Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ।
କାମାକ୍ଷାନଗର : କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାପା, ପୁଅ ଗିରଫ। ପୋଲିସ ବାପା ଓ୨ ପୁଅଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତମାନେ ହେଲେ ବାପା ନିକୁଞ୍ଜ ରମଣ ଶତପଥୀ ଏବଂ ତାଙ୍କ ଦୁଇ ପୁଅ ଭାନୁପ୍ରକାଶ ଶତପଥୀ ଓ ଉଦିତ ସପ୍ନ ଶତପଥୀ l…
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ‘ବସନ୍ତ ସଂଖ୍ୟା-୨୦୨୬’ ଉନ୍ମୋଚିତ : ପରିବେଷିତ ହେଲା ନାଟକ ‘ଭାଷା…
ବାଲେଶ୍ୱର - ୨୩/୦୪ :(କୃଷ୍ଣ କୁମାର ମହାନ୍ତି) ସାଧାରଣତଃ ଗୋଟିଏ ଅନୁଷ୍ଠାନର ଇତିହାସକୁ ପ୍ରବନ୍ଧ ମାଧ୍ୟମରେ ପ୍ରକାଶ କରାଯାଇପାରେ। ମାତ୍ର 'ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ' (ଓବିବିଏ) ତରଫରୁ ‘ଭାଷାବିକାଶ ଇତିହାସ’ ଏକ ଐତିହାସିକ ନାଟକ ସ୍ରଷ୍ଟା ପ୍ରେକ୍ଷାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି।…
କେନ୍ଦୁଝର ପୁଲିସକୁ ବଡ ସଫଳତା,୨୦ ଗଞ୍ଜେଇ ମାଫିଆ ଗିରଫ
ଆନନ୍ଦପୁର : କେନ୍ଦୁଝର ପୁଲିସକୁ ବଡ ସଫଳତା। ଘସିପୁରା ଓ ରାମଚନ୍ଦ୍ରପୁର ପୋଲିସ ପକ୍ଷରୁ ୨୦ଜଣ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଘସିପୁରା ଓ ରାମଚନ୍ଦ୍ରପୁର ପୁଲିସ।ଗଞ୍ଜେଇ ମାଫିଆଙ୍କ ପାଖରୁ ୧ କ୍ୟୁଣ୍ଟାଲ ୯ କେଜି ୪୫୦ ଗ୍ରାମର ଗଞ୍ଜେଇ ଓ ଗୋଟିଏ କାର ସହ ୨ ଟି ବାଇକ୍ ଜବତ କରିଛି…
ବାଲେଶ୍ୱରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କାର୍ଯ୍ୟକ୍ରମ : ୫୬…
ବାଲେଶ୍ୱର, ୨୨/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା 'ସ୍ପିଡ' ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସୋରୋ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ…
ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍: ରାଉରକେଲା ଅଭିମୁଖେ ଯାତ୍ରା କଲେ ବାଲେଶ୍ୱର ଜୁନିୟର ମହିଳା ଦଳ
ବାଲେଶ୍ୱର, ୨୨/୦୪(କୃଷ୍ଣ କୁମାର ମହାନ୍ତି) ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ୫ମ ରାଜ୍ୟସ୍ତରୀୟ ଜୁନିୟର ମହିଳା ହକି ଚାମ୍ପିଅନସିପ୍-୨୦୨୬ ରେ ଭାଗ ନେବା ପାଇଁ ଆଜି ବାଲେଶ୍ୱର ଜିଲ୍ଲା ଦଳ ରାଉରକେଲା ଯାତ୍ରା କରିଛି।
ଏହି ପ୍ରତିଯୋଗିତା ଆସନ୍ତା ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହେବାକୁ…
ଓଡ଼ଗାଁ ବିଡିଓଙ୍କ ବୁଥ ପରିଦର୍ଶନ
ନୟାଗଡ଼ :(୨୧/୪) ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଭୋଟରତାଲିକାରୁ ବହୁତ ଭୋଟର ବାଦ ପଡିଯାଉଥିବାରୁ ନିର୍ବାଚନ କମିଶନର ଓଡ଼ିଶା ଙ୍କ ନିର୍ଦ୍ଦେଶ ଅନୁସାରେ ପୁଣି ଥରେ ବାଦ ପଡ଼ି ଥିବା ଭୋଟର ମାନଙ୍କ ବିଷୟରେ ବୁଝିବାପାଇଁ ଆଜି ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଳକ…
ଓଡିଆ ଭାଷା ବିକାଶ ଆନ୍ଦୋଳନ’ (ଓବିବିଏ) ପକ୍ଷରୁ ଉନ୍ମୋଚିତ ହେଲା ଅରୁଣା ରାୟଙ୍କ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’…
ବାଲେଶ୍ୱର - ୨୧/୦୪ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆନୁକୂଲ୍ୟରେ ସୁଶ୍ରୀ ଅରୁଣା ରାୟଙ୍କ ସଂପାଦିତ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’ ଗ୍ରନ୍ଥ ସ୍ରଷ୍ଟା ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି।
ଏହି ଉନ୍ମୋଚନ ଉତ୍ସବରେ ପୌରୋହିତ୍ୟ କରି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ…
ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା,ଜଣେ ମୃତ ୩ଗୁରୁତର
କେଶଦୁରାପାଳ : ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଗୁରୁତର ହୋଇପଡିଛନ୍ତି।ଗୁରୁତରଙ୍କୁ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।
ହଂସ ପାଳ ଅଂଚଳରୁ ଏକ କାର ଠାକୁରମୁଣ୍ଡା ଯାଉଥିବା ବେଳେ ବିପରୀତ ଦିଗ…
ଅକ୍ଷୟ ତୃତୀୟାରେ ୯ ଜଣ ଚିତ୍ରକର ନେଲେ ୮ ଟି ଜଗନ୍ନାଥ ମନ୍ଦିରରୁ ପଟିଦିଅଁ ଅଙ୍କନ ପାଇଁ ସ୍ଵୀକୃତି
ବାଲେଶ୍ୱର ୨୦/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶାରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି, ଅନୁକୂଳ, ଶୁଭାରମ୍ଭ, ପ୍ରତିଷ୍ଠା ଇତ୍ୟାଦି କରାଯିବାର ପରମ୍ପରା ଥିଲା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚିତ୍ରକରମାନଙ୍କୁ ପଟିଦିଅଁ ଅଙ୍କନ ପାଇଁ ଆଜ୍ଞାମାଳ ଓ ବସ୍ତ୍ର ପ୍ରଦାନ ପୂର୍ବକ ସ୍ବୀକୃତି…
ଯୁବ ବିକାଶ ଓ ବିଜେଏସପିର ମିଳିତ ଆନୁକୁଲ୍ୟରେ ବାଲିଆପାଳରେ ଉଦଘାଟିତ ହେଲା ଯୋଗ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ
ବାଲେଶ୍ୱର , ୨୦/୪(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଯୋଗ ସମିତି ଦ୍ୱାରା ପରିଚାଳିତ ଏକ ଭିନ୍ନ ଧରଣର ପଞ୍ଚାୟତ ସ୍ତରୀୟ ଦ୍ୱିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଳିପଦା ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୋଗ ଶିକ୍ଷକ…