Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସୌମ୍ୟାଶ୍ରୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିଜେଡି ଜଣାଇଲା ଶ୍ରଦ୍ଧାଞ୍ଜଳି: “ଏକ ବର୍ଷ ପରେ ବି ନ୍ୟାୟ…
ବାଲେଶ୍ଵର, ୧୫/୭(କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀ ବିଶିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଲେଶ୍ଵର ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ ସଭା ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ଗାନ୍ଧୀ ସ୍ମୃତି…
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ବିଷୟକ ଆଲୋଚନାଚକ୍ର
ଓଡ଼ିଆ ବାର୍ତ୍ତା, ଭୁବନେଶ୍ୱର, ୧୪/୭(କୃଷ୍ଣ କୁମାର ମହାନ୍ତି) : ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର କମ୍ପ୍ୟୁଟର ସାଇନ୍ସ ଏବଂ ଆପ୍ଲିକେସନ୍ସ ବିଭାଗ ପକ୍ଷରୁ "କ୍ଲାଉଡ୍ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂର ଆଧୁନିକ ଦିଗନ୍ତ" ଶୀର୍ଷକ ଏକ ଏକ୍ସଟ୍ରାମ୍ୟୁରାଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…
ଚାରି ଦିନର ସେବାଯତ୍ନ ପରେ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ମିଳାଇଲା ଆରପିଏଫ୍
ବାଲେଶ୍ୱର, ଜୁଲାଇ ୧୪ (କୃଷ୍ଣ କୁମାର ମହାନ୍ତି): ମାନବିକତା ଓ ତତ୍ପରତାର ଏକ ଉଦାହରଣ ସୃଷ୍ଟି କରି ବାଲେଶ୍ୱର ରେଳ ସୁରକ୍ଷା ବଳ (ଆରପିଏଫ୍) ଗୁଜରାଟର ଜଣେ ନିଖୋଜ ବ୍ୟକ୍ତିଙ୍କୁ ଚାରି ଦିନ ଧରି ସୁରକ୍ଷିତ ଭାବେ ରଖି ଯତ୍ନ ନେବା ପରେ ତାଙ୍କ ପରିବାର ସହ ପୁନର୍ମିଳନ କରାଇଛି।
ଆରପିଏଫ୍…
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା
ଭୁବନେଶ୍ୱର: ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲି ରେଳ ଷ୍ଟେସନକୁ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଏକ ଆଧୁନିକ ଏବଂ ଯାତ୍ରୀ-ଅନୁକୂଳ ରେଳ ଷ୍ଟେସନରେ ପରିଣତ କରାଯାଇଛି। ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେହି ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି, ଯେଉଁଥିରେ ସ୍ଥାନୀୟ…
ଓସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପଟ୍ଟା ଗିରଫ
ଭୁବନେଶ୍ୱର : ଗିରଫ ହେଲେ ଭୁବନେଶ୍ୱରର ଓସିସି (ଓଡ଼ିଶା ନିର୍ମାଣ ନିଗମ) ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ବର୍ତ୍ତମାନ ଲୋୟର ସୁକତେଲ ପ୍ରୋଜେକ୍ଟରେ ବଲାଙ୍ଗୀରର ଓସିସିଏଲ୍କୁ ନିୟୋଜିତ) ସଞ୍ଜୟ କୁମାର କିସପଟ୍ଟା। ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ଏବଂ ଆଜି ତାଙ୍କୁ ଆୟ…
ସମୟରେ ମେଡିକାଲ୍ ଯାଇ ବଞ୍ଚିଲା ଜୀବନ; ସଚେତନ କଲେ ଯୁବକ
ମୋହନା,୧୪.୭(ମନୋଜ ପାଢ଼ୀ)-: ଝଡ଼ା ଫୁଙ୍କା ନୁହେଁ, ସମୟରେ ମେଡିକାଲ୍ ଯିବାରୁ ବଞ୍ଚିଗଲା ଜୀବନ । ଏଭଳି ଅନୁଭବ ବାଣ୍ଟିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅଲିଗଣ୍ଡା ଗାଁର ଜଣେ ଶିକ୍ଷିତ ଆଦିବାସୀ ଯୁବକ । ସାପ କାମୁଡ଼ିବା ପରେ ଗ୍ରାମବାସୀ ଝଡା ଫୁଙ୍କା ଓ ଚେରମୂଳ ଚିକିତ୍ସା ପାଇଁ ପରାମର୍ଶ…
ପାହାଡ଼ରୁ ଉଲଗ୍ନ ଓ କ୍ଷତବିକ୍ଷତ ଅବସ୍ଥାରେ ଯୁବତୀ ଉଦ୍ଧାର ।
ଆର, ଉଦୟଗିରି ୧୪.୭(ମନୋଜ ପାଢ଼ୀ):ଗଜପତି ଜିଲ୍ଲାରେ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରା. ଉଦୟଗିରି ଥାନା ଅନ୍ତର୍ଗତ ଅନ୍ତରଡା ନିକଟସ୍ଥ ପାହାଡ଼ିଆ ଜଙ୍ଗଲରୁ ଜଣେ ମହିଳାଙ୍କୁ ଉଲଗ୍ନ ଓ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତ ମହିଳା ଜଣକ ଅଡବା ଥାନା ଅଞ୍ଚଳର…
ବେଆଇନ ଶାଗୁଆନ କାଠ ଚୋରା ଚାଲାଣ ବିଫଳ : ଟ୍ରାକ୍ଟର, ବାଇକ ଜବତ, ୩ ଗିରଫ ।
ଆର, ଉଦୟଗିରି ୧୪,୭(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବେଆଇନ ଶାଗୁଆନ କାଠ ଚୋରା ଚାଲାଣ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ବନ ବିଭାଗର ଏକ ଟିମ୍ ମଧ୍ୟରାତ୍ରିରେ ଚଢ଼ାଉ କରି ବେଆଇନ ଭାବେ ପରିବହନ ହେଉଥିବା ଶାଗୁଆନ କାଠ ବୋଝେଇ…
ଶ୍ରୀ ସତ୍ୟସାଇ ଵିଦ୍ୟା ବିହାର ବିଦ୍ୟାଳୟରେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ : ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲେ…
ଗଜପତି,୧୪.୭(ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପ୍ୟାଲେସ ରୋଡ଼ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ସତ୍ୟସାଇ ବିଦ୍ୟା ବିହାରରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ବିଦ୍ୟୁତ୍ ଆଘାତ ରେ ଡ୍ରାଇଭର ମୃତ ।
ଆର, ଉଦୟଗିରି,୧୪.୭(ମନୋଜ ପାଢ଼ୀ)-: ବିଦ୍ୟୁତ୍ ଆଘାତ ରେ ଡ୍ରାଇଭର ମୃତ । ମୃତ ଡ୍ରାଇଭର ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଜଗନ୍ନାଥ ପୁର ଗ୍ରାମର ନରହରି କାର୍ଜି । ସୂଚନା ମୁତାବକ ନରହରି ସବୁଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସିନ୍ଦୁର ପୁର କ୍ରସର୍ ରୁ ଗୋଡ଼ି ଲୋଡ୍…