Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ରାୟଗଡ଼ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି ଉତ୍ସବ ପାଳିତ: ପ୍ରଧାନମନ୍ତ୍ରୀଙ୍କ ଭାଷଣର…
ରାୟଗଡ଼ (ଭି ଗୌରୀ ଶଙ୍କର ରାଓ): ଜୁନ ୨୦, ୨୦୨୬ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ଵରରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଯୋଜନାର ୨୩ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲାରେ…
ଓଡିଶା ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କୁ ପ୍ରଦାନ ଯାଇଛି ଅନେକ ସରକାରୀ ସୁବିଧା
ରାୟଗଡ଼ (ଭି ଗୌରୀ ଶଙ୍କର ରାଓ):ତା ୨୦.୬.୨୦୨୬ ରାୟଗଡ଼ ବ୍ଲକ ପରିସରରେ ଚାରିଦିନ ବ୍ୟାପୀ ଆୟୋଜିତ ହୋଇଛି ଅନେକ କାର୍ଯ୍ୟକ୍ରମ। ଚତୁର୍ଥ ଦିବସରେ ବିଭିନାଣିଭାଗ ତରଫରୁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା…
ଜିଲ୍ଲା ସରପଞ୍ଚ ମହାସଂଘ, ରାୟଗଡ଼ା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ଯପାଳଙ୍କୁଦାବିପତ୍ର
ରାୟଗଡା : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ପଞ୍ଚାୟତ ସମିତି ଅଧୀନସ୍ଥ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇ ଥିବା ଅମାନୁଷିକ କାର୍ଯ୍ୟକଳାପ ବିରୁଦ୍ଧରେ ଅନଶନ ଓ ପ୍ରତିବାଦ ଶୋଭାଯାତ୍ରା |ଚାମେଲି ଓଝା, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ପଞ୍ଚାୟତ ସମିତି…
ରାୟଗଡ଼ ପୌରପରିଷଦ ପକ୍ଷରୁ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ” ଅନୁଷ୍ଠିତ
ରାୟଗଡ (ଭି ଗୌରୀ ଶଙ୍କର ରାଓ):ତା. ୨୦.୦୬.୨୦୨୬ ରିଖ ଦିନ ରାୟଗଡ଼ ପୌରପରିଷଦ ଦ୍ୱାରା ସ୍ଥାନୀୟ ଅଡିଟୋରିୟମ୍ ପରିସରରେ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ” ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କୁ ପୌରପରିଷଦ…
ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଅଟୁଟ ବିଶ୍ୱାସ : ବର୍ଷା ପାଇଁ ବିରିପାଣି ଯାତ୍ରା
ଜୟପୁର, ୨୦/୦୬(ଏ.ଭେଙ୍କଟ ରାଓ): ବିଜ୍ଞାନ ଯୁଗରେ ମଧ୍ୟ ପାରମ୍ପରିକ ବିଶ୍ୱାସ ଓ ଆଚାର-ବିଚାର ଆଦିବାସୀ ସମାଜରେ ଆଜି ବି ସମାନ ଭାବେ ଜୀବନ୍ତ ରହିଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଗଡପଦର ଗ୍ରାମରେ ଶନିବାର ପାଳିତ ହୋଇଛି ପ୍ରସିଦ୍ଧ ବିରିପାଣି ଯାତ୍ରା। ଏହି ଯାତ୍ରା ମାଧ୍ୟମରେ ଚଳିତ ବର୍ଷର…
ଜୟପୁର ପୋଲିସର ବଡ଼ ସଫଳତା, ଏକା ବେଳେକେ 6 ଅଭିଯୁକ୍ତ ଗିରଫ
ଜୟପୁର(ଏ.ଭେଙ୍କଟ ରାଓ) : ଜୟପୁର ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ମଧ୍ୟରେ ଘଟିଥିବା ଚୋରି ମାମଲାର ପର୍ଦାଫାସ କରି ୪ଟି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଜୟପୁର ସହରର ବିଭିନ୍ନ ସ୍ଥାନରେ ଘଟିଥିବା ମନ୍ଦିର, ବ୍ୟବସାୟିକ ପ୍ରତିଷ୍ଠାନ ଓ…
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ଡବଲ ଇଞ୍ଜିନ ଶାସନର ବିକାଶ…
ମୟୂରଭଞ୍ଜ :ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସ୍ବାଗତ ଅଭିଭାଷଣ ରଖିଛନ୍ତି । ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଅଛନ୍ତି । ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ…
ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ
ମୟୂରଭଞ୍ଜ :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡପୁର ହେବ ସୂର୍ଯ୍ୟ ଗ୍ରାମ। ଏହି ଗ୍ରାମର ପ୍ରତ୍ୟେକ ଘର ସୂର୍ଯ୍ୟ ଘର ହେବ। ସୌର ଶକ୍ତି ଦ୍ବାରା ଏହି ଗାଁରେ ମାଗଣା ବିଜୁଳି ମିଳିବ। ଏହିପରି ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ମୋଦି…
ରାଉରକେଲାରେ ଡବଲ୍ ଏନକାଉଣ୍ଟର
ରାଉରକେଲା: ରାଉରକେଲା ପୁଲିସକୁ ବଡ ସଫଳତା । ଆଜି ଭୋର ସାଢେ ୩ଟା ସମୟରେ ଝିରପାଣି ଥାନା ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ତୋଫାନ ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତ ଆହତ ହୋଇଛନ୍ତି। ଉଭୟଙ୍କ…
ଆଦିବାସୀ ଧର୍ମପୀଠରେ ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ମୟୂରଭଞ୍ଜ : ପାହାଡପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଗାଁରେ ଅଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି। ଆଦିବାସୀ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ପାହାଡପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା…