Browsing Category

ଜିଲ୍ଲା

ବାଲେଶ୍ୱର ପୌରପାଳିକା ପକ୍ଷରୁ ପାଳିତ ହେଲା ୧୫୦ତମ ସ୍ୱାୟତ୍ତ ଶାସନ ଦିବସ

ବାଲେଶ୍ୱର, ୩୧/୦୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକାର ୧୫୦ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ଏହି ଅବସରରେ ପୌରପାଳିକାର ୧୫୦ ବର୍ଷର ଗୌରବମୟ ଯାତ୍ରା,…

୨୩ ବର୍ଷ ହାଡ଼ ଭଙ୍ଗା ପରିଶ୍ରମ କୋରାପୁଟ RMC ର ଅସ୍ଥାୟୀ ମାର୍କେଟ ଗାର୍ଡ,ଙ୍କର କରୁଣ କାହାଣୀ

କୋରାପୁଟ(ସୁରେନ୍ଦ୍ର ଖୋସଲା):  କୋରାପୁଟ DRDA ସମ୍ବିଳନୀ କକ୍ଷ ରେ ଜିଲ୍ଳାପାଳ ଙ୍କ ଗ୍ରୀଭେନ୍‌ସ୍‌ ରେ ଶ୍ରୀ ବଷନ୍ତ କୁମାର ସ୍ଵାଇଁ ଦିର୍ଘ ୨୩ ବର୍ଷ କାଳ କୋରାପୁଟ ଆର,ଏମ୍,ସି ରେ ମାତ୍ର ୯୦୦୦/ନଅହଜାର ଟଙ୍କାରେ କାମ କରି ଆସୁଅଛନ୍ତି । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ଙ୍କ…

ପେଣ୍ଠପାଳ :ଵନ୍ୟା ସ୍ରୋତରେ ୨ ଭାସିଗଲେ,୧ ଉଦ୍ଧାର ନିଖୋଜ ବ୍ୟକ୍ତିକୂ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ତଲାସୀ

ପଟ୍ଟାମୁଣ୍ଡାଇ ୩୧/୮: ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୋଳଥିଆ ବ୍ରାହ୍ମଣସାହି ଘୋଷରା ନିକଟ ଘାଇରେ ଆଜି ଏକ ଏକ ଦୁଃଖଦ ଘଟଣା ଘଟି ଯାଇଛି I ଆଜି ଅପରାହ୍ନ ୨. ୩୦ ମିନିଟ ସମୟରେ ବାଲିକିରା ଗ୍ରାମର ତ୍ରିଲୋଚନ ରାଉଳ ଓ ବାଙ୍କ ବିହାରୀ ରାଉଳ ନିଜ କାମ ସାରି କୋଳଥିଆ ବ୍ରାହ୍ମଣ ସାହି…

ପଟ୍ଟାମୁଣ୍ଡାଇ ୩୮ ତମ ସ୍ୱାୟତ୍ତଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ରକ୍ତଦାନ ଶିବିର ଆୟୋଜିତ !

ପଟ୍ଟାମୁଣ୍ଡାଇ ୩୧/୧: ପଟ୍ଟାମୁଣ୍ଡାଇ ମୂନସିପାଲଟି ୩୮ତମ ସ୍ଵାୟତ୍ତ ଶାସନ ଦିବସରେ ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୈାରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,ଉଦ୍ଘାଟନ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଧୃବ…

ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ୫୧ଟି ଅଭିଯୋଗ ମଧ୍ୟରୁ ୪ଟିର ହେଲା ତତ୍କାଳ ସମାଧାନ

ବାଲେଶ୍ୱର, ୩୧ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ରେମୁଣା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ରେମୁଣା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଏହି ଜନଶୁଣାଣିରେ ବିଭିନ୍ନ ପଞ୍ଚାୟତରୁ…

ବାଲେଶ୍ଵରରେ ହଟିବ ଅନଧିକୃତ ପାର୍କିଂ ଓ ଜବରଦଖଲ : ସଡ଼କ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

 ବାଲେଶ୍ୱର, ୩୧ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି। ଏ ନେଇ ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ…

ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି 

ରାୟଗଡ଼ା (ଭି ଗୌରୀ ଶଙ୍କର ରାଓ):  ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି  ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା ସହ ସୁନା-ରୂପା  ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ସୋମବାର ଖୋଲାଯାଇଛି ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୋଲିସର କଡା ସୁରକ୍ଷାରେ ଗଣତି ସକାଳ…

ଦଶହରା କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ

ଜୟପୁର ,ଏ.ଭେଙ୍କଟ ରାଓ :ମାଁ ଦଶଭୁଜାମହାମାୟାଙ୍କ ଅପାର କରୁଣା ରୁ ଆଜି ପାରାବେଢ଼ା ଦଶହରା ପୂଜା ନିମନ୍ତେ ଭୂମି ପୂଜନ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହ ସମାହିତ ହୋଇ ଯାଇଛି ।ତତ୍ ସହ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଦଶହରା କମିଟି ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ…

ନିଶାମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ (୩୧/୮): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧ ଠାରେ ଆଜି ନିଶାମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କିତ ସଚେତନତା ସଂପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ…