Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଇନ୍ସପେକ୍ଟର ବିୟୁଟୀ ମହାନ୍ତି ମୃତ୍ୟୁ ଘଟଣା ; ଆସିଲା ବ୍ୟବଚ୍ଛେଦ ରିପୋର୍ଟ
କଟକ: ଇନ୍ସପେକ୍ଟର ବିୟୁଟୀ ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ। ଏଥିରୁ ବିୟୁଟୀ ଆତ୍ମହତ୍ୟା କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ତଥାପି ପୁଲିସ…
ସ୍ଲୋଗ: ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାର ତଦନ୍ତ ଆରମ୍ଭ l
ମୋହନା,୭.୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁସୁମପୁର ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ସକାଳେ ଗାଁ ନିକଟସ୍ଥ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ,…
୨୦୨୭ ଜନଗଣନା ଉପଲକ୍ଷେ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ଗଜପତି (ମନୋଜ ପାଢ଼ୀ): ଆସନ୍ତା ୨୦୨୭ ଜନଗଣନାକୁ ସୁଚାରୁ, ସଠିକ୍ ଓ ସଫଳ ଭାବେ ସମ୍ପାଦନ କରିବା ସହିତ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ…
ଜୀରାଙ୍ଗ ରେ ପାଳିତ ହେଲା ବନମହୋତ୍ସ ସପ୍ତାହ।
ମୋହନା,୭.୭(ମନୋଜ କୁମାର ପାଢୀ)-: ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗ ଠାରେ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ, ଭାରତ ସ୍କାଉଟ ଏବଂ ଗାଇଡ଼ ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ମାନଙ୍କ ଦ୍ୱାରା 200 ରୁ ଅଧିକ ଚାରା…
ମହେନ୍ଦ୍ରଗଡ଼ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟରେ 77 ତମ ବନ ମହୋତ୍ସବ ପାଳିତ ।
ଆର, ଉଦୟଗିରି (ମନୋଜ କୁମାର ପାଢୀ)-:ତା 07.07.26 ରିଖ ସୋମବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟରେ 77 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ଉଚ୍ଚ ମାଧ୍ୟମିକ…
ଘୁମର ନାଟ୍ୟ ସମ୍ମାନ-୨୦୨୬’ରେ ସମ୍ମାନିତ ହେଲେ ନାଟ୍ୟକାର ଅଧ୍ୟାପକ ଗୋପାଳ ମହାରଣା
ନବରଙ୍ଗପୁର(୭/୭): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପାନାବେଡା ସାହିତ୍ୟ ସଂସଦ, ଚନ୍ଦାହାଣ୍ଡିର ମିଳିତ ଆନୁକୂଳ୍ୟରେ ଆୟୋଜିତ "ଘୁମର ସାହିତ୍ୟ ଉତ୍ସବ-୨୦୨୬" ଅବସରରେ ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ଗୋପାଳ ମହାରଣାଙ୍କୁ "ଘୁମର ନାଟ୍ୟ ସମ୍ମାନ-୨୦୨୬" ପ୍ରଦାନ କରାଯାଇଛି।
ଓଡ଼ିଆ ନାଟ୍ୟ ସାହିତ୍ୟ…
ଅଙ୍ଗନବାଡ଼ି କେନ୍ଦ୍ରରୁ କଂକ୍ରିଟ୍ ଖସି ୩ ଆହତ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍। କଂକ୍ରିଟ୍ ଖସି ୩ ଜଣ ଶିଶୁ ଆହତ ହୋଇଛନ୍ତି। ଆହତ ୩ ଶିଶୁ କଣ୍ଟାବାଞ୍ଜି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।
ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ…
ରଥଯାତ୍ରା ପାଇଁ ବାଲେଶ୍ୱର ଦେଇ ଗଡ଼ିବ ଦୁଇଟି ସ୍ପେଶାଲ ଟ୍ରେନ୍ : କୋଲକାତା ଓ ମାଲଦା ଟାଉନ୍ ରୁ ପୁରୀକୁ ସିଧା ସଂଯୋଗ,…
ବାଲେଶ୍ୱର, ୬/୭ (କୃଷ୍ଣ କୁମାର ମହାନ୍ତି): ଆସନ୍ତା ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଉଭୟ ଟ୍ରେନ୍ ବାଲେଶ୍ୱର ରେଳ ଷ୍ଟେସନରେ ରହଣି କରିବାକୁ ଥିବାରୁ ବାଲେଶ୍ୱର…
ଘନ ଘନ ଚୋରୀ ଓ ଡକାୟତି ଘଟଣା: ପୋଲିସ ହାତ ଖାଲି, ନିର୍ଭୟରେ ବୁଲୁଛନ୍ତି ଚୋର!
ତେନ୍ତୁଳିଖୁଣ୍ଟି, ୦୩/୦୭/୨୦୨୬ (ଶେଖର ଖୁରା ) :ଖାତିଗୁଡା କଲୋନୀ ଅଞ୍ଚଳରେ ଗତ ବର୍ଷ ଅକ୍ଟୋବରରୁ ଚଳିତ ବର୍ଷ ଅଦ୍ୟାବଧି ଘଟିଥିବା ଏକାଧିକ ଚୋରୀ ଓ ଡକାୟତି ଘଟଣାରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିନାହିଁ। ହାତଗଣତି କିଛି ମାମଲାକୁ ବାଦ ଦେଲେ ଅଧିକାଂଶ ଘଟଣାରେ ଚୋର କିମ୍ବା ଚୋର ଦଳକୁ…