Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଆସୁଛି ଗ୍ରୀଷ୍ମ: କନ୍ଦାଇବ ତାତି, କୋରାପୁଟ ଦେଖିବ ପାଣି ଦୁର୍ଦ୍ଦଶା
କୋରାପୁଟ: ଗ୍ରୀଷ୍ମ ପାଖେଇ ଆସୁଛି। ଚଳିତବର୍ଷ ଅଧିକ ଖରା ହେବା ଆକଳନ କରାଯାଉଛି। ତାତି ଲୋକଙ୍କୁ କନ୍ଦାଇବ। ଏଭଳି ସ୍ଥଳେ କୋରାପୁଟରେ ଯୋଜନାବଦ୍ଧ ଭାବେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ଯୋଜନା ବହୁ ପଛରେ ପଡିଯାଇଛି। ଫଳରେ କୋରାପୁଟ ଆଗାମୀ ଦିନରେ ପାଣି ଦୁର୍ଦ୍ଦଶା ଦେଖିବ। ପାହାଡ…
ଭିଜିଲାନ୍ସ ଜାଲରେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ
ବାଲେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର…
ପଦ୍ମପୁର ଜିଲ୍ଲା ଗଠନ ଘୋଷଣା ପରେ ରାଇରଙ୍ଗପୁର ଜିଲ୍ଲା ପାଇଁ ଜୋର ଧରୁଛି ଦାବି
ରାଇରଙ୍ଗପୁର: ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁରକୁ ଜିଲ୍ଲା ଘୋଷଣା ପାଇଁ ବହୁବର୍ଷ ପୂର୍ବରୁ ଦାବି ହୋଇ ଆସୁଥିଲେ ମଧ୍ୟ ରାଇରଙ୍ଗପୁର ଜିଲ୍ଲା…
ପରୁବାଇ କନ୍ୟାଶ୍ରମରେ ବ୍ୟାପିବାରେ ଲାଗିଲାନି ଜାପାନିଜ ଏନସେଫାଲାଇଟିସ,ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ…
ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଅଜ୍ଞାତ ମସ୍ତିଷ୍କ ରୋଗ ଏବେ ତାର କାୟା ମେଲାଇଲାଣି । ଧୀରେ ଧୀରେ କରି ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାରଲାଗିଲେଣି । ସୋରର ପରୁବାଇ କନ୍ୟାଶ୍ରମର ମଧ୍ୟ ବାଳିକା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କନ୍ୟାଶ୍ରମରେ ଆହୁରି ସାତ ଜଣ ବାଳିକା ଆକ୍ରାନ୍ତ…
ପନିକିରେ ହାଣି ମହିଳାଙ୍କୁ ହତ୍ୟା
ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମର ରନଥା ଜେନାଙ୍କ ସ୍ତ୍ରୀ ରେଣୁକା ଜେନା (୫୦)ଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ବୁଧବାର ସକାଳୁ ବୈତରଣୀ ନଦୀପଠାକୁ କେତେକ ଲୋକ ଗାଧୋଇ ଯାଇଥିଲେ।…
ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ବାମରା ଷ୍ଟେସନ୍ରେ ରେଳ ରୋକ
ବାମରା: ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳର ରେଳ ସମସ୍ୟା ନେଇ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। ଏହି କ୍ରମରେ ଆଜି ସକାଳୁ ବାମରା ଷ୍ଟେସନରେ ରେଳ ରୋକ କରାଯାଇଛି। ଏହି ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ…
ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି (ବୁଧବାର)…
ରାସନକାର୍ଡରେ ୧୫, ୦୦୦ ନକଲି ନାଁ !
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ‘ଭୂତ କାର୍ଡ’ ପରେ ଏବେ ନକଲି ନାମ ଥିବା କାର୍ଡରେ ଉଠାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବସ୍ତିରେ ରହୁଥିବା ହିତାଧିକାରୀଙ୍କ କାର୍ଡରେ ଚାଲିଛି ଏହି କାମ। ଯେଉଁ ହିତାଧିକାରୀ…
୩୮ ହଜାର ଟଙ୍କାରେ ବିକ୍ରି ହେଲା ୨ କ୍ବିଣ୍ଟାଲ୍ର ଭେକଟି ମାଛ
ଭୋଗରାଇ: ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏକ ବିଶାଳ ମାଛ ଧରାପଡ଼ିଥିଲା। ମାଛଟିକୁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଯାଇଥିଲା। ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ମାଛଟିର ଓଜନ ୨ କ୍ବିଣ୍ଟାଲ୍ ଥିଲା।…
ସମ୍ବଲପୁରରେ ଯୁବକଙ୍କୁ ଛୁରାମାଡ଼: ଭିମସାରରେ ମୃତ ଘୋଷଣା କଲେ ଡାକ୍ତର
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନୁପାଲି ଥାନା ତୁରୀପଡ଼ାରେ ଆଜି ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତୁରୀପଡ଼ାର ତଫିନ ପ୍ରଧାନ(୨୫)…