Browsing Category

ଜିଲ୍ଲା

ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଥର ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ଗତ ୧୭ ତାରିଖ (ବୁଧବାର) ଦିନ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀ ଗସ୍ତ କରିଥିବା ବେଳେ ଆଜି ଅପରାହ୍‌ଣ ୪ଟା ୪୫ରେ ପୁଣୀ ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି।  …

‘ଧାଙ୍ଗଡି ଦୋଲା ପର୍ବ’ ପାଳିଲେ ଆଦିବାସୀ

ଭବାନୀପାଟଣା: ଆଦିବାସୀ ସଂସ୍କୃତିର ଆଦ୍ୟ ପର୍ବ ଟୋକୀ ପର୍ବ ଗତ ରବିବାର ଉଦଯାପିତ ହୋଇଥିବାବେଳେ ଆଜି ପରମ୍ପରା ମୁତାବକ ସେସବୁ ଗାଁ ରେ ଧାଙ୍ଗଡି ଦୋଲା ପର୍ବ ପାଳନ କରାଯାଉଛି। ଟୋକୀ ପର୍ବ ଦିନ ହୋଇଥିବା ରାଗ ରୋଶକୁ ଭୁଲିବା ପାଇଁ ଏହି ଧାଙ୍ଗଡି ଦୋଲା ପର୍ବର ଆୟୋଜନ କରାଯାଇଛି। ସେହି…

ପରିଣତ ହେବା ଶ୍ରେୟସ୍କର ରହିଛି । ପରକିୟତା ଏକ ଅଭାବ ସୃଷ୍ଟି କରେ,ସେତେବେଳେ ମଣିଷ ଭିତରେ ଥିବା ସ୍ନେହ,ବିଶ୍ୱାସ ଓ…

ପୁରନ୍ଦର ନାଟ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ବାରିକ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପାଳ ବିମଳେନ୍ଦୁ ରାୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିବାସହ ନାଟକ ମାଧ୍ୟମରେ ହିଁ ମଣିଷ ନିଜ କୁ ପ୍ରତିପାଦିତ କରିଥାଏ ବୋଲି ପ୍ରକାଶ କରି ସ୍ଵର୍ଗତ…

କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବହୁଭାଷୀ କବି ସମ୍ମେଳନ

ବାଲେଶ୍ଵର, ୨୧/୧:କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆସନ୍ତା ୨୫ ତାରିଖ ଦିନ ଆୟୋଜନ କରୁଛି ବହୁଭାଷୀ କବି ସମ୍ମେଳନ। ଏହି କବି ସମ୍ମେଳନରେ ଭାରତର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଭାଷାର କବିଗଣ ଯୋଗ ଦେଇ କବିତା ପାଠ କରିବେ। ଓଡ଼ିଆ ଭାଷାରୁ ବାଲେଶ୍ଵରର କବି…

ତିର୍ତୋଲ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ବ୍ୟାସ ଫାଉଣ୍ଡେସନ ତରଫରୁ ୧୦୮ଦୀପଦାନ ଉତ୍ସବ

ତିର୍ତ୍ତୋଲ -: (ଭାଗବତ ପ୍ରସାଦ ) ୨୨/୦୧/୨୪-:ଭାରତର ପୁରପଲ୍ଲୀରେ ଭରିଯାଇଛି ଅଫୁରନ୍ତ ଆନନ୍ଦ !ବିଭିନ୍ନ ରାଜ୍ୟ ତଥା ଅଂଚଳରେ ଥିବା ରାମ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ମାନଙ୍କରେ ପ୍ରଜ୍ବଳିତ କରାଯାଉଛି ପ୍ରଦୀପ ସମୂହ ! ନାମ ସଂରୁ ୧୦୮ଦୀପଦାନ ଉତ୍ସବକୀର୍ତନ, ଭଜନ…

ରାଇରଙ୍ଗପୁରରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା; ଜାତୀୟ ରାଜପଥ ଅବରୋଧ କଲେ ଖେଳାଳି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଷ୍ଟାଡିୟମଠାରେ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ ସମାରୋହରେ ଖେଳାଳିମାନେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି। ଖାଇବା ଓ ପୁରସ୍କାରକୁ ନେଇ…

୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ପାଇବେ ଗଞ୍ଜାମ ଏସପି ଜଗମୋହନ ମୀନା

ଛତ୍ରପୁର :  ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା କରାଯାଇଛି।୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀ ସମ୍ମାନଜନକ ରାଜ୍ୟପାଳ ପଦକ ପାଇବେ।  ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ଏହି ପୁରସ୍କାର  ପ୍ରଦାନ କରାଯିବ। କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା  ଏହି ପୁରସ୍କାର…

ବଡ ଧୁମ ଧାମ ରେ ଉଦଘାଟିତ ହୋଇଯାଇଛି ୩୫ ତମ ଲାଲମନି କ୍ରିକେଟ ଫେଷ୍ଟ ା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧୀ ପଡିଆ ଠାରେ ୩୫ ତମ ଲାଲମନି କ୍ରୀକେଟ ଟୁର୍ଣ୍ଣାମେଣ୍ଟବଡ ଧୁମଧାମରେ ଉଦଘାଟିତ ହୋଇଯାଇଛି । ଉଦଘାଟନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ,ସୋନପରୁ ପୈାରାଧକ୍ଷା ତାମସି ତାମସ୍ମୀତା ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…

ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ର ଦ୍ଵିତୀୟ ଦିନ ରେ ମଞ୍ଚସ୍ଥହେଲା ତିନୋଟି ନାଟକ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ର ଆଜି ଦ୍ଵିତୀୟ ଦିନ ରେ ମଞ୍ଚସ୍ଥ ହୋଇଛି ୩ଟି ନାଟକ। ମଞ୍ଚସ୍ଥ ନାଟକ ର ସମସ୍ତ ଦୃଶ୍ୟ ରେ ଦର୍ଶକଙ୍କ ବିଭୋର ପଣ ଦେଖି ବାକୁ ମିଳିଛି।…

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଗୁରୁଡିଝାଟିଆ ଓ କୋତର ଶବର ସାହିରେ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଅନୁଷ୍ଠାନର ସଭାପତି ସମାଜସେବୀ ମାନସ ବସ୍ତିଆ ଅଭାବୀ ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା…