Browsing Category

ଜିଲ୍ଲା

ବରିଷ୍ଠ କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ପାଇଲେ ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬

ବାଲେଶ୍ୱର, ୨/୮: ବାଲେଶ୍ୱରର ବରିଷ୍ଠ କବି, ସମ୍ପାଦକ, ଗାଳ୍ପିକ ଓ ଅନୁବାଦକ କୃଷ୍ଣ କୁମାର ମହାନ୍ତିଙ୍କୁ ଚଳିତ ବର୍ଷର ‘ଅରୁଣ ଦେ ସ୍ମୃତି ସମ୍ମାନ-୨୦୨୬’ ପ୍ରଦାନ କରାଯାଇଛି। ଶନିବାର ବାଲେଶ୍ୱର ସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପ-୨ ଠାରେ ଆୟୋଜିତ ବିଶିଷ୍ଟ ଜନନେତା ସ୍ୱର୍ଗତ ଅରୁଣ ଦେଙ୍କ ପଞ୍ଚମ…

ପାଳିତ ହେଲା ବିଶିଷ୍ଟ ଲୋକ-ନେତା ଅରୁଣ ଦେଙ୍କ ପଞ୍ଚମ ସ୍ମୃତି ସମାରୋହ: ଅରୁଣ ଦେ ଥିଲେ ଗୋଟିଏ ଚଳନ୍ତି ଅନୁଷ୍ଠାନ,…

ବାଲେଶ୍ଵର,୨/୮(କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଜନନେତା ସ୍ୱର୍ଗତଃ ଅରୁଣ ଦେ କେବଳ ଜଣେ ନେତା ନଥିଲେ ସିଏ ଗୋଟିଏ ଚଳନ୍ତି ଅନୁଷ୍ଠାନ ଥିଲେ। ସାଧାରଣ ମେହନତୀ ମଣିଷଙ୍କ ଠାରୁ ଆରମ୍ଭ କରି ସମାଜର ସବୁସ୍ତରର ଲୋକଙ୍କର ସେ ଥିଲେ ସାହା ଭରଷା। ସେ ପ୍ରକୃତ ଅର୍ଥରେ ଥିଲେ ଲୋକଙ୍କର ନେତା। ସେ…

ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରକ୍ତଦାନ ଆୟୋଜକଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ବାଲେଶ୍ୱର, ୨/୮ (କୃଷ୍ଣ କୁମାର ମହାନ୍ତି): ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅସଂଖ୍ୟ ରୋଗୀଙ୍କ ଜୀବନ ରକ୍ଷା କରିବା ସହ ସମାଜରେ ମାନବିକତା ଓ ସେବାଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରକ୍ତଦାନ ଶିବିରଗୁଡ଼ିକୁ ସଫଳ ଭାବେ ଆୟୋଜନ…

ବିଧାୟକଙ୍କକାର୍ଯ୍ୟାଳୟରେଜନଅଭିଯୋଗ ଶୁଣାଣି।

ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାମନଗରରେ ଥିବା ବିଧାୟକ ରୁପେଶ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ସୋମବାର ମାସର ପ୍ରଥମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବିଭିନ୍ନ ଅଞ୍ଚଳରୁ ଆସିଥିବା…

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ମହିଳା ଜଣକ ନଦୀ କୂଳକୁ ଶୌଚ ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଆଶଙ୍କା…

ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର ତା ୦୩.୦୮ ରିଖ ; ଚଳିତ ବର୍ଷର ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସିଥିବା ଅଗଣିତ ଭକ୍ତଙ୍କ ସେବା ଉଦ୍ଦେଶ୍ୟରେ ବି.ଏମ. ଫାଉଣ୍ଡେସନ ଏବଂ ବି.ଏମ. ଆଲାଏନ୍ସ କନ୍ସଲଟାନ୍ସି ସର୍ଭିସେସ ପକ୍ଷରୁ କ୍ରମାଗତ ୯ ଦିନ ଧରି ମାଗଣାରେ ସୁସ୍ୱାଦୁ ରନ୍ଧା ଖାଦ୍ୟ, ବିଭିନ୍ନ ବ୍ୟଞ୍ଜନ, ଦହି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଗଜପତି (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,ଅତିରିକ୍ତ…

ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର, ଜିଲ୍ଲା ସ୍ତରୀୟ କନଭେନସନ ରେ ଆନ୍ଦୋଳନ ପାଇଁ ଚେତାବନୀ ।

ମୋହନା ତା 03/08/2026(ମନୋଜ ପାଢୀ)-: ସୋମବାର ଦିନ ପୂର୍ବାହ୍ନ 10 ଘ ସମୟରେ ମୋହନା ବ୍ଲକ ସ୍ଥିତ ଚାନ୍ଦିପୁଟ ଲାଲ ବହାଦୁର ଶାସ୍ତ୍ରୀ ଉଚ୍ଚବିଦ୍ୟାଳୟ ପରିସରରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡାଙ୍କ ଆହ୍ୱାନ…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ ।

ମୋହନା.୩।୮( ମନୋଜ ପାଢ଼ୀ ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ସକାଳେ ବ୍ରହ୍ମପୁର ଠାରୁ ଦାରୀଙ୍ଗବାଡି ଅଭିମୁଖେ ଯାଉଥିବା ବିକ୍ରାନ୍ତ ନାମକ ଏକ ଯାତ୍ରୀବାହୀ ଘରୋଇ ବସଟି ସାମ୍ନା ପଟୁ ଆସୁଥିବା ଏକ…