Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଯୁବ ଇଂଜିନିୟରଙ୍କୁ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ ମହାନ୍ତିପାଟଣା ଗ୍ରାମର ସବ୍ୟସାଚୀ ନାୟକ (୨୫)ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ମୁହଁ ଓ ଫାଟିରୁ ରକ୍ତ ବାହାରୁଛି। କାଣୀ ନଦୀବନ୍ଧ ବାଉଁଶବାଡ଼ି ଠାରେ ତାଙ୍କର ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସେ…
ଫେକର ବେଦାନ୍ତ କମ୍ପାନୀ ସମ୍ମୁଖରେ ଆଞ୍ଚଳିକ କ୍ରୋମାଇଟ ଖଣି କମିଟିର ଗଣଧାରଣା
କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ବିରାଶାଳ ପଞ୍ଚାୟତର କାଠପାଳ ସ୍ଥିତ ଫେକର ବେଦାନ୍ତ କମ୍ପାନୀ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଶତାଧିକ ଆଞ୍ଚଳିକ କ୍ରୋମାଇଟ ଖଣି କମିଟି ସଦସ୍ୟ। ସୂଚନା ମୁତାବକ, ଆଜକୁ ଦଶ ବର୍ଷ ତଳୁ ଏଠାରେ ଥିବା କ୍ରୋମାଇଟ ଖଣିଟି ବନ୍ଦ ରହିଛି।…
ଜ୍ୟୋତିର୍ମୟୀ ପାଇଲେ ଶ୍ରେଷ୍ଠ ଜାତୀୟ ସେବା ଯୋଜନା ପୁରସ୍କାର
ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଜ୍ୟୋତିର୍ମୟୀ ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୁ ଜାତୀୟ ସେବା ଯୋଜନା ଦିବସରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଠାରୁ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ସ୍ବେଛାସେବୀ ପୁରସ୍କାର ପାଇଛନ୍ତି ।…
ମୃତଦେହ ନେବାକୁ ଅରାଜି ହେଲେ ପରିବାର ଲୋକେ, ପୁଲିସ ହେପାଜତରେ ହେଲା ବ୍ୟବଛେଦ
ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକଙ୍କ ମୃତ୍ୟୁ ପରେ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ତେଣୁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ମୃତଦେହ…
ପାଞ୍ଚ ଦଫା ଦାବି ନେଇ କୁଜଙ୍ଗ ଉପ କାରାଗାର କର୍ମଚାରୀ ମାନେ ଆମରଣ ଅନଶନ ରେ !
କୁଜଙ୍ଗ : ଆଜି କୁଜଙ୍ଗ ଉପ କାରାଗାର ର କାରାରକ୍ଷୀ କର୍ମଚାରୀ ମାନେ ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ ଆହ୍ବାନ କ୍ରମେ ଉପ କମିଟି କୁଜଙ୍ଗ କାରାଗାର ର ସମସ୍ତ ସଭ୍ୟ ମାନେ କଳା ବ୍ୟାଚ୍ ପରିଧାନ ଓ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନକରି ଶାନ୍ତି ଶୃଙ୍ଖଳା ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ…
ଅପରାଧିଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ -ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ…
ସମ୍ବଲପୁର: ସମ୍ବଲପୁର ପୁଲିସର ଢିଲା କାର୍ଯ୍ୟଶୈଳୀ ତାହା ଉପରେ ଦିନକୁ ଦିନ ଭାରି ପଡୁଛି ଏବଂ ଏଥିପାଇଁ ଜନତାଙ୍କ ସୁରକ୍ଷା ବାଜିରେ ଲାଗି ଯାଇଛି। ରବିବାର ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ସହରର ଉପକଣ୍ଠସ୍ଥ ମାନେଶ୍ୱର ସ୍ଥିତ ମାନଧାତା ବାବା ଜ୍ୟୋଲେରୀ ଦୋକାନରୁ…
ଜଣେ ମାଓବାଦୀ ଗିରଫ, ବିସ୍ଫୋରକ ଜବତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲା ଭେଜି ଥାନା ଅଞ୍ଚଳରେ ପୁଲିସ ଓ ଡିଆରଜି ଯବାନମାନେ ଚେକ ପୋଷ୍ଟ…
ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ
ଭବାନୀପାଟଣା: ମାଣିକେଶ୍ଵରୀଙ୍କ ପୀଠ ସ୍ଥଳୀ ଭବାନୀପାଟଣା ସହରରେ ରବିବାର ଲୋକେ ନୂଆଁ ଖାଉଛନ୍ତି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ମା’ ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ପୂର୍ବ ସ୍ଥିରୀକୃତ ଲଗ୍ନ ଅନୁଯାୟୀ, ସକାଳ ୬ ଟା ୩୦ ମିନିଟରୁ ୮ ଟା ୫୦ ମିନିଟ ମଧ୍ୟରେ ମା’ଙ୍କ…
ବିନା ବର୍ଷାରେ ବଜ୍ରାଘାତ; ଛେଳିଚରାଳିଙ୍କ ମୃତ୍ୟୁ ଘଟିଛି।
ବେତନଟୀ : ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତ ନଖରା ଗାଁରେ ରବିବାର ବିନା ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ବର୍ଗତ ଉପେନ୍ଦ୍ର ପାଳଙ୍କ ପୁଅ ସୁଦର୍ଶନ (୪୫)।
ସୂଚନା ମୁତାବକ ସୁଦର୍ଶନ ଅପରାହ୍ନରେ ନିଜ…
ବୋଟ୍ରେ ମାଛ ମାରିବା ବେଳେ ପ୍ରାଣ ହରାଇଲେ ଧୀବର
ଧାମରା: ଧାମରା ନିକଟସ୍ଥ ଜଳରାଶିରେ ବୋଟରେ ଜଣେ ଧୀବର ମାଛ ମାରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଧାମରା ସାମୁଦ୍ରିକ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ସୂଚନା ଦେଇଛନ୍ତି। ରବିବାର ସକାଳ ସମୟରେ ସାବିତ୍ରୀ ନାମକ ଏକ ମାଛଧରା ବୋଟରେ ସୁଦାମ ମଳିକ(୫୫) ନାମକ ଜଣେ ଧୀବର ମାଛ ମାରୁଥିବା…