Browsing Category

ଜିଲ୍ଲା

ଅପହୃତ କଲେଜ ଛାତ୍ର ଉଦ୍ଧାର: ଅପହରଣକାରୀଙ୍କ ମଧ୍ୟରୁ ୧ ଗିରଫ!

ପଟ୍ଟାମୁଣ୍ଡାଇ୭/୮ :ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜର ଜନୈକ ଛାତ୍ରକୁ ସଂଘବଦ୍ଧ ଆକ୍ରମଣ କରାଯାଇ ନିସ୍ତୁକ ମାଡ ମରାଯାଇ ଅପହରଣ କରାଯାଇଥିଲା Iଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଏତଲା…

ବିଧାୟକ ରୂପେଶ ପାଣିଗ୍ରାହୀ ଜିବା ସରକାରୀ ଉଚ୍ଚ ବିଦ୍ୟାଳୟ ଅଚାନକ ଗସ୍ତ କଲେ ।

ଗଜପତି,୬.୮ (ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ ଅଚାନକ ଗସ୍ତ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗସ୍ତ ସମୟରେ…

ଗଜପତି ଅବକାରୀ ବିଭାଗର ସଫଳତା : ଭାଙ୍ଗିଲେ ଦେଶୀ ମଦ ଭାଟି, 3500 ପୋଚ ନଷ୍ଟ ଓ 80 ଲିଟର ଦେଶୀ ମଦ ଜବତ ।

ଗଜପତି 6/8(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଅବକାରୀ ଟିମ ଦ୍ୱାରା ଘଞ୍ଚ ଜଙ୍ଗଲ ମଧରେ ଚୋରାରେ ବେଆଇନ ଭାବରେ ଚାଲୁଥିବା ଦେଶୀମଦ ତିଆରି ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରାଯାଇଛି । ଏଥିସହ ଦେଶୀ ମଦ ତିଆରି ପାଇଁ ବେଆଇନ ଭାବେ ଗଛିତ ଥିବା 3500…

ଗଜପତି ଜିଲ୍ଲାରେ ବର୍ଷା ଅଭାବରୁ ଚାଷୀ ହତାଶ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ ।

ଗଜପତି,୬.୮ ( ମନୋଜ ପାଢ଼ୀ): ଚଳିତ ଖରିଫ ଋତୁରେ ଗଜପତି ଜିଲ୍ଲାରେ ପର୍ଯ୍ୟାପ୍ତ ବର୍ଷା ନ ହେବାରୁ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳର ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ ଚାଷୀମାନେ ଧାନ ଚାଷ ଆରମ୍ଭ କରିପାରୁ ନଥିବାରୁ ଗଭୀର ଚିନ୍ତା ଓ ହତାଶାରେ ରହିଛନ୍ତି।…

ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ତମ ଜୟନ୍ତୀ ଉତ୍ସବ 

ଭୁବନେଶ୍ୱର, ୭/୮(କୃଷ୍ଣ କୁମାର ମହାନ୍ତି) : ସ୍ଥାନୀୟ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଭାଗୀୟ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକଙ୍କ ପୌରୋହିତ୍ୟରେ…

ପାରଳାଖେମୁଣ୍ଡି ପୋଖରୀ ପୁନରୁଦ୍ଧାର ଦୁର୍ନୀତି: ୩ ଜଣଙ୍କୁ ଭିଜିଲାନ୍ସର ଅଟକ ।

ଗଜପତି,୬.୮(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ଅଧୀନରେ ସାଙ୍କୁରି ପୋଖରୀ ଏବଂ ପଟ୍ଟନାୟକ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ହୋଇଥିବା କଥିତ ଦୁର୍ନୀତି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବଡ଼ ପଦକ୍ଷେପ ନେଇଛି। ନିର୍ମାଣ କାର୍ଯ୍ୟରେ ଅନିୟମିତତା ଏବଂ ନିମ୍ନମାନର…

ଆଧ୍ୟାତ୍ମିକ ଵାଦୀ, ସମାଜସେବୀ ତଥା ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ସନ୍ତୋଷ ସାମଲଙ୍କ ପରଲୋକ

ପଟ୍ଟାମୁଣ୍ଡାଇ ୬/୮: ପଟ୍ଟାମୁଣ୍ଡାଇ ପୈାରପରିଷଦ ଅର୍ନ୍ତଗତ ତାତନା ଗ୍ରାମର ଆଧ୍ୟାତ୍ମିକ ଵାଦୀ ସମାଜସେବୀ ତଥା ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ସନ୍ତୋଷ ସାମଲଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ଵର୍ଷ ହୋଇଥିଲା।ସେ ଜଣେ ଅତ୍ୟନ୍ତ ମେଳାପି ସ୍ନେହୀ ବ୍ୟକ୍ତି ଭାବେ ସ୍ଥାନୀୟ…

ଅନୁଷ୍ଠିତ ହେଲା ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ ଶିବିର : ଯୌତୁକମୁକ୍ତ ସମାଜ ଗଠନ ପାଇଁ…

ବାଲେଶ୍ୱର, ୬/୮ (କୃଷ୍ଣ କୁମାର ମହାନ୍ତି): ମହିଳାଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଯୌତୁକ ନିର୍ଯାତନା ରୋକିବା ଲକ୍ଷ୍ୟରେ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ…

ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ସହ ଅପହରଣ ଅଭିଯୋଗ

ରାଜନଗର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ସହ ଅପହରଣ ଅଭିଯୋଗର ତିନିଦିନ ପରେ ପୁଲିସ ଦ୍ୱାରା ଉଦ୍ଧାର। ଗତକାଲି ରାତିରେ ରାଜନଗର ଖଣ୍ଡେଇ ପଡାରୁ ନିଖୋଜ ଯୁବକ ଆକାଶ ଉଦ୍ଧାର ହୋଇଛନ୍ତି। ୟୁକେ ମହାବିର ମହାବିଦ୍ୟାଳୟ ମଦନପୁର କଲେଜ ଛାତ୍ରକୁ ମାଡ଼ ଘଟଣାରେ ଛାତ୍ର ଚାଞ୍ଚଲ୍ୟ…

ବାଲେଶ୍ୱରର ବିକାଶ ପ୍ରସଙ୍ଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

ବାଲେଶ୍ୱର, ୬/୮ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ ଓ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ନେଇ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…