Browsing Category

ଗଜପତି

ଶିଶୁ ଶ୍ରମ ମୁକ୍ତ ଗଠନ ପାଇଁ ଯୁବ ସ୍ଵରଙ୍କ ଆହ୍ଵାନ

ଗଜପତି,(ମନୋଜ ପାଢ଼ୀ) -: ତା୧୧ ଜୁନ: ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଉପଲକ୍ଷେ ସାପ୍ତାହିକ ଅଭିଯାନ୨୦୨୬ ଅବସରରେ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟର, ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଯତନ ସକାଶେ ଶହ ଶହ ଯୁବ ସମାଜ, ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ ଓ ସ୍ବଚ୍ଛସାଥୀ ମାଧ୍ୟମରେ ଏକ…

ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ ଶୁଭ ଦେଲେ ସାଂସଦ ଓ ବିଧାୟକ

ଆର, ଉଦୟଗିରି-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେବାକୁ ଥିବା କେଶରୀଗୁଡା ଠାରୁ ଲିଟିଗୁଡା ପ୍ରାୟ ଛ’କିଲୋମିଟର ରାସ୍ତାକୁ ନିର୍ମାଣ କରିବା ନିମନ୍ତେ ୭.୮୩ କୋଟି ଟଙ୍କା ଅଟକଳ ହୋଇ ଥିବାରୁ ଏହି ରାସ୍ତାକୁ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର…

9 ଦିନ ଧରି ମହେନ୍ଦ୍ରଗିରି ଠାରେ ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ ।

ଗଜପତି, 10/6: ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଆୟୋଜିତ ମହେନ୍ଦ୍ର ମେଳା ଗତକାଲି ଉଦଯାପିତ ହୋଇଯାଇଛି। ଗତ ଜୁନ 1 ତାରିଖ ଠାରୁ 9 ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ପୂଣ୍ଡାହୂତି ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମରେ…

କିସ୍ ଅନୁଷ୍ଠାନର ଜନଜାତି ଛାତ୍ର ଛାତ୍ରୀ ଙ୍କୁ ହାର୍ଦିକ ଶୁଭେଚ୍ଛା।

ଗଜପତି: ମୋହନା ର ରୋମାନିଆ ବିଶ୍ୱ ଥିଅଟର ଫେଷ୍ଟିଭାଲରେ ସଫଳତାର ସହ ସେକ୍ସପିଅର ନାଟକ ମଞ୍ଚସ୍ଥ କରିଥିବାରୁ କିଶ୍ ଅନୁଷ୍ଠାନର ଜନଜାତି ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଗଜପତି ଜିଲ୍ଲା ମୋହନାରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ…

ଯୁବ ଲେଖକ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ରଚିତ ଋଷିପୁତ୍ର ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ।

ଗଜପତି: ମହେନ୍ଦ୍ର ମେଳାର ଅଷ୍ଟମ ଦିନରେ ଦଣ୍ଡନାଚର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ନେଇ ରଚିତ ଗବେଷଣାତ୍ମକ ପୁସ୍ତକ “ଋଷିପୁତ୍ର” ଶୈବ ଶାକ୍ତ ଧର୍ମ ଧାରା ର ସମନ୍ୱୟ ପର୍ବ ଦଣ୍ଡ ନାଚ, ଓଡ଼ିଶାର ମହାମହିମ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଙ୍କ କରକମଳରେ ଉନ୍ମୋଚିତ…

ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ବିୟଗ ରେ ପରିବାରବର୍ଗ କୁ ସମବେଦନା ଜଣାଇଲେ ବିଧାୟକ ।

ଗଜପତି: ଗଜପତି ଜିଲ୍ଲା ର ସୁନାମଧନ୍ୟକଣ୍ଠଶିଳ୍ପୀ ଷ୍ଟିଫେନ ରଇତ ଙ୍କ ବିୟୋଗ ରେ ଆଜି ବିଧାୟକ ରୁପେଷ ପାଣିଗ୍ରାହୀ ତାଙ୍କ ବାସଭବନ ଯାଇ ତାଙ୍କ ସପରିବାର ଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଷ୍ଟିଫେନ ଜଣେ ଭଲ…

ସ୍ବତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ।

ଗଜପତି:ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପ୍ୟାଲେସ୍‌ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି…

ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ।

ଗଜପତି ୧୦/୦୬/୨୦୨୬: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦ୍ ଭାବନା ଗୃହ ଠାରେ ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌ଏହି କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ ଯୋଗ ଦେଇଥିବା ବେଳେ…

ଡ୍ରେନ ନିର୍ମାଣରେ ବାଧକ ସାଜୁଛି କୁଟରାଜନୀତି..

ଗଜପତି:  ପାରଳାଖେମୁଣ୍ଡି ମୁଖ୍ୟରାସ୍ତାର ଶ୍ରୀକୃଷ୍ଣ ସିନେମା ହଲ ସମ୍ମୁଖ ରେ ଥିବା ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏହା ନିକଟରେ ଥିବା ପୁରାତନ ଏକ ଡ୍ରେନର ଦୂଷିତ ପାଣି ପଟନାୟକ ବନ୍ଧ ଭିତରେ ପଶି ପୋଖରୀର ପାଣି ଦୂଷିତ ହେଉଥିଲା, ସ୍ଥାନୀୟ ଲୋକ ବିରୋଧ କରି ବିଧାୟକ…

ଆଠ ଦିନ ହେଲା ସାହି ମଝିରେ ଉପୁଡ଼ି ପଡ଼ିଛି ବିଦ୍ୟୁତ ଖୁଣ୍ଟ, ବିପଦ ମଧ୍ୟରେ ଜୀବନ କାଟୁଛନ୍ତି ଲାବା ଗ୍ରାମବାସୀ”

ଗଜପତି ୯/ ୬/୨୬ :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ଲାବାର ଗ୍ରାମରେ କାଳବୈଶାଖୀ ବର୍ଷା ଓ ପବନର ପ୍ରଭାବରେ ଏକ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଦୀର୍ଘ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ସ୍ଥାନାନ୍ତର ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ…