Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ
ଢେଙ୍କାନାଳ: ଗତ ଶୁକ୍ରବାର ଦିନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୌରାତ୍ମା ଭିନ୍ନ ମୋଡ ନେଇଛି। ସର୍ବସାଧାରଣଙ୍କ ସମ୍ମୁଖରେ ମନ୍ତ୍ରୀ ବ୍ଲକ ଅଧିକାରୀମାନଙ୍କୁ ଗାଳି କରିବା ସହ ଧମକ ଦେବା ଘଟଣା ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛି। ସେଦିନ ଗାଳିଖାଇଥିବା ଦୁଇ ଅଧିକାରୀଙ୍କ ସହିତ ବ୍ଲକର ଅନ୍ୟ…
ଗଜପତିର ସ୍ୱାଗତିକାଂକର ବିଶ୍ୱ ମଂଚରେ ସଫଳତା !
ଗଜପତି,୨.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଚିତ୍ରକାର ସାହିର ବାସିନ୍ଦା ଭାସ୍କର ପାଣିଗ୍ରାହୀଂକ କନ୍ଯା ସ୍ୱାଗତିକା ପାଣିଗ୍ରାହୀ ଥାଇଲାଣ୍ଡରେ ଆନ୍ତର୍ଜାତିୟ ବିଶ୍ୱମଂଚରେ ଭାରତ ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି।ମୁମ୍ୱାଇ ଗ୍ଲୋବାଲ ଦ୍ୱାରା ଆୟୋଜିତ ୩୧ତମ ମିସେସ୍ ଏସିଆ…
ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଗସ୍ତ ।
ଗଜପତି (ମନୋଜ ପାଢ଼ୀ) – : ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇ ଦିନିଆ ଗଜପତି ଗସ୍ତ କରି ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିଥିଲେ । ମୋହନା ସ୍ଥିତ ଆକିଲି ଫାର୍ମ ଗସ୍ତ କରି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ପାଞ୍ଚ…
ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ୨୦୨୬-୨୭
ତରଭା, ତା ୦୧/୦୮ : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ…
ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରୁ ₹5 ଲକ୍ଷ ଚୋରି ହୋଇଛି।
ଗଜପତି,୧.୮(ମନୋଜ ପାଢ଼ୀ)-:ସାଲଧା ଗ୍ରାମର ଏମ. ସୂର୍ଯ୍ୟ ରାଓ ଘର କାମ ପାଇଁ ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କରୁ ₹5 ଲକ୍ଷ ଟଙ୍କା ଉଠାଉଥିଲେ, ସେତେବେଳେ ବ୍ୟାଙ୍କ ପାଖରେ ଗ୍ଲୋଭସ୍ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ।
ଚାରି ଜଣଙ୍କ ଏକ ଗୋଷ୍ଠୀ ଟଙ୍କା ନେଇଯାଇଥିବା…
ବାଇକ୍ ଦୁର୍ଘଟଣାରେ ଏଏସ୍ଆଇ ମୃତ, ଅନ୍ୟ ଜଣେ ଗୁରୁତର ।
ଗଜପତି,1.8 (ମନୋଜ ପାଢ଼ୀ): ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀ।
ସୂଚନା ଅନୁସାରେ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀ ଏବଂ ତାଙ୍କର…
ହୀରାକୁଦରେ ଖୋଲିଲା ୨୨ ଗେଟ୍
ହୀରାକୁଦ : ହୀରାକୁଦ ଡ୍ୟାମ୍ରେ ବଢୁଥିବା ଜଳସ୍ତର ପ୍ରଶାସନର ଚିନ୍ତା ବଢ଼ାଇଛି। ଜଳଭଣ୍ଡାରକୁ ଲଗାତାର ଅଧିକ ପାଣି ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଉଛି। ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ…
ମାନବ ସେବା ହିଁ ମାଧବ ସେବା ।
ଗଜପତି : ତା :-୩୧-୦୭-୨୦୨୬ ରିଖ ଶୁକ୍ରବାର ଦିନଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ…
ସମ୍ପତ୍ତି ଭାଗରୁ ତୁମୁଳକାଣ୍ଡ ଘଟଣାରେ ଦେଢଶୁରଙ୍କୁ ଭର୍ତ୍ସନା।
ଗଜପତି,୩୧.୭ (ମନୋଜ ପାଢ଼ୀ):ସମ୍ପତ୍ତି ଭାଗରୁ ଶତ୍ରୁତା ଓ ପରେ ଏ ନେଇ ଭାଇ ବୋହୂକୁ ଆକ୍ରମଣ କରି ମୁଣ୍ଡ ଫଟାଇବା ଭଳି ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର…
ପତ୍ନୀହନ୍ତା ସ୍ୱାମୀଙ୍କୁ ୧୦ବର୍ଷର ସଶ୍ରମ କାରାଦଣ୍ଡ।
ଗଜପତି (ମନୋଜ ପାଢ଼ୀ) :ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୩ମସିହାରେ ଗଜପତି ଜିଲ୍ଲାର ଅମରସିଂ ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ; ଯେଉଁଥିରେ କି ଏକ ନିର୍ଦୟୀ ସ୍ୱାମୀ ନିଜର ସ୍ତ୍ରୀର ଅସ୍ତ୍ରୋପଚାର ହୋଇଥିବା ପେଟକୁ…