Browsing Category

ଗଜପତି

ବୁଦୂରା ଗ୍ରାମ ରେ ଜନ ଅଭିଯୋଗ ଶୁଣାଣୀ ରେ ସମସ୍ତ ଗୁହାରି ଶୁଣିଲେ ବିଧାୟକ ।

ଗଜପତି – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ର ବୁଦୁରା ଗ୍ରାମ ଠାରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଯାଇଛି , ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ଅଭିଯୋଗ ଶୁଣାଣୀ ରେ ଯୋଗଦେଇ ସମୁଦାୟ ୨୩ ଗୋଟିଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା,…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।

ଗଜପତି,୧୭/୦୬: ଗଜପତି ଜିଲ୍ଲା କାଶୀନଗର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ…

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ ।

ଗଜପତି:୧୭/୬ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ର ଅଳିଆ ଅବର୍ଜନା ଆଣି ଓଡ଼ିଶା ର ମହେନ୍ଦ୍ରତନୟା ନଦୀତଟ ରେ ପକାଯାଉଛି, ଆଗରୁ ହିଁ ଆନ୍ଦ୍ର ର କୁପଦୃଷ୍ଟି ରହିଛି ଓଡ଼ିଶା ଉପରେ , ଆନ୍ଧ୍ରର ପାତପାତାନମ ଗ୍ରାମ ର ସଂଗୃହିତ ମଇଳା ଓ ବିଭିନ୍ନ ଅପବ୍ୟହୃତ୍ ବିଷାକ୍ତ ପର୍ଯ୍ୟବସ୍ତୁ…

ନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆ ଯାଇଥିବା ୧୦ ହିତାଧିକାରୀଙ୍କ ଘରୁ ୱାଟର ମିଟର ଚୋରି ।

ଗଜପତି :ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରାଜଦାଣ୍ଡର 10 ଗୋଟି ବାସଗୃହରୁ ୱାଟର ମିଟର ଚୋରି ହୋଇଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତେକ ହିତାଧିକାରୀଙ୍କ ବାସଗୃହରେ କେତେ ପରିମାଣରେ ପାଣି ବିନିଯୋଗ ହେଉଛି ତାହା…

ପୋଲିସର ନାଇଟ ପେଟ୍ରୋଲିଂ :ଧରା ପଡିଲେ ୧୦ ମଦ୍ୟପ ।

ଗଜପତି: ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସାଧାରଣ ସ୍ଥାନରେ ମଦ୍ୟପାନ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ 10 ଜଣଙ୍କୁ ପୋଲିସ ଚି଼ହ୍ନଟ କରି ଧରିଛି.ଏହି 10 ଜଣଙ୍କୁ ପୋଲିସ କଡା ଚେତାବନୀ ଦେଇ ବ୍ୟକ୍ତିଗତ ବଣ୍ଡରେ ଛାଡି ଦେଇଥିବା ସୂଚନା ମିଳିଛି. ଗତକାଲି ରାତିରେ…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ ।

ଗଜପତି ୧୭।୬: ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ ଚନ୍ଦ୍ର ବରାଡ (୫୫)। ସେ ପେଶାରେ ଜଣେ ପନିପରିବା ବ୍ୟବସାୟୀ ଥିଲେ। ତେବେ ଏହି ଦୁର୍ଘଟଣା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର…

1 ମାସରୁ ଉର୍ଦ୍ଧ ସମୟ ଧରି ନିଖୋଜ ଥିବା ପୁଅର ସନ୍ଧାନ ପାଇଁ ବାପା ସେରଙ୍ଗ ଥାନାର ଦ୍ୱାରସ୍ଥ ।

ଗଜପତି, 17/6: ଗତ 1 ମାସରୁ ଉର୍ଦ୍ଧ ସମୟ ଧରି ନିଖୋଜ ଥିବା ପୁଅର ସନ୍ଧାନ ପାଇଁ ବାପା ସେରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବାଇଝାଲି ପଞ୍ଚାୟତ ପାଢୁମସିଂ ଗ୍ରାମର ପ୍ରେମାନ୍ତ ଗମାଙ୍ଗଙ୍କ ପୁଅ ଭିଂସେଣ୍ଟ ଗମାଙ୍ଗ (୨୯) ଦୀର୍ଘ…

ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ !!!

ଗଜପତି : ଗଜପତି ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହର ଅଞ୍ଚଳରେ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଥିଲା । ପାରଳାଖେମୁଣ୍ଡି ଥାନାର ଅଫିସରମାନେ, DVF ଓ APR ଫୋର୍ସଙ୍କ ସହିତ ମିଶି ସେରି ସାହି, ଜଙ୍ଗମ ସାହି, ରେଲି ସାହି ସମେତ ଅନ୍ୟାନ୍ୟ ସଂବେଦନଶୀଳ…

ନୂତନ ବସଷ୍ଟାଣ୍ଡ ସାଜିଛି ସର୍ଭିସିଙ୍ଗ ସେଣ୍ଟର : ସବୁ ଜାଣି ପୌର ପରିଷଦ ଚୁପ !!!

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ସାଜିଛି ସର୍ଭିସିଙ୍ଗ ସେଣ୍ଟର । ଯାହା ଫଳରେ ବସଷ୍ଟାଣ୍ଡ କାଦୁଅ ରେ ପଚ ପଚ ହେଉଛି । ପାଣି ଜମିବା କାରଣରୁ ମଶା ମାଛି ବଢି , ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ବସ ସକାଳ ହେଉ କି ସନ୍ଧ୍ୟା…

ସମ୍ବାଦ ସାହିତ୍ୟ ଘର ପାରଳାଖେମୁଣ୍ଡିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ରଜ ମଉଜ ପାଳିତ !!!

ଗଜପତି (ମନୋଜ ପାଢ଼ୀ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ବିଶ୍ୱନାଥ ଫଙ୍କସନ୍ ହଲ୍ ଠାରେ ଆଜି ସମ୍ବାଦ ସାହିତ୍ୟ ଘରର ଚତୁର୍ଦ୍ଦଶ ବାର୍ଷିକୋତ୍ସବ ଓ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସଭ…