ଏବେ ରେଳ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନବାଚୀ। ଘଟଣା ସ୍ଥଳରେ GRP ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ସହାୟତାରେ ଅପହର୍ତ୍ତାକୁ ଧରିବା ପାଇଁ ଜାରି ରହିଛି ପ୍ରୟାସ।
Sign in
Sign in
Recover your password.
A password will be e-mailed to you.
Comments are closed.