Browsing Category

ଜିଲ୍ଲା

ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍: ରାଉରକେଲା ଅଭିମୁଖେ ଯାତ୍ରା କଲେ ବାଲେଶ୍ୱର ଜୁନିୟର ମହିଳା ଦଳ

ବାଲେଶ୍ୱର, ୨୨/୦୪(କୃଷ୍ଣ କୁମାର ମହାନ୍ତି) ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ୫ମ ରାଜ୍ୟସ୍ତରୀୟ ଜୁନିୟର ମହିଳା ହକି ଚାମ୍ପିଅନସିପ୍-୨୦୨୬ ରେ ଭାଗ ନେବା ପାଇଁ ଆଜି ବାଲେଶ୍ୱର ଜିଲ୍ଲା ଦଳ ରାଉରକେଲା ଯାତ୍ରା କରିଛି। ଏହି ପ୍ରତିଯୋଗିତା ଆସନ୍ତା ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହେବାକୁ…

ଓଡ଼ଗାଁ ବିଡିଓଙ୍କ ବୁଥ ପରିଦର୍ଶନ

ନୟାଗଡ଼ :(୨୧/୪) ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଭୋଟରତାଲିକାରୁ ବହୁତ ଭୋଟର ବାଦ ପଡିଯାଉଥିବାରୁ ନିର୍ବାଚନ କମିଶନର ଓଡ଼ିଶା ଙ୍କ ନିର୍ଦ୍ଦେଶ ଅନୁସାରେ ପୁଣି ଥରେ ବାଦ ପଡ଼ି ଥିବା ଭୋଟର ମାନଙ୍କ ବିଷୟରେ ବୁଝିବାପାଇଁ ଆଜି ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଳକ…

ଓଡିଆ ଭାଷା ବିକାଶ ଆନ୍ଦୋଳନ’ (ଓବିବିଏ) ପକ୍ଷରୁ ଉନ୍ମୋଚିତ ହେଲା ଅରୁଣା ରାୟଙ୍କ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’…

ବାଲେଶ୍ୱର - ୨୧/୦୪ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆନୁକୂଲ୍ୟରେ ସୁଶ୍ରୀ ଅରୁଣା ରାୟଙ୍କ ସଂପାଦିତ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’ ଗ୍ରନ୍ଥ ସ୍ରଷ୍ଟା ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ପୌରୋହିତ୍ୟ କରି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ…

ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା,ଜଣେ ମୃତ ୩ଗୁରୁତର

କେଶଦୁରାପାଳ : ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଗୁରୁତର ହୋଇପଡିଛନ୍ତି।ଗୁରୁତରଙ୍କୁ  କଟକ ସ୍ଥାନାନ୍ତର  ହୋଇଥିବା ଜଣାପଡିଛି। ହଂସ ପାଳ  ଅଂଚଳରୁ ଏକ  କାର ଠାକୁରମୁଣ୍ଡା ଯାଉଥିବା ବେଳେ  ବିପରୀତ ଦିଗ…

ଅକ୍ଷୟ ତୃତୀୟାରେ ୯ ଜଣ ଚିତ୍ରକର ନେଲେ ୮ ଟି ଜଗନ୍ନାଥ ମନ୍ଦିରରୁ ପଟିଦିଅଁ ଅଙ୍କନ ପାଇଁ ସ୍ଵୀକୃତି

ବାଲେଶ୍ୱର ୨୦/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶାରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି, ଅନୁକୂଳ, ଶୁଭାରମ୍ଭ, ପ୍ରତିଷ୍ଠା ଇତ୍ୟାଦି କରାଯିବାର ପରମ୍ପରା ଥିଲା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚିତ୍ରକରମାନଙ୍କୁ ପଟିଦିଅଁ ଅଙ୍କନ ପାଇଁ ଆଜ୍ଞାମାଳ ଓ ବସ୍ତ୍ର ପ୍ରଦାନ ପୂର୍ବକ ସ୍ବୀକୃତି…

ଯୁବ ବିକାଶ ଓ ବିଜେଏସପିର ମିଳିତ ଆନୁକୁଲ୍ୟରେ ବାଲିଆପାଳରେ ଉଦଘାଟିତ ହେଲା ଯୋଗ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ

ବାଲେଶ୍ୱର , ୨୦/୪(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଯୋଗ ସମିତି ଦ୍ୱାରା ପରିଚାଳିତ ଏକ ଭିନ୍ନ ଧରଣର ପଞ୍ଚାୟତ ସ୍ତରୀୟ ଦ୍ୱିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଳିପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୋଗ ଶିକ୍ଷକ…

ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି, ଚାଲିଛି ଜୋରଦାର କାରକେଡ୍ ରିହର୍ସାଲ୍, ଛାଉଣୀ ହେଲାଣି ଫୋର୍ସ

ରାଉରକେଲା : ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହେଉଛି ଇସ୍ପାତ ସହର ରାଉରକେଲା। ଆସନ୍ତା କଲି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାର ପୋର୍ଟ ପାଖ ପଡିଆରେ ଏକ ବିରାଟ…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ

କଟକ : ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ବିବାଦରେ ପଡିଥିଲେ ଦୁର୍ଗା ପ୍ରସାଦ। କଳାହାଣ୍ଡି ଜିଲ୍ଲା…

କର୍ଲାପଡା +୩ କଲେଜରେ ଭବ୍ୟବିଦାୟ ସମାରୋହ

ଭବାନୀପାଟଣା (୧୮|୪) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା +୩ ଡିଗ୍ରୀ କଲେଜରେ ଇତିହାସ ବିଭାଗ ତରଫରୁ ଶେଷ ବର୍ଷ ୨୦୨୩-୨୬ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ବିଦାୟ ସମାରୋହ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ୨ୟ ଏବଂ ୩ୟ ସେମିଷ୍ଟାରର ଛାତ୍ରଛାତ୍ରୀମାନଙ୍କ ତରଫରୁ…

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼ (୧୮/୪) : ଓଡ଼ଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧରେ ଆଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ…