Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସାଇମନ୍ଦିର ଛକରେ ଜଳ ଯନ୍ତ୍ରଣା: ଆଜି ଆନ୍ଦୋଳନକୁ ଓହ୍ଲାଇବେ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ
ଭୁବନେଶ୍ବର: ବର୍ଷା ହେବା ମାତ୍ରେ ଟଙ୍କପାଣି ସାଇ ମନ୍ଦିର ଛକରୁ ଟଙ୍କପାଣି ବ୍ରିଜ୍ ଦେଇ ବାଲିଅନ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ପାଣି ଜମୁଛି। ମୁଖ୍ୟତଃ ସାଇ ମନ୍ଦିର ନିକଟରେ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଜମି ରହୁଛି। ବର୍ଷା ଛାଡ଼ିବା ପରେ ମଧ୍ୟ ରାସ୍ତାରୁ ପାଣି…
ଜଙ୍ଗଲରେ ପଡ଼ିଥିଲା ମୃତଦେହ, ପାଖରେ ଥିଲେ ସଂଜ୍ଞାହୀନ ମହିଳା!
କୁଚିଣ୍ଡା ଥାନା ଡନସନାଡିହି ଜଙ୍ଗଲରେ ପଡିଥିଲା ଜଣେ ପୁରୁଷ ବ୍ୟକ୍ତିଙ୍କ ମୃତଦେହ। ଆଉ ମୃତଦେହ ପାଖରେ ଜଣେ ମହିଳା ଶୋଇଥିଲେ। ମହିଳା ଜଣକ ସଂଜ୍ଞାହୀନ ଅବସ୍ଥା ପଡ଼ିଥିଲେ। ଆଉ ସେହି ମୃତଦେହ ପାଖରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ ଜଣେ ମହିଳା। ହେଲେ ମହିଳା ଜଣକ କେମିତି ମୃତଦେହ ପାଖରେ…
ପାରାଦୀପରେ ଡଙ୍ଗା ବୁଡ଼ିଲା; ୩ ମତ୍ସ୍ୟଜୀବୀ ଉଦ୍ଧାର
ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ମୁହାଣ ମୁହଁରେ ମଙ୍ଗଳବାର ସନ୍ଧ୍ୟାରେ ମାଛ ଧରା ବୋଟ୍ ବୁଡ଼ିଯାଇଛି। ପାରାଦୀପ୍ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପାଖରେ ମାଛ ଧରା ବୋଟ୍ ବୁଡ଼ି ଯିବାରୁ ୮ ଜଣ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ରିପୋର୍ଟ ଲେଖାଯିବା…
ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିଲେ; କେନାଲରେ ବୁଡ଼ି ଜଣେ ମୃତ, ୨ ଗୁରୁତର
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିବା ବେଳେ କେନାଲରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଧର୍ମଗଡ଼ର ହରମନ ନାଏକ (୧୫ବର୍ଷ)। ପ୍ରକାଶ ଯେ,…
ଚଣ୍ଡିଖୋଲ ହାଇସ୍କୁଲରେ ଗଳ୍ପକଥନ ପ୍ରତିଯୋଗିତା
ଚଣ୍ଡିଖୋଲ: ଗତ 18.08.2023 ତାରିଖରେ ଭୁବନେଶ୍ୱରସ୍ଥ ଓଡିଶା ଷ୍ଟୋରୀଟେଲିଙ୍ଗ ସୋସାଇଟି ଓ ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଳ୍ପକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ତରଭା : ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ…
ଉତ୍କେଲାରୁ ଆଜି ଉଡ଼ିବ ବିମାନ
କେସିଙ୍ଗା/ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଗୁରୁବାର ବିମାନ ଉଡ଼ିବ । ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ…
ପାଟକୁରା ନିର୍ବାଚନ ମଣ୍ଡଳୀର ୭ କଲେଜରେ ବିଜେପିର ଭୋଟର ସଚେତନତା ମହାଅଭିଯାନ ଆରମ୍ଭ
ପାଟକୁରା: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଉଥିବା ଭୋଟର ଲିଷ୍ଟ ରେ ନୂଆ ବା ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ଯୁବ ଭୋଟର ମାନଙ୍କ ନାମକୁ ସାମିଲ କରିବା ପାଇଁ ବିଜେପି ପକ୍ଷରୁ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ୭ ଟି ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା ମହାଅଭିଯାନ…
ଦୁର୍ନୀତିର ସବୁ ସୀମା ପାର କଲା ପୁରୁଣାହାଟ ଗ୍ରାମପଞ୍ଚାୟତ
କଟକ: କଟକ ଜିଲ୍କା ସାଲେପୁର ବ୍ଲକ ଅଧିନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ପୁରୁଣାହାଟ ଗ୍ରାମର ଜୈନେକ ବ୍ୟକ୍ତି ନିଜ ବାଡ଼ିରେ ଗୋରୁ ବନ୍ଧା ପାଇଁ କରିଥିବା ପୁରୁଣା ଢ଼ଳେଇକୁ ଚତୁରତାର ସହ ନୂଆ ଦର୍ଶାଇ ସୂଚନା ଫଳକ ଲାଗିଛି | ନୂଆ ଫାଇଲ କରି ପୁରୁଣାହାଟ ପଞ୍ଚାୟତର ସରପଞ୍ଚ ଓ ପିଇଓ ଙ୍କ ସହାୟତାରେ…
ଜନନୀ ଯନ୍ତ୍ରଣା: ୩ ନାଳ ପାର ହେଲେ ଦୁଇ ଗର୍ଭବତୀ
ହରିଚନ୍ଦନପୁର: ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମରେ ଦେଖିବାକୁ ମିଳିଛି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ। ତେଣୁ ଦୁଇଜଣ ଗର୍ଭବତୀଙ୍କୁ ଦୁଇ କିଲୋମିଟର ଚାଲିବା ସହ…