Browsing Category

ଗଞ୍ଜାମ

ଗାଡିରେ ପୁଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା, ଆନ୍ଧ୍ରର ଜଣେ ଯୁବକ ଅଟକ

ବ୍ରହ୍ମପୁର: ପାର୍ବଣ ଋତୁରେ ଅଏସ ପାଇଁ କାରରେ ପୁଲିସ ବୋର୍ଡ ଲଗାଇ ବୁଲିବା  ମହଙ୍ଗା ପଡିଲା । ଦାମୀକାରରେ ପୁଲିସ ବୋର୍ଡ ଲଗାଇ ସହରରେ ବୁଲୁଥିବା ଆନ୍ଧ୍ରପ୍ରଦେଶ ଜଣେ ଯୁବକଙ୍କୁ ଠାବ କଲା ପୁଲିସ । ଅଟକ ଯୁବକ ଜଣକ ହେଲେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା କୋତାବୋମଲି ଅଞ୍ଚଳର କେ. ସୁବ୍ରମଣ୍ୟମ ।…

ମଧୁଛନ୍ଦା ତରଫରୁ ପାର୍ବଣ ଋତୁ ଅନଲାଇନ୍ କବିତା ଆସର,ନାରୀ ତୁହି ନାରାୟଣୀ ମାତୃ ସ୍ବରୂପିଣୀ

ବେଲଗୁଣ୍ଠା, 07/10, ବେଲଗୁଣ୍ଠାର ଉଦୀୟମାନ ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦ୍ୱାରା ଗଠିତ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଅନୁଷ୍ଠାନର ମଧୁଛନ୍ଦା ସାରସ୍ୱତ ଗ୍ରୁପ୍ ର ଶାରଦୀୟ ପାର୍ବଣ ଉପଲକ୍ଷେ 'ନାରୀ ତୁହି ନାରାୟଣୀ, ଶକ୍ତି ସ୍ୱରୂପିଣୀ' ଶୀର୍ଷକରେ ଏକ ଅନଲାଇନ୍ କବିତା ଆସର ଅନୁଷ୍ଠିତ…

ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫ୍ ମୁହାଁମୁହିଁ

ବ୍ରହ୍ମପୁର: ସାମାନ୍ୟ ବଚସାରୁ MKCG ରେ ହାଉସ୍ ସର୍ଜନ ଓ ନର୍ସିଂଷ୍ଟାଫ୍ ମୁହାଁମୁହିଁ, ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି, ଅଧୀକ୍ଷକଙ୍କ ଚାମ୍ବର ଆଗରେ ଉଭୟ ଗୋଷ୍ଠୀଙ୍କ ଧାରଣା, ICU ଓ କାଜୁଆଲିଟି ବ୍ୟତୀତ ଅନ୍ୟ ସବୁଠି କାର୍ଯ୍ୟ ବନ୍ଦ

ଗୁଗୁଲ୍‌ ମ୍ୟାପ୍‌ରେ ଗୁରୁତର ବିଭ୍ରାଟ: ଆନ୍ଧ୍ରରେ ଗଞ୍ଜାମର ପାତିସୁନାପୁର ଗାଁ ଓ ପୁନାପୁର ବିଚ୍‌

ବ୍ରହ୍ମପୁର : ଓଡ଼ିଶା-ଆନ୍ଧ୍ର ସୀମା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌। ଏହି ବ୍ଲକ୍‌ ଅଧୀନରେ ରହିଛି ପାତି ସୁନାପୁର ଗାଁ। ଏହାଛଡ଼ା ରାଜ୍ୟର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା ନେଇ କାମ ଆଗେଇ ଚାଲିଛି। ଓଡ଼ିଶା ମାନଚିତ୍ରରେ ଥିବା ଏହି…

ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ଯକ୍ରମ।

ବ୍ରହ୍ମପୁର : ବ୍ରହ୍ମପୁର ୨୭ନଂ ୱାର୍ଡରେ ୨୧ ୟୁନିଟ ରକ୍ତ ସଂଗ୍ରହ। ସେବାସପ୍ତାହରେ ରକ୍ତଦାନ ଅମୃତ ମହୋତ୍ସବ ଭାରତର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ଯକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ…

ଛତ୍ରପୁର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ

ଛତ୍ରପୁର: ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ ହୋଇଛି । ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି । ସୂଚନା ମୁତାବକ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।…

ଆପ୍ ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।

ବ୍ରହ୍ମପୁର: ୨୧/୦୯ ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି ରୁ ଶତାଧିକ କାର୍ଯ୍ୟକର୍ତ୍ତା ରୋଲଣ୍ଡ କଲେଜ ଛକ ଠାରୁ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ…

ଉଦଯାପିତ ହେଲା ଦିନିକିଆ ଭଳିବଲ ଟୁର୍ଣ୍ଣାମେଣ୍ଟ

 ଗଞ୍ଜାମ : ଦିଗପହଣ୍ଡି ବ୍ଲକର କଇଠଡା ପଞ୍ଚାୟତର ଓଡାସିଙ୍ଗି ଠାରେ ସ୍ଵର୍ଗତ ଏମ୍ ଦିବାନ ରେଡିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଛାତ୍ର ସଙ୍ଘଠକ ଶ୍ରୀ ଗଣେଶ ରେଡି ଓ ଓଡାସିଙ୍ଗି ଯୁବକ ସଙ୍ଘର ମିଳିତ ସହଯୋଗରେ ଏକ ଦିନିକିଆ ଜିଲ୍ଲା ସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ମଧ୍ୟ ରାତ୍ରୀରେ ଉଦଯାପିତ…

ଜାଲ ଶିକ୍ଷକ କିରଣ ଜେନା ଗିରଫ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ଲୁଚିଛନ୍ତି ବହୁ ସଂଖ୍ୟକ ଜାଲ ଶିକ୍ଷକ ।

ଗଞ୍ଜାମ : ୧୭/୦୯) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ବିରିପୁର ଗ୍ରାମର ଜାଲ ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୯ ମସିହା ଠାରୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ବିଭିନ୍ନ ପର୍ଯ୍ଯାୟରେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ…

ପୂର୍ବତନ କଂଗ୍ରେସ ନେତା ସରୋଜ ଭଞ୍ଜଦେଓଙ୍କ ପରଲୋକ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାଜାସାହେବ ସରୋଜ କୁମାର ଭଞ୍ଜଦେଓ (୭୦)ଙ୍କ ଆଜି ଅପରାହ୍ନରେ ହୃଦ୍‌ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପୁଅ ଶିବେନ୍ଦ୍ର କୁମାର ଭଞ୍ଜଦେଓ ସୂଚନା ଦେଇଛନ୍ତି। କୁଶପଲ୍ଲୀସ୍ଥିତ…