Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ହାଟ ଶେସେଖାଲ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ମକ ଡ୍ରିଲ
ରାୟଗଡ଼ (ଭି ଗୌରୀଶଙ୍କର ରାଓ) ତା ୧୯.୬.୨୦୨୬: ରାୟଗଡ଼ ବ୍ଲକ ଅନ୍ତର୍ଗତ ହାଟ ଶେଷଖାଲ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ଅଭ୍ୟାସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସଡମା ଭୁବନେଶ୍ୱରରୁ ରାଜ୍ୟ ନିରୀକ୍ଷକ ଭାବେ ସୁଶ୍ରୀ ଅସ୍ମିତା ଦେବୀ , ଓସଡାମା ଜିଲ୍ଲା…
ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ।
ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।…
ଅଘୋଷିତ ବିଦୂତ କାଟ ବିରୋଧରେ ବିଜେଡି
ଜୟପୁର(ଏ.ଭେଙ୍କଟ ରାଓ) : ସହରରେ ଲଗାତାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ତେଜିଛି ରାଜନୀତି। ଉପଭୋକ୍ତାମାନେ ବିଦ୍ୟୁତ ସେବାରେ ଅସନ୍ତୋଷ ପ୍ରକାଶ କରୁଥିବାବେଳେ, ସହରର ବିଭିନ୍ନ ଅଞ୍ଚଳରେ ବାରମ୍ବାର ଏବଂ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ନିଟ୍ ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ମାଗଣା ବସ୍ ସେବା
କୋରାପୁଟ(ବିପିନ କୁମାର ହିଆଲ) ୧୮. ୦୬. ୨୬: ନିଟ୍ ୨୦୨୬ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଏହି ସେବା କେବଳ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ।
ପରୀକ୍ଷାର୍ଥୀମାନଙ୍କ ଯାତାୟାତ…
ଚାମେଲି ପ୍ରସଙ୍ଗରେ ମୁହଁ ଖୋଲିଲେ ମହାକାଳପଡା ବିଧାୟକ
କେନ୍ଦ୍ରାପଡା : ଚାମେଲି ପ୍ରସଙ୍ଗରେ ପ୍ରଥମ କରି ମୁହଁ ଖୋଲିଲେ ମହାକାଳପଡ଼ା ବିଧାୟକ। ସେ କହିଛନ୍ତି ବିରୋଧୀଦଳ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ସାନ ଭଉଣୀ ଚାମେଲି।ଏଠିକାର ଯେଉଁ ପ୍ରତ୍ୟାକ୍ଷିତ ନେତା ଅଛନ୍ତି ସେମାନଙ୍କୁ ଲୋକେ ଚାହୁଁ ନାହାନ୍ତି। ସେମାନେ କାମରେ ନୁହେଁ,କ୍ୟାମେରା ଆଗରେ…
ଧାନ ବିକ୍ରି ନ ହେବାରୁ ସମବାୟ ସମିତି ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭଦ୍ରକ: ରବି ଧାନ ବିକ୍ରିକୁ ନେଇ ଦୀର୍ଘଦିନ ଧରି ହଇରାଣ ହେବା ପରେ ଜଣେ ଚାଷୀ ସମବାୟ ସମିତି ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଜଣକ ହେଲେ ଧୁଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତ ଖଡିମହରା ଗ୍ରାମ ଘାଟସାହିର…
ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ
ଖୋର୍ଦ୍ଧା: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର । ୧୯ ତାରିଖରୁ ୨୫ ତାରିଖ ଯାଏଁ ହେବ ସକାଳୁଆ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…
ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ
ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ। ସଦର ଥାନା ଅଧୀନ ହଳଦିପଦା ଫାଣ୍ଡି ଅନ୍ତର୍ଗତ ନଗ୍ରମ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଯୁବତୀ ଜଣକ ନଗ୍ରମରୁ ବାଲେଶ୍ବର ଆସିବାକୁ ଅଭିଯୁକ୍ତଙ୍କୁ ସାହାଜ୍ୟ ମାଗିଥିଲେ। ଅଭିଯୁକ୍ତ ତାଙ୍କୁ ଲିଫ୍ଟ…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ…
ଗଜପତି,୧୮/୦୬:ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ବନ୍ୟା-ବାତ୍ୟା ସମୟରେ…
ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ: ୧୬ ଜଣ ଗିରଫ, କୋର୍ଟ ଚାଲାଣ
ରାୟଗଡ଼ା/କଲ୍ୟାଣସିଂହପୁର( ଭି ଗୌରୀ ଶଙ୍କର ରାଓ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ପିଲାଚୋର ସନ୍ଦେହରେ ଏକ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୬…