Browsing Category

ଗଜପତି

୫କୋଟି ଟଙ୍କା ର ବିଦ୍ୟୁତ୍ ପ୍ରକଳ୍ପ ଖତ ଖାଉଥିବା,ଦେଖି ବିଧାୟକ ତାଗିଦ୍ କଲେ ।

ଗଜପତି,୧୩.୬-: ବିଦ୍ୟୁତ ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ଗୋଟିଏ ସବ ଷ୍ଟେସନରୁ ୬ ରୁ ୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଫଳରେ ଲୋ ଭୋଲ୍ଟେଜ ଓ ଅତ୍ୟଧିକ ସରବରାହ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ, ବିଶେଷ କରି ଗ୍ରୀଷ୍ମରେ ବିଦ୍ୟୁତ ସମସ୍ୟା ଦ୍ବୀଗୁଣିତ କରିଛି।…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ବ..

ଗଜପତି,୧୩.୬-:ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ବ ହୋଇଯାଇଛି। ଏହି ଯୋଜନାରେ ହିତାଧୀକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଣ୍ଡପିଛା ପ୍ରତିମାସରେ ୫…

ଚିକିଟି ହଳଦିଆ ତୈଳିକ ବୈଶ୍ୟ ସମାଜ ର ମହାସଭା ଆରମ୍ଭ ।

ଗଜପତି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅଧିନସ୍ଥ, ବଡଖେମୁଣ୍ଡି ଆଞ୍ଚଳିକ ପରିଷଦ ଅଧିନସ୍ଥ ଦୌଲିଆପଡା (ବାଲିବଟ)ଛକ ସ୍ଥିତ ଶ୍ରୀ ଶ୍ରୀ ମାଂ ବୁଢ଼ୀ ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ତା -12.06.2026ରିଖ ଦିନ ଠାରୁ ମହାସଭା ଆରମ୍ଭ ହେଲା ଦିବା 9.00ଘଣ୍ଟା…

ଆଦିବାସୀ ମହିଳାଙ୍କ ଜୀବିକା ବିକାଶ ପାଇଁ ପ୍ରଶିକ୍ଷଣ ଓ ଉପକରଣ ବଣ୍ଟନ ।

ଆର , ଉଦୟଗିରି 12/06/2026-: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାରସିଂ ପଞ୍ଚାୟତ ଅନ୍ତର୍ଗତ ଲମ୍ପଦା ଗ୍ରାମରେ ଆଦିବାସୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଜୀବିକା ବିକାଶକୁ ଲକ୍ଷ୍ୟ କରି ଆଇ ସି ଏ ଆର ଏବଂ ସି ଆଇ ଡବ୍ଲୁ ଏ ସଂସ୍ଥା ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଉପକରଣ…

ଶିଶୁ ଶ୍ରମ ମୁକ୍ତ ଗଠନ ପାଇଁ ଯୁବ ସ୍ଵରଙ୍କ ଆହ୍ଵାନ ଶ୍ରମ ନୁହେଁ – ଶିକ୍ଷୟାର ସୁନିଶ୍ଚିତ ପାଇଁ ଯୁବ ସମାଜ ସଂକଳ୍ପ…

ଗଜପତି, ତା୧୨.୬: ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଉପଲକ୍ଷେ ସାପ୍ତାହିକ ଅଭିଯାନ୨୦୨୬ ଅବସରରେ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟର, ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଯତନ ସକାଶେ ଶହ ଶହ ଯୁବ ସମାଜ, ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ ଓ ସ୍ବଚ୍ଛସାଥୀ ମାଧ୍ୟମରେ ଏକ ବିଶାଳ ସଚେତନତା ରଥ ଓ…

ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ ଭୁବନେଶ୍ୱର ସପ୍ତାଚାଯ୍ୟ ଉତ୍ସବ – 2026 ରେ ଜୀବନବ୍ୟାପୀ ସଙ୍ଗୀତ ସାଧନ ସମ୍ମାନରେ…

ଗଜପତି 12/6: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ବାସିନ୍ଦା ପ୍ରଶାନ୍ତ ପାଢ଼ୀଙ୍କୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ଓଡ଼ିଶାର ଅଗ୍ରଣୀ ଦେବଂଶୀ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ ।

ଆ, ଉଦୟଗିରି,୧୨।୬: ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର ଓ ଖ୍ରୀଷ୍ଟପୂର୍ ଗାଁରେ ୬ ଜଣଙ୍କ ଘରର ଟିଣ ଛପର ଉଡିଯାଇଥିବା ବେଳେ ପୂତୁଲିପଙ୍କା ଗାଁରେ ମଧ୍ୟ ପ୍ରାୟ ୪ ଜଣ…

ନୁଆଗଡ ବ୍ଳକ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ।

ଆର,ଉଦୟଗିରି-: ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମ ସଦଭାବନା ସଭାଗୃହ ଠାରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ପରିଚାଳନାରେ ପଞ୍ଚାୟତ ସମିତିର ଦ୍ବାଦସ ତମ ସାଧାରଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷା,…

ଖାରଡା ପଞ୍ଚାୟତରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ପାରଳା ବିଧାୟକ ।

ଗଜପତି 11/6:ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରଡା ପଞ୍ଚାୟତ ଗାଇବା ଯିବା ରାସ୍ତାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀକୁ ଆଜି ପରିଦର୍ଶନ କଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ । ପ୍ରଥମେ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ମ୍ୟାନେଜର ପି ଅଭିରାମ ବିଧାୟକ ଙ୍କୁ ଫୁଲ ତୋଡା ଦେଇ…

ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ – ଡାକ୍ତର ମଞ୍ଜୁରାଣୀ ଜେନା ଗଜପତିର ନୂତନ…

ଗଜପତି 11/6:ସ୍ବାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି ନୂତନ ଭାବେ ଦାୟିତ୍ୱ ବହନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ମଞ୍ଜୁରାଣୀ ଜେନା ପ୍ରକାଶ କରିଛନ୍ତି. ସେ ଏଥି ପୂର୍ବରୁ ଭୁବନେଶ୍ଵର ବିଏମ୍‌ସିରେ ମେଡିକାଲ ଅଫିସର ଭାବେ…