Browsing Category

ଜିଲ୍ଲା

ଖରିଫ ଋତୁରେ ଧାନ ଚାଷ ନେଇ ଚିନ୍ତାରେ ଚାଷୀ : ମୌସୁମୀ ଖେଳୁଛି ଲୁଚକାଳୀ ।

ଗଜପତି,14.7(ମନୋଜ ପାଢ଼ୀ) –: ଗଜପତି ରେ ଚଳିତ ବର୍ଷ ଖରିଫ ଋତୁ ସକାଶେ ଚାଷୀ ଧାନ ଚାଷ ଆଶା ଆଶଙ୍କାରେ ଗତି କରୁଛି । ମୌସୁମୀ ର ଲୁଚକାଳୀ ଖେଳ ରେ ଚାଷୀ ହନ୍ତସନ୍ତ ହୋଇ ପଡିଛି । କିଛି ଦିନ ବର୍ଷ। ହେଲା , ଚାଷୀ ଙ୍କ ମୁହଁରେ ହସ ଫୁଟ।ଇଥିଲା , କିନ୍ତୁ ବର୍ତ୍ତମାନ ବର୍ଷ। ଉଭାନ ହୋଇ ଯାଇଛି ।…

ଓଡ଼ିଶାର ନୂତନ ଶିକ୍ଷା ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ବିରୋଧରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ…

ଗଜପତି (ମନୋଜ ପାଢ଼ୀ) : ଓଡ଼ିଶାର ନୂତନ ଶିକ୍ଷା ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ବିରୋଧରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ…

ସାପ କାମୁଡ଼ାରେ 11ବର୍ଷୀୟା ଝିଅ ଟୁନି ମୃତ।

ଗଜପତି,୧୪.୭ (ମନୋଜ ପାଢ଼ୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ରାୟଗଡ ଥାନା ଅନ୍ତର୍ଗତ ଚମ୍ପାପୁର ଗ୍ରାମର ଟୁନି ଶବର ଙ୍କ 11ବର୍ଷୀୟା ଝିଅ ଟି ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଗତ କାଲି ରାତି ପ୍ରାୟ ୧୨ ଟା ବେଳେ ଝିଅଟି ଶୋଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲା।…

ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର ଆଇନ (FRA),୨୦୦୬ କର୍ମଶାଳା ଅନୁଷ୍ଠିତ।

ଗଜପତି,୧୪.୭ (ମନୋଜ ପାଢ଼ୀ) ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା (ITDA), ପାରଳାଖେମୁଣ୍ଡି, ଭୁବନେଶ୍ୱରର ବସୁନ୍ଧରାର ମିଳିତ ଆନୁକୂଲ୍ୟରେ ଆଜି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଜଙ୍ଗଲ ଅଧିକାର ଆଇନ (FRA), ୨୦୦୬ କାର୍ଯ୍ୟାନ୍ୱୟନ ଉପରେ ଏକ ଜିଲ୍ଲାସ୍ତରୀୟ…

ଗଜପତି ଜିଲ୍ଲାରେ ବିଦ୍ୟାଳୟ ଏବଂ ଛାତ୍ରାବାସକୁ ପରିବର୍ତ୍ତନ କରିବା ପାଇଁ ‘ସଂକଳ୍ପ’ ଏବଂ ‘ସମର୍ପଣ’ ଉଦଘାଟନ।

ଗଜପତି,୧୪.୭ (ମନୋଜ ପାଢ଼ୀ) ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମଙ୍ଗଳ ବିଭାଗ ର ମିଳିତ ଉଦ୍ୟମରେ ଶିକ୍ଷାର ଗୁଣବତ୍ତା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପକୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ…

କେନ୍ଦୁପତ୍ର ଦର ବୃଦ୍ଧି ଏବଂ କେନ୍ଦୁପତ୍ର ଶ୍ରମିକମାନଙ୍କୁ ବୋନସ ଘୋଷଣା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ…

ବରଗଡ : ଓଡ଼ିଶା ସରକାରଙ୍କ କେବିନେଟ୍ ମିଟିଙ୍ଗରେ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ ନିଷ୍ପତି ନେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କୃତଜ୍ଞତା…

ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ

ଭୁବନେଶ୍ବର: ଆଜି ମହାପ୍ରଭୃ ଅଣସର ଘରୁ ବାହାରି ସାଧାରଣରେ ଦର୍ଶନ ଦେବେ। କାରଣ ଆଜି ହେଉଛି ନବ ଯୌବନ ଦର୍ଶନ। ତେବେ ଚତୁର୍ଦ୍ଦଶୀ କ୍ଷୟ ହେଉଥିବାରୁ ନବ ଯୌବନ ଦର୍ଶନ ମାତ୍ର ଦୁଇ ଘଣ୍ଟା ପାଇଁ ଅଛି। ତେବେ ତାହା ମଧ୍ୟ ସାଧାରଣ ଦର୍ଶନ ମିଳିପାରିବ କି ନାହିଁ ସନ୍ଦେହ। ସେଥିପାଇଁ ଗତକାଲିଠାରୁ…

ବର୍ଷା ପାଇଁ ଭଦ୍ରକରେ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ…

ପାରଳାରେ କୁନିଭକ୍ତମାନେ ନିର୍ମାଣ କଲେ ‘ଶ୍ରଦ୍ଧା ନନ୍ଦିଘୋଷ’ କୁନି ରଥ ।

ଗଜପତି 13/7(ମନୋଜ ପାଢ଼ୀ) :ଆଗାମୀ 16 ତାରିଖ ଦିନ ତିନି ଠାକୁରଙ୍କ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି ।ଏହି ରଥଯାତ୍ରା ପାଇଁ ପାରଳାଖେମୁଣ୍ଡି ସହରରେ 3 ଗୋଟି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପାରଳାଖେମୁଣ୍ଡି ସହରର ଓଡିଆ ପାରଳା ସାହିର କୁନି କୁନି ଭକ୍ତମାନଙ୍କ ନିଆରା ପ୍ରୟାସ…

ଗଜପତିର ଶ୍ରମିକ ମୁମ୍ବାଇରେ କାର୍ଯ୍ୟରତ ବେଳେ ମୃତ୍ୟୁ

ଗଜପତି 13/7(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତ ଅନ୍ତର୍ଗତ କାନ୍ତିସାହି ଗ୍ରାମର ୨୪ ବର୍ଷୀୟ ଯୁବକ ସଂକୁରୁ ଗମାଙ୍ଗଙ୍କ ମୁମ୍ବାଇରେ ଶ୍ରମିକ ଭାବେ କାର୍ଯ୍ୟରତ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ଯୋଗୁଁ…