Browsing Category

ଜଗତସିଂହପୁର

ବାପା-ମା’ଙ୍କୁ ହରାଇ ଏବେ ବେସାହାରା: ଭାଇ, ଭଉଣୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ପୁରାତନ ଛାତ୍ର

ଜଗତସିଂହପୁର ଟାଉନ୍: ସୋନାଲି ଓ ଜ୍ଞାନଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ପ୍ରଧାନ। ଘର ଗାଲୁପଡ଼ାରେ। ୨୦୦୭ରେ ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲ ଗେଟ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୁଏ। ସେଇ ଘଟଣାର ୧୫ ଦିନ ପରେ ଏସଭିଏମ୍ କଲେଜ…

୩୦ ଲକ୍ଷ ଟଙ୍କାର ବାଲିକୁଦା ମିନି ଷ୍ଟାଡିୟମ୍‌ ଏବେ ଘାସବଣ

ମାଛଗାଁ : ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ଓ ଆବଶ୍ୟକ ପ୍ରଶିକ୍ଷଣ ନିମନ୍ତେ ଆମ୍ବଶାଳ ଠାରେ ଏକ ବିଜୁ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୫/୧୨/୨୦୨୧ରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସାଂସଦ ରାଜଶ୍ରୀ…

ମୋବାଇଲ୍‌ରେ ଗପି ଜନନୀ ଏକ୍ସପ୍ରେସ୍‌ ଗଛକୁ ପିଟିଲା ଡ୍ରାଇଭର୍‌

ଜଗତସିଂହପୁର ଟାଉନ୍: ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି…

କୁମ୍ଭୀର ଦେଖି ଆତଙ୍କିତ ତିର୍ତ୍ତୋଲ ବନ୍ୟାଞ୍ଚଳବାସୀ ।

ଜଗତସିଂହପୁର ୨୦/୮: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମହାନଦୀରେ ଏକ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ବନ୍ୟାପାଣିରେ ଉବୁଟୁବୁ ହେଉଥିବା ଧୋୟା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ ଉକ୍ତ ବ୍ଲକ ଅଧିନସ୍ଥ କୃଷ୍ଣାନନ୍ଦପୁର ପଞ୍ଚାୟତ ପୋଲିସ୍ ଫାଣ୍ଡି ନିକଟସ୍ଥ…