Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସ୍ୱାବଲମ୍ବୀ-ଜୁବା ସମୃଦ୍ଧ ସମାବେଶ ସହ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…
ଆର,ଉଦୟଗିରି,୨୦.୬ ଆଜି ମୋହନା ବ୍ଲକ ପରିସର ମଧ୍ୟରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଉଥିବା “ବିକାଶର ଧାରା ଓଡିଶା ସାରା”କାର୍ଯ୍ୟକ୍ରମ ରେ ଆଜି ସ୍ୱାବଲମ୍ବୀ-ଜୁବା ସମୃଦ୍ଧ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।…
କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ ।
ଗଜପତି:୨୮/୬: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ର ବୁଦୁରା ଗ୍ରାମ ଠାରେ ଏକ ଅତ୍ୟାଧୁନିକ କମୁନିଟି ହଲ ତଥା କୋଠ ଗୃହ ର ଶୁଭ ଉଦଘାଟନ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ହୋଇଯାଇଛି, ଏହି କୋଠ ଗୃହ ପାଇଁ ବିଗତ ସରକାର ଙ୍କ ଅନୁଦାନ ରେ ନିର୍ମାଣ ହୋଇଥିଲା, ଏହି କୋଠ ଗୃହ…
ସାନଖଣି ଓ ବଡଖଣି ଗ୍ରାମରେ ମିଳିତ ଭାବେ ତିନୋଟି ମନ୍ଦିର ପ୍ରତିଷ୍ଠା,ଗ୍ରାମରେ ଧାର୍ମିକ ଭାବନା ବୃଦ୍ଧି..
ଗଜପତି(୨୦.୬.୨୦୨୬)–ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଓ ବଡଖଣି ଗ୍ରାମରେ ମିଳିତ ଭାବେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବର ସହ ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ଦୁଇ ଗ୍ରାମର ବାସିନ୍ଦା ଅଞ୍ଚଳ ର ସମସ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ପାଛୋଟି ନେଉଥିବା ଦେଖିବାକୁ ମିଳୁଛି।…
ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ।
ଆର, ଉଦୟଗିରି:୧୯/୬:ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ମହେନ୍ଦ୍ରଗିରି ପର୍ବତ ପର୍ଯ୍ୟଟନ ସ୍ଥଳୀରେ ଏକ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ସ୍ଥଳୀର ସ୍ବଚ୍ଛତା ରକ୍ଷା କରିବା ସହ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।ଉକ୍ତ…
ତିଖିରି ସରପଞ୍ଚ ଚାମେଲୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଜପତି ସରପଞ୍ଚ ସଂଘ ତରଫରୁ ଧାରଣା ଓ ବିକ୍ଷୋଭ
ଗଜପତି,୧୯.୬-:ଗଜପତି ଜିଲ୍ଲା ସରପଞ୍ଚ ସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲାର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଦୁର୍ବ୍ଯବହାର ଏବଂ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ଜମ୍ମୁରେ ଶହୀଦ ହୋଇଥିବା ଗଜପତିର ଯବାନ ଦେବେନ୍ଦ୍ରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଅନ୍ତେଷ୍ଟିକ୍ରିୟା ସମାପନ…
ଗଜପତି 19/6:ଜାମ୍ମୁରେ କାର୍ଯ୍ୟରତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମର ଜଣେ ଜବାନ ସହୀଦ ହୋଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଜବାନଙ୍କ ଅନ୍ତେଷ୍ଟିକ୍ରିୟା ସମାପନ ହୋଇଛି. ସୂଚନାରୁ ପ୍ରକାଶଯେ, ଗଜପତି…
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ…
ଗଜପତି,୧୮/୦୬:ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ବନ୍ୟା-ବାତ୍ୟା ସମୟରେ…
ବେଆଇନ ବାଲିଚାଲାଣ : ୩ ବାଲି ବୋଝେଇ ଟ୍ରାକ୍ଟର ଜବତ ଓ ୩ ଜଣ ଗିରଫ ।
ଗଜପତି 18/6:ବେଆଇନ ବାଲିଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ୩ ଗୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୩ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଅଡ଼ବା ନଦୀରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ୩ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି।…
ଗଜପତିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ…
ଗଜପତି ୧୮.୦୬ : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ବନ୍ୟା-ବାତ୍ୟା…
ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା
ଗଜପତି : ୧୮।୬ ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ ଗଜପତି ଜିଲାର ଅଡବା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏହି ଘଟଣାର ତଦନ୍ତ ଅଡବା ପୋଲିସ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।…