Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀରେ ଯୋଗଦାନ ନିମନ୍ତେ ଗଜପତି ଜିଲ୍ଲାର…
ଆର, ଉଦୟଗିରି,୭.୮(ମନୋଜ ପାଢ଼ୀ):-ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ମିଳିତ ସହଯୋଗରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀରେ ଯୋଗଦାନ ନିମନ୍ତେ ଗଜପତି ଜିଲ୍ଲାର ସଦସ୍ୟମାନେ ଗସ୍ତ କରିଛନ୍ତି। ଏହି ତ୍ରିଦିବସୀୟ…
ପଞ୍ଚାୟତସ୍ତରୀୟ ନିଶାମୁକ୍ତ ସଚେତନତା ଅଭିଯାନ।
ମୋହନା,୭.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ପକ୍ଷରୁ ଚୁଡଙ୍ଗପୁର, ଅନ୍ତରବା, କେଶରୀଗୁଡ଼ା, ବିରିକୋଟ ଏବଂ ଗୁରୁଝୁଲିରେ ଗ୍ରାମ ପଞ୍ଚାୟତସ୍ତରୀୟ ନିଶାମୁକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଅବୈଧ ଗଞ୍ଜେଇ ଚାଷ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ସାମାନ୍ୟ ବର୍ଷାରେ ଉବୁଟୁବୁ ପାରଳାଖେମୁଣ୍ଡି ସହର !
ଗଜପତି,୭.୮ (ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବିଶେଷକରି ତଳିଆ ଅଞ୍ଚଳ ରାଧାଗୋବିନ୍ଦ ନଗର ଏବଂ ବିଶ୍ୱନାଥ ନଗର ଅଞ୍ଚଳ ସମେତ ସହରର ଅନେକ ସ୍ଥାନରେ ଖରାପ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ସାମାନ୍ୟ ବର୍ଷାରେ ମଧ୍ୟ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏହି…
16 ଅଗଷ୍ଟ ଦାବୀ ଦିବସରେ ପି ଏମ ଜି ଛକରେ ଗର୍ଜିବେ ଶିକ୍ଷକ ।
ଗଜପତି ,ତା 07.08.26 ରିଖ(ମନୋଜ ପାଢ଼ୀ)-: ଶୁକ୍ରବାର ଦିନ ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଓ ଓଷ୍ଟାର ଡାକରାରେ ଜିଲ୍ଲା ସଭାପତି ଶ୍ରୀ ପି ମେନକା ରାଓ ଓ…
ମଦ ମାଫିଆ ଙ୍କ ଆତଙ୍କ, ଅବକାରୀ ବିଭାଗର କର୍ମଚାରୀ ପରିଚୟ ଦେଇ ହଇରାଣ ହେଲେ ନିଜେ ମଦ ମାଫିଆ।
ଗଜପତି ,୭.୮(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଲ୍ଲଣ୍ଡା ଗ୍ରାମରେ ବୁଧବାର ସନ୍ଧ୍ୟା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା। ମଦ ମାଫିଆ ଅବକାରୀ ବିଭାଗର କର୍ମଚାରୀ ଭାବେ ପରିଚୟ ଦେଇ ଉକ୍ତ ଅଞ୍ଚଳ ରେ ଚଢ଼ାଉ କରି ଦେଶୀ ମଦ ଭାଟି ଭାଙ୍ଗିବା ପାଇଁ ଉଦ୍ୟମ ସହ ଆତଙ୍କ ସୃଷ୍ଟି…
ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ।
ଗଜପତି,୭.୮(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ…
ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ମା’ ଓ ସାତ ବର୍ଷର ପୁଅର ମୃତ୍ୟୁ ।
ଗଜପତି,୭.୮(ମନୋଜ ପାଢୀ):ଗଜପତି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ରାତିରେ ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ମା' ଓ ସାତ ବର୍ଷର ପୁଅର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଳ୍ପକେ ବର୍ତ୍ତିଲେ ବାପା ଓ କୁନି ଝିଅ,
ଗଜପତି…
ଇଞ୍ଜେକ୍ସନ୍ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍ ଷ୍ଟୋର କର୍ମଚାରୀ ଅଟକ
ରାୟଗଡ଼ା: ଇଞ୍ଜେକ୍ସନ୍ ନେବାର କିଛି ସମୟ ପରେ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତ୍ୟୁକୁ ନେଇ ରାୟଗଡ଼ାର ଚାନ୍ଦିଲି ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ମୃତ ମହିଳା ହେଲେ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର।
ସୂଚନା ଅନୁଯାୟୀ, ବିଦିଆ କିଛି ଦିନ ଧରି ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଔଷଧ ଖାଇବା…
ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ
ଭୁବନେଶ୍ଵର: ବରଗଡ଼ ସ୍ଥିତ ଏସିସି ସିମେଣ୍ଟ କାରଖାନାର ଶ୍ରମିକଙ୍କୁ ୨୬.୮୧ କୋଟି ଟଙ୍କାର ଲାଭ ହୋଇଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ବନ୍ଦ ନୋଟିସ ଏବଂ ତଦଜନିତ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରି ଭାରତ ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ମୁଖ୍ୟ ଶ୍ରମ କମିଶନର…
ଶନି ମନ୍ଦିର ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ ବାଦବିବାଦ ଘଟଣା !
ପଟ୍ଟାମୁଣ୍ଡାଇ୭/୮: ପଟ୍ଟାମୁଣ୍ଡାଇ ବ୍ଲକର ଶାସନ ପଂଚାୟତ ମାଳିପୁର ଗ୍ରାମରେ ଶନି ମନ୍ଦିର ନିକଟରେ ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ କେନ୍ଦ୍ରକରି ବାଦବିବାଦ ଲାଗିରହିଛି ।ଗୋଟିଏ ଗୋଷ୍ଠୀ ନିର୍ମାଣକୁ ସମର୍ଥନ କରୁଥିବା ବେଳେ,ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ଅନଶନରେ ବସିଛନ୍ତି ।ଏହି ଅଭାବନୀୟ…